-+91-9937148622 |
prerana_bgr@rediffmail.com |
Monday 9th November 2026 |
R.N.I. Regd No. ODIODI/2010/46693
Breaking News
09-Nov-2026
ନର୍ଲା (ଚିନ୍ତାମଣି ନାଏକ ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ମାଣ୍ଡେଲ ଗ୍ରାମରେ ଜିଲ୍ଲା ସଭାପତି କେଶବ ଚନ୍ଦ୍ର ଭୋଇ ଙ୍କ ଅଧକ୍ଷତା ରେ ନର୍ଲା କୁଲତା ସମାଜ ଆଞ୍ଚଳିକ କମିଟି ୭ ନମ୍ବର ଦ୍ଵାରା ଏକ ସୌହାଦ୍ୟ ପୂର୍ଣ୍ଣ ପରିବେଶ ମଧ୍ୟ ରେ ପ୍ରଥମେ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡି ଙ୍କୁ ପୂଜାର୍ଚନା କରି ଜିଲ୍ଲା ର ସମସ୍ତ ଆଞ୍ଚଳିକ କମିଟି ଓ ଅନ୍ୟାନ୍ନ କର୍ମକର୍ତା ଙ୍କୁ ନେଇ ଏକ ଭବ୍ୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ଅତ୍ୟବ ସରରେ ଜିଲ୍ଲା ର ବିଭିନ୍ନ କୋଣ ଅନୁକୋଣ ରୁ ଆସିଥିବା ସାମାଜିକ କାର୍ଯ୍ୟକର୍ତା ବନ୍ଧୁ ମାନେ ସମାଜ ର ଅଗ୍ରଗତି ଓ ଉନ୍ନତି ଏବଂ ସଂସ୍କାର ଉପରେ ନିଜ ନିଜ ବକ୍ତ୍ୟବ୍ୟ ରଖିଥିଲେ ତତ ସହିତ ନର୍ଲା ମାଣ୍ଡେଲ ଗ୍ରାମର ୭ ନମ୍ବର ଆଞ୍ଚଳିକ କମିଟି ଗଠନ ହୋଇଯାଇଛି ଏଥିରେ ସଭାପତି ଭାବରେ ଦିଲୀପ କୁମାର ନାଏକ ଉପସଭାପତି, ସୁରେଶ କୁମାର ନାଏକ ସମ୍ପାଦକ ଭାବରେ ନବୀନ କୁମାର ନାଏକ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି ଏହି ଭବ୍ୟ କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି କେଶବ ଚନ୍ଦ୍ର ଭୋଇ,ସାଙ୍ଗଠନିକ ସମ୍ପାଦକ ବିଜୟ ଭୋଇ ମନ୍ଦିର କମିଟି ସଭାପତି ସୁରେଶ ଚନ୍ଦ୍ର ପଧାନ ସମ୍ପାଦକ ଶରତ ଭୋଇ ମହିଳା ସଭାନେତ୍ରୀ ପ୍ରମିଳା ପଧାନ ଜିଲ୍ଲା ଉପ ସଭାପତି ଅନିରୁଦ୍ଧ ବିଶ୍ଵାଳ ମନମୋହନ ନାଏକ ଅଶ୍ୱିନୀ ପଧାନ ବରିଷ୍ଠ ସଦସ୍ୟ କପିକେତନ ନାଏକ କୃଷ୍ଣ ଚନ୍ଦ୍ର ନାଏକ ଗ୍ରାମ୍ୟ କମିଟି ସଭାପତି ସାଧୁରାମ ଭୋଇ ସମେତ ଜିଲ୍ଲାର ସମସ୍ତ ଛାମୁଆ ସଂଗଠନ ର କର୍ମକର୍ତା ଓ ସମସ୍ତ ଆଞ୍ଚଳିକ କମିଟି ସଭାପତି ସମ୍ପାଦକ ସହ ବିଶାଶହେ କୋଲତା ସମାଜ ର ସହ ସହ ଭାଇ ଭଉଣୀ ଉପସ୍ଥିତ ଥିଲେ ପରିଶେଷରେ ରେ ଏହି ମଞ୍ଚ ରେ ଜିଲ୍ଲାକମିଟି ଗଠନ ର ପ୍ରଥମ ଦୁଇ ବରିଷ୍ଠ ସଦସ୍ୟ ହରିଶ୍ଚନ୍ଦ୍ର ବୁଦ୍ଧିଆ ଓ ଜରାସନ୍ଧ ନାଏକ ଙ୍କୁ ମଞ୍ଚ ରେ ସମ୍ମାନିତ କରାଯାଇଛି ଏବଂ ଶ୍ରୀ କୃଷ୍ଣ ଚନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସୁରେଶ ନାଏକ ଓ ମନୋଜ ଭୋଇ
ମଞ୍ଚ ପରିଚାଳନା କରିଥିଲେ