-+91-9937148622 |

prerana_bgr@rediffmail.com |

  Thursday 21st May 2026 |

| | | |

R.N.I. Regd No. ODIODI/2010/46693

Breaking News

ଏଥଲେଟିକ ଏସୋସିଏସନ୍ ଝାରମୁଣ୍ଡା ର ୩୫ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ   (21-May-2026)       ||      ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେଡି ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ଘେରାଓ    (21-May-2026)       ||      ଜୁନିଅର ରେଡ କ୍ରସ ଡୁଙ୍ଗୁରିପାଲି ବ୍ଲକ ତରଫରୁ ଜଳଛତ୍ର ଆୟୋଜିତ : ରେଡ୍ କ୍ରସ ସେବା ଗାଁ ଗାଁ ରେ ପହଞ୍ଚିଲେ ମାନବୀୟ ଭାବନା ଉଦ୍ରେକ ହେବ   (21-May-2026)       ||      ଧର୍ମପ୍ରାଣ ମଣିଷ ବୀରେନ୍ଦ୍ର ସାହୁଙ୍କ ପରଲୋକ    (21-May-2026)       ||      ଜିଲ୍ଲା କ୍ଷତ୍ରିୟ ଧାକଡ ସମାଜ ପଦାଧିକାରୀ ବୈଠକ   (21-May-2026)       ||      ଜିଲ୍ଲାସ୍ତରୀୟ ଶିଶୁ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ    (21-May-2026)       ||      ୱାର୍ଲଡ ୱାରସିପ ଫାଉଣ୍ଡେସନ ଟ୍ରଷ୍ଟ ଉଦଘାଟିତ ll ସମାଜ ର ବିଭିନ୍ନ ସମସ୍ୟା ର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଏହି ଟ୍ରଷ୍ଟ ପ୍ରତିଶୃତିବଦ୍ଧ : ବ୍ରଜ ମୋହନ ଗୋଏଲ, ଟ୍ରଷ୍ଟ ସଭାପତି ll   (21-May-2026)       ||      ବିରାଟ ସାଂସ୍କୃତିକ ଶୋଭାଯାତ୍ରା ରୁ ଆରମ୍ଭ ହେଲା ରାଜ୍ୟସ୍ତରୀୟ ସଂକୀର୍ତ୍ତନ୍ୟ ମହୋତ୍ସବ ଓ ୨୧ତମ କଣ୍ଟାମାଳ ଲୋକ କଳା ମହୋତ୍ସବ   (21-May-2026)       ||      *ବଣ ମଲ୍ଲୀ ପ୍ରତିଭାକୁ ସମ୍ବର୍ଧିତ ଦେଲେ ଜିଲ୍ଲପାଳ* *ସଂସ୍କୃତରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ମହେନ୍ଦ୍ରୀର କୁଡ଼ିଆ ଘରେ ପହଞ୍ଚିଲେ*   (21-May-2026)       ||      କଣ୍ଟାମାଳରେ ବିଜେଡିର ନାରୀ ଅଧିକାର ଅଭିଯାନ♦️ ନାରୀ ସୁରକ୍ଷାକୁନେଇ ବିଜେଡିର ରାଲି ଓ ବିକ୍ଷୋଭ: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କୁ ଦାବୀପତ୍ର    (21-May-2026)       ||      ଏଚ.ସି.ଏଲ. ଫାଉଣ୍ଡେସନ ଓ ଆରସିଡିସି ଦ୍ୱାରା ନୂତନ ଜୈବ ବିବିଧତା ପ୍ରକଳ୍ପର ଶୁଭାରମ୍ଭ   (21-May-2026)       ||      ଭୂମିକାର ନାଟ୍ୟ କର୍ମଶାଳା ସ୍ଥଗିତ    (21-May-2026)       ||      ରାଜସ୍ଥାନରେ ଦୁଇ ଭଉଣୀଙ୍କ ଉପରେ ଗଣ ଦୁଷ୍କର୍ମ ଓ  ଆତ୍ମହତ୍ୟା ଘଟଣାରେ କାର୍ଯ୍ୟନୁଷ୍ଠାନ ଦାବିରେ ଏସ ୟୁ ସି ଆଇ (ସି)ର ବିକ୍ଷୋଭ   (20-May-2026)       ||      ଜନଭାଗୀଦାରୀ ଅଭିଯାନରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସଚେତନତା   (20-May-2026)       ||      ଅରିନ୍ଦମଙ୍କ ନାଁରେ ଏତଲା ଦେଲେ ସାମ୍ବାଦିକ   (20-May-2026)       ||      କଟକ ଜିଲ୍ଲାର ନୂତନ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବେ ବିଧିବଦ୍ଧ ଭାବରେ ଦାୟିତ୍ଵ ଗ୍ରହଣ କଲେ ଶ୍ରୀମତୀ ସ୍ଵାଗତିକା ବେହେରା   (20-May-2026)       ||      ସ୍ବାବଲମ୍ବୀ କାରିଗର ସଂଘ ପକ୍ଷରୁ କଟକ ସଦର ବ୍ଲକ ଅଫିସ୍ ସମ୍ମୁଖରେ ବିକ୍ଷୋଭ   (20-May-2026)       ||      କୁକୁର କାମୁଡ଼ିବାରୁ ସାମ୍ବାଦିକ ନିଲୁ ସାହୁ ଆହତ, ଡାକ୍ତରଖାନା ପହଞ୍ଚି ଚିକିତ୍ସା କଥା ପଚାରି ବୁଝିଲେ ପ୍ରସନ୍ନ I   (20-May-2026)       ||      ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ, ତୁରେକେଲା ବ୍ଲକ କମିଟି ର ପରିବର୍ଦ୍ଧିତ ବୈଠକ ଅନୁଷ୍ଠିତ    (20-May-2026)       ||      ଓଡ଼ିଶା  ସିଏଚ୍ଏସି  ୨୦୨୬ ପରିକ୍ଷା ଫଳାଫଳରେ  ଜେ ଏସ୍ ଏମ୍ କଲେଜର ୧୦୦% ସଫଳତା   (20-May-2026)       ||     

HOME   ଜିଲ୍ଲା

*ପ୍ରମାଣିକ ଚଳଚ୍ଚିତ୍ର ବନ୍ଦେ ମାଗୋ ସୋନପୁର ଲୋକାର୍ପିତ*- *ଉଦ୍ଘାଟନ କଲେ ଜିଲ୍ଲାପାଳ*-

12-Apr-2026



ସୋନପୁର (ମନୋରଞ୍ଜନ ତ୍ରିପାଠୀ )   ସୁବର୍ଣ୍ଣ ପୁରୀ ସାଂସ୍କୃତିକ ଚେତନା ର ବାର୍ତ୍ତାବହ , "ପ୍ରାମାଣିକ ଚଳଚ୍ଚିତ୍ର ବନ୍ଦେ ମାଗୋ ସୋନପୁର" ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପ ରାଜ ସାହୁଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି l ଏହାର ଗୀତ ରଚନା କରିଛନ୍ତି କବି ଡ଼ ଆର୍ତ ତ୍ରାଣ ବାବୁ l କଣ୍ଠ ଦାନ କରିଛନ୍ତି ମଞ୍ଜୁଶ୍ରୀ ବାବୁ ଓ ସୁଶିଲ ମହାଲିଂ l ସଙ୍ଗୀତ ସଂଯୋଜନା କରିଛନ୍ତି ପଣ୍ଡିତ ମଧୁ ସୁଦନ ଦାସ l ଏହାର ପ୍ରଯୋଜକ ହେଲେ ଡାକ୍ତର ଆବାସ ରଞ୍ଜନ ବାବୁ ଓ ଆଶିଷ ରଞ୍ଜନ ବାବୁ l ପ୍ରଯୋଜନା କରିଛନ୍ତି ନିଶାନ ପ୍ରଡକ୍ସନ l ସମ୍ପାଦନା କରିଛନ୍ତି ରାଧେଶ୍ୟାମ ମିଶ୍ର l ସୁବର୍ଣ୍ଣପୁର ପ୍ରତୀକ ଟେଣ୍ଟ ହାଉସ ରେ ଅନୁଷ୍ଟିତ ଏ ଉତ୍ସଵ ର ପ୍ରଥମ ଅଧିବେଶନ ରେ ପୁସ୍ତକ ବନ୍ଦେ ମାଗୋ ସୋନପୁର ଲୋକାର୍ପିତ ହୋଇଥିଲା l ଏହି ଅବସରରେ ଅନୁଷ୍ଟିତ ସଭା ରେ ଡ଼ ସୌମ୍ୟ ରୂପା ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଡ଼. ଆର୍ତ୍ତ ତ୍ରାଣ ବାବୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି ସଭାରେ ଲେଖକ ଗବେଷକ ଗୋରେଖ୍ ନାଥ ସାହୁ, ଡ଼ ପ୍ରଫୁଲ୍ଲ ରଥ, ବ୍ରଜ ମୋହନ ଦାନୀ, ଡ଼ ଜ୍ୟୋତି ରଞ୍ଜନ ବହିଦାର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ  l ଉତ୍ସଵ ର ଦ୍ବିତୀୟ ଅଧିବେଶନ ରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଯୋଗ ଦେଇ ସୋନପୁରର ପ୍ରସିଦ୍ଧ "ମଠା ମାଛ ମଲିଫୁଲ ମୁଗ ମନ୍ଦିର ସହିତ ଆଉ ତିନୋଟି କଥା ଯୋଡି ଥିଲେ ତାହା ହେଲା ମାଟି ମଣିଷ ଓ ମହକ ବୋଲି କହିଥିଲେ l "ଗୋଟେ ଗାଁ ଗୋଟେ ସହର ଗୋଟେ ଜାଗା ସେତେବେଳେ ହିଁ ପ୍ରସିଦ୍ଧ ହୁଏ ଯେତେବେଳ ମାଟି ଥାଏ ମଣିଷ ଥାଏ ତାହାର ମହକି ଥାଏ" , ଆଉ ଆପଣ ମାନେ ଏ ମାଟି ର ମଣିଷ ଓ ଜଣେ ଜଣେ ପ୍ରତିଭା, ଆପଣ ମାନଙ୍କ ପାଇଁ ଏ ସହର ଜିଲ୍ଲା ଉଲ୍ଲସିତ ହୋଇଛି ବୋଲି କହିଥିଲେ l "ମଣିଷ ମାନସିକ ଶାରୀରିକ ସ୍ତରରେ ସୁସ୍ଥ ଓ ଫିଟ୍ ରହିବାକୁ ହେଲେ ମହୋଷଧି ଠୁଁ ଅଧିକ କାମ କରେ କଣ ତାହା ହେଲା ସକାରାତ୍ମକ ଚିନ୍ତା, ଯଦି  ଆମ ଚିନ୍ତନ ଟା ନକାରାତ୍ମକ ରହେ ତାହାଲେ ସବଳ ଶାନ୍ତ ସୁନ୍ଦର ହେବା କାଠିକର ହୋଇଥାଏ ବୋଲି କହିଥିଲେ l ମଣିଷ ଅନ୍ୟ କୁ ପ୍ରଶଂଶା କରିବା ଖୁବ୍ କଠିନ କାମ ଓ ସବୁଠୁ ବିରଳ ମଧ୍ଯ l କିନ୍ତୁ ଗୁଡ଼ାଏ ପ୍ରଜାତି ଭିତରେ ଡ଼ ଆର୍ତ୍ତ ତ୍ରାଣ ବାବୁ ଏକ ଭିନ୍ନ ମଣିଷ, କେବେ ତାଙ୍କ ଠାରେ ନକାରାତ୍ମକ ଚିନ୍ତନ ଦେଖିବାକୁ ମିଳେନି l ଦୁଇଟି ଆଣ୍ଠୁ ତାଙ୍କ ର ରିପ୍ଲେସମେଣ୍ଟ ଚିକିତ୍ସା ବେଳେ ଭୁବନେଶ୍ୱର ମେଡିକାଲ୍ ରେ ଏ ପୁସ୍ତକ ର ଲେଖା ଆରମ୍ଭ କରିଥିଲେ , ଏଵଂ ଏ ବହିର ୩୦ ଟା ପଦ ଭିତରେ ସୋନପୁର ର କବି, ଲେଖକ, ସାମ୍ୱାଦିକ , କିମ୍ବଦନ୍ତୀ ପୁରୁଷ, କଳାକାର, ଐତିହାସିକ, ସମାଜସେବୀ ଙ୍କ ସମେତ ପ୍ରତ୍ୟେକ ପ୍ରତିଭା ଙ୍କୁ ଫୋକସ କରିଛନ୍ତି ପ୍ରଶଂଶା କରିଛନ୍ତି ବୋଲି ଡ଼ ସାହୁ କହିଥିଲେ l ତେଣୁ ପରସ୍ପର ପ୍ରତି ଯଦି ଭଲ ପାଇବା ଶ୍ରଦ୍ଧା କରିବା ତ ଆମେ ଅନୁଭବ କରିବା ଯେ ଏଠି ହିଁ ସ୍ୱର୍ଗ ଅଛି ବୋଲି ଜିଲ୍ଲାପାଳ ଡ଼ ସାହୁ କହିଥିଲେ l ସମସ୍ତ କାର୍ଯ୍ଯ କ୍ରମ କୁ ହିମାଂଶୁ ଭୂଷଣ ପଣ୍ଡା ଓ ଲକ୍ଷ୍ମନାରାୟଣ ସାହୁ ସଂଯୋଜନା କରିଥିବା ବେଳେ ଶେଷରେ ପ୍ରଦ୍ୟୁମ୍ନ କୁମାର ସାହୁ ଧନ୍ଯବାଦ ଅର୍ପଣ କରିଥିଲେ l ପ୍ରକାଶ ଥାଉ କି ଯେ ଆଜି ଏହି ଉତ୍ସବ ଆୟୋଜକ ଡ଼ ଆର୍ତ୍ତ ତ୍ରାଣ ବାବୁ ଙ୍କ ଜନ୍ମ ଦିନ ଥିବାରୁ ତାଙ୍କୁ ଗୋପାଳ ଜି ଯୋଗାଳୟ, ନିଶାନ ପ୍ରଡକ୍ସନ, ଶକ୍ତ ଦୀପା, ସ୍ଵଚ୍ଛ ଭାରତ, ଓଡ଼ିଶା ସାମ୍ୱାଦିକ ସଂଘ ଆଦି ସଙ୍ଗଠନ ପକ୍ଷରୁ ଶୁଭେଛା ଓ ସମ୍ବର୍ଧନା ଜଣାଇ ଡ଼ ବାବୁ ଙ୍କ ଦୀର୍ଘ ଜୀବନ କାମନା କରିଥିଲେ l    କଣ୍ଠ ଶିଳ୍ପୀ ଶ୍ରୀମତୀ ମଞ୍ଜୁଶ୍ରୀ ବାବୁ, ସୁଶିଲ ମହାଲିଙ୍ଗ,  ସଙ୍ଗୀତ ନିର୍ଦ୍ଦେଶକ ମଧୁ ସୁଦନ ଦାସ, ଓ ନିଶାନ ପ୍ରଡକ୍ସନ ର ସଭାପତି ଅଖୁଜ ଷାଣ୍ଢ, ଅଧ୍ୟକ୍ଷ ନନ୍ଦ କାନା ପୁଝାରୀ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଡ଼.ରାଧେ ଶ୍ୟାମ ମିଶ୍ର ଙ୍କୁ ଜିଲ୍ଲାପାଳ ଙ୍କ ଦ୍ଵାରା ସମ୍ବର୍ଧିତ କରାଯାଇଥିଲା l ଏହି ଉତ୍ସବ ରେ ସହର ର ବହୁ ବୁଦ୍ଧିଜୀବି, ସଚେତନ ନାଗରିକ, କବି, ଯୋଗୀ, ଲେଖକ, ସମାଜ ସେବୀ, ସାମ୍ୱାଦିକ ଯୋଗ ଦେଇଥିଲେ l ଜିଲ୍ଲାପାଳ ଙ୍କ ଦ୍ଵାରା ପ୍ରାମାଣିକ ଚଳଚ୍ଚିତ୍ର ବନ୍ଦେ ମାଗୋ ସୋନପୁର କୁ ଲୋକାର୍ପିତ କରା ଯାଇ ଥିବା ବେଳେ ଦୀର୍ଘ ଘଣ୍ଟାଏ ଧରି ଏହି ଚଳଚ୍ଚିତ୍ର କୁ ସମସ୍ତେ ଉପଭୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଏଥଲେଟିକ ଏସୋସିଏସନ୍ ଝାରମୁଣ୍ଡା ର ୩୫ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ   21-May-2026
  ଜିଲ୍ଲା  
ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେଡି ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ଘେରାଓ   21-May-2026
  ଜିଲ୍ଲା  
ଜୁନିଅର ରେଡ କ୍ରସ ଡୁଙ୍ଗୁରିପାଲି ବ୍ଲକ ତରଫରୁ ଜଳଛତ୍ର ଆୟୋଜିତ : ରେଡ୍ କ୍ରସ ସେବା ଗାଁ ଗାଁ ରେ ପହଞ୍ଚିଲେ ମାନବୀୟ ଭାବନା ଉଦ୍ରେକ ହେବ   21-May-2026
  ଜିଲ୍ଲା  
ଧର୍ମପ୍ରାଣ ମଣିଷ ବୀରେନ୍ଦ୍ର ସାହୁଙ୍କ ପରଲୋକ   21-May-2026
  ଜିଲ୍ଲା  
ଜିଲ୍ଲା କ୍ଷତ୍ରିୟ ଧାକଡ ସମାଜ ପଦାଧିକାରୀ ବୈଠକ   21-May-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ଶିଶୁ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ   21-May-2026
  ଜିଲ୍ଲା  
ୱାର୍ଲଡ ୱାରସିପ ଫାଉଣ୍ଡେସନ ଟ୍ରଷ୍ଟ ଉଦଘାଟିତ ll ସମାଜ ର ବିଭିନ୍ନ ସମସ୍ୟା ର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଏହି ଟ୍ରଷ୍ଟ ପ୍ରତିଶୃତିବଦ୍ଧ : ବ୍ରଜ ମୋହନ ଗୋଏଲ, ଟ୍ରଷ୍ଟ ସଭାପତି ll   21-May-2026
  ଜିଲ୍ଲା  
ବିରାଟ ସାଂସ୍କୃତିକ ଶୋଭାଯାତ୍ରା ରୁ ଆରମ୍ଭ ହେଲା ରାଜ୍ୟସ୍ତରୀୟ ସଂକୀର୍ତ୍ତନ୍ୟ ମହୋତ୍ସବ ଓ ୨୧ତମ କଣ୍ଟାମାଳ ଲୋକ କଳା ମହୋତ୍ସବ   21-May-2026
  ଜିଲ୍ଲା  
*ବଣ ମଲ୍ଲୀ ପ୍ରତିଭାକୁ ସମ୍ବର୍ଧିତ ଦେଲେ ଜିଲ୍ଲପାଳ* *ସଂସ୍କୃତରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ମହେନ୍ଦ୍ରୀର କୁଡ଼ିଆ ଘରେ ପହଞ୍ଚିଲେ*   21-May-2026
  ରାଜ୍ୟ  
କଣ୍ଟାମାଳରେ ବିଜେଡିର ନାରୀ ଅଧିକାର ଅଭିଯାନ♦️ ନାରୀ ସୁରକ୍ଷାକୁନେଇ ବିଜେଡିର ରାଲି ଓ ବିକ୍ଷୋଭ: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କୁ ଦାବୀପତ୍ର   21-May-2026
  ଜିଲ୍ଲା  
ଏଚ.ସି.ଏଲ. ଫାଉଣ୍ଡେସନ ଓ ଆରସିଡିସି ଦ୍ୱାରା ନୂତନ ଜୈବ ବିବିଧତା ପ୍ରକଳ୍ପର ଶୁଭାରମ୍ଭ   21-May-2026
  ଜିଲ୍ଲା  
ଭୂମିକାର ନାଟ୍ୟ କର୍ମଶାଳା ସ୍ଥଗିତ    21-May-2026

You Might Also Like