-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
12-Jul-2026
ବରପାଲି - (ସୁଦାମ ଦୀପ )
ଅଖିଳ ଭାରତୀୟ ଗୋଂଡ଼ ୱାନା ଗୋଂଡ଼ ମହାସଭା ଗୁଡ଼ି ଆୟୋଜନ ସମିତି ରେଟାମୁଣ୍ଡା ର ନୂତନ କାର୍ଯ୍ୟକାରୀ କମିଟି ସର୍ବସମ୍ମତି କ୍ରମେ ଗଠନ ହୋଇ ଯାଇଛି ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଉପଦେଷ୍ଟା ଶ୍ରୀ ଜିତେନ୍ଦ୍ରିୟ ଧରୁଆ ସଭାପରିଚାଳନା କରିଥିଲେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ଶ୍ରୀ ଭାଗିରଥି ସିଂହ ମହାସଚିବ ଶ୍ରୀ ଧନେଶ୍ୱର ସିଂହ ଜିଲ୍ଲା ମହିଳା ସଂଗଠନ ର ସଭାନେତ୍ରୀ ଶ୍ରୀମତୀ ଜାଜ୍ଞ ସେନି ଭୋଇ ରାଜ୍ୟ ସଭ୍ୟା ଶ୍ରୀମତୀ ଶ୍ରୀୟା ନେଟି ବରଗଡ ବ୍ଲକ ସଭାପତି ଶ୍ରୀ ଜୟଳାଳ ଭୋଇ ରାଜ୍ୟସଭ୍ୟ ଶ୍ରୀ ସତ୍ୟବାନ ଭୋଇ ଅତା ବିରା ବ୍ଲକ ସଭାପତି ଶ୍ରୀ ରମାକାନ୍ତ ଭୋଇ ବରପାଲି ବ୍ଲକ ସଭାପତି ଶ୍ରୀ ବିଦେଶୀ ରାଏ ଜିଲ୍ଲା ଉପସଭାପତି ଶ୍ରୀ ସୁରେନ୍ଦ୍ର ଧରୁଆ କନ୍ତଳ ଗୁଡ଼ି ସଭାପତି ଶ୍ରୀ ନରେଶ ଧରୁଆ ବୁଗ ବୁଗା ଗୁଡ଼ି ସଭାପତି ଶ୍ରୀ ଯୁଧିଷ୍ଠିର ମାଝୀ ଶ୍ରୀ ସନ୍ଥଲାଲ ଭୋଇ ଦୁର୍ଯ୍ୟୋଧନ ଭୁଏ ଅନିରୁଦ୍ଧ ଧରୁଆ ସୁଖୀ ରାମ ଜଗତ ବରପାଲି ବ୍ଲକ ସମ୍ପାଦକ ଶ୍ରୀ ସୁଦାମ ଭୋଇ ତଥା ରେଟାମୁଣ୍ଡା ଗୁଡ଼ି ଅନ୍ତର ଗତ ଖେମେଶରାର ମାତୃ ଶକ୍ତି ଏବଂ ରେଟାମୁଣ୍ଡା ଗ୍ରାମର ମାତୃଶକ୍ତି ପିତୃଶକ୍ତି ଯୋଗ ଦେଇଥିଲେ ନୂତନ ଭାବେ ରେଟାମୁଣ୍ଡା ଗୁଡ଼ି ର ସଭାପତି ଶ୍ରୀ ଅକ୍ରୁର ଧରୁଆ ଉପ ସଭାନେତ୍ରୀ ଶ୍ରୀମତୀ ହେମଲତା କୁମୁରା ସମ୍ପାଦକ ଶ୍ରୀ ମନବୋଧ ରାଏ ଉପ ସଭାପତି ଶ୍ରୀ ସୁରେନ୍ଦ୍ର ଧରୁଆ କୋଷାଧକ୍ଷ ଶ୍ରୀ ବଳରାମ ଭୋଇ ପ୍ରଚାର ସଚିବ ଶ୍ରୀ ମଣିକର ଭୋଇ ସଭ୍ୟ ଭାବେ ପରେଶ ଧରୁଆ ଅଶୋକ ଭୁଏ ଚକ୍ର ମାଝୀ ଉଛବ ଭୁଏ ଗୀତାଞ୍ଜଳି ଭୁଏ ମନୋନୀତ ହୋଇ ଥିଲେ ଏହି କାର୍ଯ୍ୟକ୍ରମ ରେ ମୁନୁପାଳି ଗୌନ୍ତିଆ ଶ୍ରୀ କେଦାର ଭୋଇ ଯୋଗଦେଇ ଥିଲେ ଶେଷରେ ଶ୍ରୀ ମନବୋଧ ରାଏ ସମସ୍ତଙ୍କୁ ଧନ୍ୟବାଦ ଦେଇ ଥିଲେ