-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
29-Oct-2020
ରାଉରକେଲା, (ପ୍ରେରଣା ଖବର)-ରାଉରକେଲା ସହରରେ ପୁଣି ଏକ ଜିଏସଟି ଠକେଇର ପର୍ଦ୍ଦାଫାଶ। ଜଣେ ଡ଼୍ରାଇଭରଙ୍କ ଅଜାଣତରେ ୨୮କୋଟି ଟଙ୍କାର କାରବାର ହୋଇଥିବା ଅଭିଯୋଗ। ଏକ ଜାଲି କମ୍ପାନୀ ଜରିଆରେ କାରବାର କରାଯାଇ ଥିବା ଅଭିଯୋଗ। ଜିଏସଟି ବିଭାଗ ପକ୍ଷରୁ ତଦନ୍ତ ଜାରି। ଠକେଇର ଶିକାର ହୋଇଥିବା ଡ଼୍ରାଇଭରଙ୍କ ଡକ୍ୟୁମେଣ୍ଟ ଅନ୍ୟ ଜଣେ ନେଇ ତାଙ୍କ ଅଜାଣତରେ ଜାଲି କମ୍ପାନୀ ଖୋଲି ଠକେଇ କରିଥିବା ଅଭିଯୋଗ। ଠକେଇର ଶିକାର ହୋଇଥିବା ଡ୍ରାଇଭର ସେକ୍ଟର ୨୦ ଅଞ୍ଚଳର।