-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   (15-Aug-2026)       ||      ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||     

HOME   ବାଣିଜ୍ୟ

*

03-Nov-2020



ଟେଲିକମ କମ୍ପାନୀ ପରସ୍ପରକୁ ଟକ୍କର ଦେବାକୁ ପ୍ଲାନ୍ ସହ ନୂଆ ନୂଆ ସେବା ଦେବାକୁ ଘୋଷଣା କରୁଛନ୍ତି। ବର୍ତ୍ତମାନ ଏୟାରଟେଲ ମଧ୍ୟ ନିଜ ଗ୍ରାହକଙ୍କ ପାଇଁ ନୂଆ ସେବା ଘୋଷଣା କରିଛି। ଏୟାରଟେଲ୍ ନିଜ ଗ୍ରାହକଙ୍କ ପାଇଁ Disney+ Hotstar VIP ସବସ୍କ୍ରିପସନ ଦେବା ଆରମ୍ଭ କରିଛି। ବିଶେଷ କଥା ହେଲା ଏହି ସେବା ମୋବାଇଲ ୟୁଜର୍ସ ସହ ଏୟାରଟେଲ ବ୍ରଡବ୍ରାଣ୍ଡ ପ୍ଲାନ ସହ Disney+ Hotstar VIP ସବସ୍କ୍ରିପସନ୍ ମଧ୍ୟ ଦେଉଛି। ଏୟାରଟେଲ ୱେବସାଇଟ ଅନୁସାରେ, ୪୯୯ ଟଙ୍କାରୁ ଅଧିକ ପୋଷ୍ଟପେଡ଼ ଲିମ୍ବ ୯୯୯ ଟଙ୍କାରୁ ଅଧିକ ବ୍ରଡବ୍ରାଣ୍ଡ ପ୍ଲାନ୍ ୟୁଜର୍ସଙ୍କୁ ନୂଆ ସେବାର ଫାଇଦା ମିଳିବ। ଏୟାରଟେଲର ୪୯୯ ଟଙ୍କା ପୋଷ୍ଟପେଡ଼ ପ୍ଲାନରେ ୭୫ ଜିବି ଡାଟା ମିଳିଥାଏ। ପ୍ଲାନରେ ସବୁ ନେଟୱାର୍କରେ ଅନଲିମିଟେଡ୍ କଲିଂ ଓ ଦୈନିକ ୧୦୦ଟି ଏସଏମଏସ୍ ମିଳିଥାଏ। ଏଥିରେ ଆମାଜନ ପ୍ରାଇମ ଓ ଏୟାରଟେଲ ଏକ୍ସଷ୍ଟ୍ରିମ ମେମ୍ବରସିପ ମଧ୍ୟ ମିଳୁଛି।*
ଏହାଛଡା ବ୍ରଡବ୍ରାଣ୍ଡ ପ୍ଲାନ୍ ସହ ମିଳୁଥିବା Disney+ Hotstar ପ୍ଲାନ୍ ସମ୍ପର୍କରେ ଯଦି କୁହାଯାଏ ତାହେଲେ ୯୯୯ ଟଙ୍କା ପ୍ଲାନରେ Airtel XStream ଏଣ୍ଟରଟେନମେଣ୍ଟ ବ୍ରଡବ୍ରାଣ୍ଡ ପ୍ଲାନ୍ ସହ ଏହି ଅଫର୍ ମିଳୁଛି। ୧୪୯୯ ଟଙ୍କା ପ୍ଲାନରେ Disney+ Hotstar ର ଫ୍ରି ସବସ୍କ୍ରିପସନ ମିଳିବ। ଏହାସହ ୩୯୯୯ ଟଙ୍କା ପ୍ଲାନରେ ମଧ୍ୟ ଏହି ସବସ୍କ୍ରିପସନ ମିଳିବ। କମ୍ପାନୀ କହିଛି ଯେ ବର୍ତ୍ତମାନ ଏହି ଅଫର କିଛି ଗ୍ରାହକଙ୍କୁ ଦିଆଯିବ। ଯଦି ଆପଣ ବି ଏୟାରଟେଲର ପ୍ରିପେଡ୍ କିମ୍ବା ବ୍ରଡବ୍ରାଣ୍ଡ ଗ୍ରାହକ ଏବଂ ଜାଣିବାକୁ ଚାହୁଁଛନ୍ତି ଯେ ଆପଣଙ୍କୁ Disney+ Hotstar VIP ଫ୍ରି ମେମ୍ବରସିପ୍ ମିଳିଛି ନା ନାହିଁ ତାହେଲେ ଆପଣଙ୍କୁ ଏୟାରଟେଲ ଥେଙ୍କ୍ସ ଆପ୍ କୁ ଯାଇ ଚେକ୍ କରିବାକୁ ହେବ। କମ୍ପାନୀ କହିଛି ଯେ ଗ୍ରାହକ ପ୍ରତ୍ୟେକ ପୋଷ୍ଟପେଡ୍ ଓ ବ୍ରଡବ୍ରାଣ୍ଡ ପ୍ଲାନ୍ ପାଇଁ ଥରେ ହିଁ ଏହି ଅଫରର ଫାଇଦା ଉଠେଇ ପାରିବେ।*


News Comment




Photo in News

Advertisment
Lastest News
  ଜିଲ୍ଲା  
୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   15-Aug-2026
  ଜିଲ୍ଲା  
ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   15-Aug-2026
  ଜିଲ୍ଲା  
ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   15-Aug-2026
  ଜିଲ୍ଲା  
କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ରାଜ୍ୟ  
ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   15-Aug-2026
  ଜିଲ୍ଲା  
ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   15-Aug-2026
  ଜିଲ୍ଲା  
*ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   15-Aug-2026
  ଜିଲ୍ଲା  
ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026

You Might Also Like