-+91-9937148622 |
prerana_bgr@rediffmail.com |
Saturday 28th November 2026 |
R.N.I. Regd No. ODIODI/2010/46693
Breaking News
28-Nov-2026
ନୂଆପଡା(ପରମେଶ୍ୱର ମେହେର): ନୂଆପଡ଼ା ଜିଲ୍ଲା ୧୬ ନମ୍ବର ରାଜ୍ୟ ରାଜପଥ ଭବାନୀପାଟଣା ଏବଂ ଖଡ଼ିଆଳ କୁ ସଂଯୋଗ କରିଥାଏ। ୩୫୩ ନମ୍ବର ଜାତୀୟ ରାଜପଥ ଓ ୨୦୧ ନମ୍ବର ରାଜପଥ କୁ ଲିଙ୍କ ସଂଯୋଗ ହୋଇଥାଏ। ଏହି ଦୁର୍ଘଟଣା ଟି ଦୋହେଲପଡା ଗ୍ରାମ ସୀମାନ୍ତ, ବଲାଙ୍ଗିର ଜିଲ୍ଲା ଜମାଖୁଟା ଗ୍ରାମର ଏକ ପୋଖରୀ ସୀମାନ୍ତ ରେ ରହିଅଛି। ନିଜେ ଭାନୁ ପ୍ରତାପ ସିଂ ମାଝୀ ତାଙ୍କ ଗାଡ଼ି ଚଳାଇ ଭବାନୀପାଟଣା ପଟୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ପୋଖରୀ କଡ଼ରେ ଥିବାବେଳେ ବାଇକ୍ କୁ ଧକ୍କା ଦେଇ ପୋଖରୀ ପାଣି ଭିତରେ ଗାଡ଼ି ଚାରି ଛକ ଉପରକୁ ହୋଇଥିବା ବେଳେ ଗାଡି ଓଲଟି ପଡ଼ିଥିଲା। ବହୁ କଷ୍ଟ ରେ ପାଣି ଭିତରୁ ତାଙ୍କୁ ଉଦ୍ଧାର କରି ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଦୁଇ ଜଣ ସୁସ୍ଥ ଥିବା ଜଣାପଡ଼ିଛି।