-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
10-Sep-2023
ବଲାଙ୍ଗିର (ପ୍ରେରଣା ଖବର ): ବଲାଙ୍ଗିର ସହରରେ ବର୍ତ୍ତମାନ କଫ ସିରଫ କାରବାର ବୃଦ୍ଧି ପାଇବାରେ ଲାଗିଛି l ଗତକାଲି ବଲାଙ୍ଗିର ମୁନିସିପାଲିଟି ଅନ୍ତର୍ଗତ ପ୍ରତାପ ସାଗର ପଡା ରେ କଫ ସିରଫ ବିକ୍ରି କରୁଥିବା ଅଭିଯୋଗ ରେ ପୋଲିସ ରାଜେଶ ସେଠ୍ (୨୯)ଓ ଜଣେ ମହିଳାଙ୍କୁ ଗିରଫ୍ କରିଥିଲା l ଏହି ଦୁଇ ଜଣଙ୍କୁ ଆଜି ବଲାଙ୍ଗିର ଟାଉନ୍ ପୋଲିସ କେଶ୍ ନମ୍ଵର୍ ୪୭୨/୨୦୨୩ରେ କୋର୍ଟ ଚାଲାଣ କରିଥିବା
ଜଣାପଡ଼ିଛି l ଗତକାଲି ଟାଉନ୍ ପୋଲିସ ଏମାନଙ୍କ ଠାରୁ ୧୫୦ଟି କଫ ସିରଫ ସହ ଏକ ସ୍କୁଟି କୁ ମଧ୍ଯ ଜବତ କରିଥିଲା l