-+91-9937148622 |

prerana_bgr@rediffmail.com |

  Thursday 21st May 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେଡି ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ଘେରାଓ    (21-May-2026)       ||      ଜୁନିଅର ରେଡ କ୍ରସ ଡୁଙ୍ଗୁରିପାଲି ବ୍ଲକ ତରଫରୁ ଜଳଛତ୍ର ଆୟୋଜିତ : ରେଡ୍ କ୍ରସ ସେବା ଗାଁ ଗାଁ ରେ ପହଞ୍ଚିଲେ ମାନବୀୟ ଭାବନା ଉଦ୍ରେକ ହେବ   (21-May-2026)       ||      ଧର୍ମପ୍ରାଣ ମଣିଷ ବୀରେନ୍ଦ୍ର ସାହୁଙ୍କ ପରଲୋକ    (21-May-2026)       ||      ଜିଲ୍ଲା କ୍ଷତ୍ରିୟ ଧାକଡ ସମାଜ ପଦାଧିକାରୀ ବୈଠକ   (21-May-2026)       ||      ଜିଲ୍ଲାସ୍ତରୀୟ ଶିଶୁ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ    (21-May-2026)       ||      ୱାର୍ଲଡ ୱାରସିପ ଫାଉଣ୍ଡେସନ ଟ୍ରଷ୍ଟ ଉଦଘାଟିତ ll ସମାଜ ର ବିଭିନ୍ନ ସମସ୍ୟା ର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଏହି ଟ୍ରଷ୍ଟ ପ୍ରତିଶୃତିବଦ୍ଧ : ବ୍ରଜ ମୋହନ ଗୋଏଲ, ଟ୍ରଷ୍ଟ ସଭାପତି ll   (21-May-2026)       ||      ବିରାଟ ସାଂସ୍କୃତିକ ଶୋଭାଯାତ୍ରା ରୁ ଆରମ୍ଭ ହେଲା ରାଜ୍ୟସ୍ତରୀୟ ସଂକୀର୍ତ୍ତନ୍ୟ ମହୋତ୍ସବ ଓ ୨୧ତମ କଣ୍ଟାମାଳ ଲୋକ କଳା ମହୋତ୍ସବ   (21-May-2026)       ||      *ବଣ ମଲ୍ଲୀ ପ୍ରତିଭାକୁ ସମ୍ବର୍ଧିତ ଦେଲେ ଜିଲ୍ଲପାଳ* *ସଂସ୍କୃତରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ମହେନ୍ଦ୍ରୀର କୁଡ଼ିଆ ଘରେ ପହଞ୍ଚିଲେ*   (21-May-2026)       ||      କଣ୍ଟାମାଳରେ ବିଜେଡିର ନାରୀ ଅଧିକାର ଅଭିଯାନ♦️ ନାରୀ ସୁରକ୍ଷାକୁନେଇ ବିଜେଡିର ରାଲି ଓ ବିକ୍ଷୋଭ: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କୁ ଦାବୀପତ୍ର    (21-May-2026)       ||      ଏଚ.ସି.ଏଲ. ଫାଉଣ୍ଡେସନ ଓ ଆରସିଡିସି ଦ୍ୱାରା ନୂତନ ଜୈବ ବିବିଧତା ପ୍ରକଳ୍ପର ଶୁଭାରମ୍ଭ   (21-May-2026)       ||      ଭୂମିକାର ନାଟ୍ୟ କର୍ମଶାଳା ସ୍ଥଗିତ    (21-May-2026)       ||      ରାଜସ୍ଥାନରେ ଦୁଇ ଭଉଣୀଙ୍କ ଉପରେ ଗଣ ଦୁଷ୍କର୍ମ ଓ  ଆତ୍ମହତ୍ୟା ଘଟଣାରେ କାର୍ଯ୍ୟନୁଷ୍ଠାନ ଦାବିରେ ଏସ ୟୁ ସି ଆଇ (ସି)ର ବିକ୍ଷୋଭ   (20-May-2026)       ||      ଜନଭାଗୀଦାରୀ ଅଭିଯାନରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସଚେତନତା   (20-May-2026)       ||      ଅରିନ୍ଦମଙ୍କ ନାଁରେ ଏତଲା ଦେଲେ ସାମ୍ବାଦିକ   (20-May-2026)       ||      କଟକ ଜିଲ୍ଲାର ନୂତନ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବେ ବିଧିବଦ୍ଧ ଭାବରେ ଦାୟିତ୍ଵ ଗ୍ରହଣ କଲେ ଶ୍ରୀମତୀ ସ୍ଵାଗତିକା ବେହେରା   (20-May-2026)       ||      ସ୍ବାବଲମ୍ବୀ କାରିଗର ସଂଘ ପକ୍ଷରୁ କଟକ ସଦର ବ୍ଲକ ଅଫିସ୍ ସମ୍ମୁଖରେ ବିକ୍ଷୋଭ   (20-May-2026)       ||      କୁକୁର କାମୁଡ଼ିବାରୁ ସାମ୍ବାଦିକ ନିଲୁ ସାହୁ ଆହତ, ଡାକ୍ତରଖାନା ପହଞ୍ଚି ଚିକିତ୍ସା କଥା ପଚାରି ବୁଝିଲେ ପ୍ରସନ୍ନ I   (20-May-2026)       ||      ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ, ତୁରେକେଲା ବ୍ଲକ କମିଟି ର ପରିବର୍ଦ୍ଧିତ ବୈଠକ ଅନୁଷ୍ଠିତ    (20-May-2026)       ||      ଓଡ଼ିଶା  ସିଏଚ୍ଏସି  ୨୦୨୬ ପରିକ୍ଷା ଫଳାଫଳରେ  ଜେ ଏସ୍ ଏମ୍ କଲେଜର ୧୦୦% ସଫଳତା   (20-May-2026)       ||      ଜିଲ୍ଳା କେମିଷ୍ଟ ଏବଂ ଡ୍ରଗିଷ୍ଟ ଆସୋସିଏସନ ତରଫରୁ ବନ୍ଦ ଡାକରା ପୁର୍ଣ ସଫଳ    (20-May-2026)       ||     

HOME   ଜିଲ୍ଲା

ହଡ଼ପ କରିଥିବା କାମ ଆରମ୍ଭ କରି ଦୁର୍ନୀତି ଚାପିବାକୁ ପ୍ରୟାସ, ଆରମ୍ଭ; ଅଭିଯୋଗ ପରେ ମଧ୍ଯ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଶୂନ

12-Jul-2025



ମୋ ଅଜାଣତରେ ମନରେଗା ବିଲ୍ କରାଯାଇଛି - ପଞ୍ଚାୟତ ଯନ୍ତ୍ରୀ

ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ଝରିଆଲ ପଞ୍ଚାୟତରେ ମନରେଗା ଯୋଜନାର ମେଟ୍ରିଆଲ୍ କାମ ରେ ବ୍ୟାପକ ଅନ୍ୟମିତତା ହେବା ସହ କୌଣସି କାମ ନ କରି ଲକ୍ଷାଧିକ ଟଙ୍କା ମେଟ୍ରିଆଲ୍ ଟଙ୍କା ଭେଣ୍ଡର ଏକାଉଣ୍ଟ ରେ ଟଙ୍କା ପକାଇ ଥିବା ନେଇ ଶତାଧିକ ଝରିଆଲ ପଞ୍ଚାୟତବାସୀ ବଙ୍ଗୋମୁଣ୍ଡା ବିଡ଼ିଓ ବାସନ୍ତୀ ସେଠି ଙ୍କୁ ଏକ ଅଭିଯୋଗପତ୍ର ସୋମବାର ପ୍ରଦାନ କରିଥିଲେ। କିନ୍ତୁ ଅଭିଯୋଗ କରିବାର ଅନେକ ଦିନ ପରେ ମଧ୍ଯ ବଙ୍ଗୋମୁଣ୍ଡା ବ୍ଳକ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଶୂନ ଦେଖା ଦେଇଥିବା ବେଳେ ଦୁର୍ନୀତି ଚାପିବାକୁ ପ୍ରୟାସ ଆରମ୍ଭ ହୋଇଛି। ଝରିଆଲ ପଞ୍ଚାୟତବାସୀଙ୍କ ଅଭିଯୋଗ ଆନୁସାରେ ମନରେଗାର ଯୋଜନାରେ ମେଟ୍ରିଆଲ୍ କାମ ହୋଇଥିବା ତଲରବନ୍ଦ ଟେଙ୍କ ରାଣୀପୁର, ବେହେରାବନ୍ଦ ଟେଙ୍କ ରାଣୀପୁର, ଉପରବନ୍ଦ ଟେଙ୍କ ରାଣୀପୁର, ଝରିଆଲରୁ ଝାକରପଡା ରାସ୍ତା, ନର୍ଲାବନ୍ଦରୁ ବାଲିଖମାର ରାସ୍ତା, ରାଣୀପୁର ଝରିଆଲ ଆରଡି ରାସ୍ତା ଠାରୁ ରୁରାଲ ପାର୍କ, ପ୍ଳେଗ୍ରାଉଣ୍ଡ ଝରିଆଲ, ନୂଆବନ୍ଦ ଟେଙ୍କ ଝରିଆଲ ଏହି ୮ ଟି କାମ ପଞ୍ଚାୟତରୁ ଚଳିତ ୨୦୨୪-୨୫ ଓ ୨୦୨୫-୨୬ ରେ ମନରେଗାର ଯୋଜନାରେ ୨୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମେଟ୍ରିଆଲ୍ କାମ ନ କରି ଭେଣ୍ଡର ଏକାଉଣ୍ଟ ଟଙ୍କା ପକା ଯାଇଥିବା ଅଭିଯୋଗ ଆଣିଛନ୍ତି। ବର୍ତ୍ତମାନ ଯାଏ ବ୍ଳକ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଏହି ସମସ୍ତ ମେଟ୍ରିଆଲ୍ କାମ କରି ନିଜେ କରିଥିବା ଦୁର୍ନୀତିକୁ ଚାପି ଦେବାକୁ ପ୍ରାୟସ ଆରମ୍ଭ କରିଛନ୍ତି ପଞ୍ଚାୟତ ପ୍ରତିନିଧି ଓ ଦାଇତ୍ବ ଥିବା କର୍ମଚାରୀ। ସେପଟେ ଏହି ଦୁର୍ନୀତିରେ ବଙ୍ଗୋମୁଣ୍ଡା ବିଡ଼ିଓ ମଧ୍ଯ ସାମିଲ ଥିବା ଯୋଗୁଁ ସେମାନଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ଆଣିଛନ୍ତି ଝରିଆଲ ପଞ୍ଚାୟତର ଅଭିଯୋଗକାରୀ ମାନେ ଗୋଟିଏ ପଞ୍ଚାୟତରେ କାମ ନ କରି ସରକାରୀ ରାଜକୋଷରୁ ଲକ୍ଷାଧିକ ଟଙ୍କା କଳା  । ଏ ନେଇ ଲିଖିତ ଅଭିଯୋଗ ମଧ୍ଯ କରାଗଲା ସେ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପୁଣି ଟଙ୍କା ହଡ଼ପ କରିଥିବା କାର୍ଯ୍ୟ କୁ ନିର୍ମାଣ କରି ଦେଇ ଦୁର୍ନୀତି ଚାପିବାକୁ ପ୍ରାୟସ ଆରମ୍ଭ କରିଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଝରିଆଲ ପଞ୍ଚାୟତ ଦାଇତ୍ବ ଥିବା କନିଷ୍ଠ ଯନ୍ତ୍ରୀ ଜୟ ନାରାୟଣ ବାଗ ଏକ ସାଙ୍ଘାତିକ ପ୍ରତିକ୍ରିୟା ଦେଇଛନ୍ତି। ବର୍ତ୍ତମାନ ଯେଉଁ ମେଟ୍ରିଆଲ୍ କାମ ବିଲ ଉଠୁଛି ବୋଲି ଝରିଆଲ ପଞ୍ଚାୟତ କିଛି ଲୋକ ଯେଉଁ ଅଭିଯୋଗ ଆଣିଛନ୍ତି ସେହି ବିଲ୍ ମୋ ଅଜଣାତ ରେ କରାଯାଇଛି ।  କିଏ ବିଲ କରିଛି ମୁଁ ଜାଣି ନାହିଁ ବୋଲି କହିଛନ୍ତି। ତାଙ୍କ ପ୍ରତିକ୍ରିୟା ଶୁଣିବା ପରେ ଆମକୁ ମଧ୍ଯ ଚକିତ କରିଛି । ପଞ୍ଚାୟତ ଅଧିନ ଶରେ ଯେଉଁ କୌଣସି ସରକାରୀ ନିର୍ମାଣ କାର୍ଯ୍ୟ କରାଯାଇଥାଏ ତାହା ଦାଇତ୍ବ ଥିବା କନିଷ୍ଠ ଯନ୍ତ୍ରୀଙ୍କ ତତ୍ତ୍ବାବଧାନ କରାଯାଏ ଏବଂ ସେମାନେ କାର୍ଯ୍ୟ ତଦାରଖ କଲା ପରେ ବିଲ ହୋଇଥାଏ କିନ୍ତୁ ଏହି ଝରିଆଲ ପଞ୍ଚାୟତରେ କାମ ନ କରି ୨୩ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ବିଲ ଉଠୁଥିବା ନେଇ ଅଭିଯୋଗ କାମ ରେ ଦାଇତ୍ବ ଥିବା କନିଷ୍ଠ ଯନ୍ତ୍ରୀଙ୍କ ବିନା ଅନୁମତି କେମିତି ବିଲ ବୋଲି ବଡ ପ୍ରଶ୍ନ ଉଠୁଛି। ସରକାରୀ ନିୟମ ଉଲଙ୍ଘନ କରି କେମିତି ଚାଳିଛି ଏହି କାରବାର ତାହା ତଦନ୍ତ ସାପେକ୍ଷ ଅଟେ। ପୂର୍ବ ମଧ୍ଯ ଏହି ଝରିଆଲ ପଞ୍ଚାୟତ ରେ ମନରେଗାର ଯୋଜନା ନାରେ ବ୍ୟାପକ ଅନିୟମିତା ସହ ଅନେକ ସମୟରେ ଶ୍ରମିକ ବଦଳ ରେ ମେସ୍ସିନ ଜରିଆ କାମ କରି ଶ୍ରମିକ ଙ୍କୁ ନେଇ ଜିଓଟେକ କରି ତାଙ୍କ ବ୍ୟାଙ୍କ ଏକାଉଣ୍ଟ ରେ ମନରେଗା ଟଙ୍କା ଜମା କରାଯାଉଥିବା ଅଭିଯୋଗ ହୋଇ ଆସୁଛି କିନ୍ତୁ ଏହି ଦୁର୍ନୀତିରେ ବଙ୍ଗୋମୁଣ୍ଡା ବ୍ଳକ କାର୍ଯ୍ୟାଳୟର କିଛି ଜଣ କର୍ମଚାରୀ ହାତଗୁଞ୍ଜ ନେଇ ଏହି ଭଳି ଦୁର୍ନୀତି କୁ ଚାପି ଦେଉଥିବା ଅଭିଯୋଗ ହେଉଥିବା ବେଳେ ସବୁ ଜାଣି ଅଜଣା ବ୍ଳକ ମୂଖିଆ ବୋଲି ମଧ୍ଯ ଚର୍ଚ୍ଚା ହେଉଛି। ଏହି ପଞ୍ଚାୟତ କିଛି ନେତା ଶାସନ ଦଳ ନେତା ମାନଙ୍କ ଅତି ନିକଟତମ ଲୋକ ଆମ କିଏ କିଛି କରି ପାରିବ ନାହିଁ ବୋଲି ମଧ୍ଯ କହୁଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ବଲାଙ୍ଗୀର ଜିଲ୍ଲାପାଳ ନଜର ଦେଇ କନିଷ୍ଠ ଯନ୍ତ୍ରୀଙ୍କ ବିନା ଅନୁମତି କେମିତି ବିଲ ଉଠୁଛି ସେନେଇ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନେବାକୁ ଦାବୀ ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେଡି ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ଘେରାଓ   21-May-2026
  ଜିଲ୍ଲା  
ଜୁନିଅର ରେଡ କ୍ରସ ଡୁଙ୍ଗୁରିପାଲି ବ୍ଲକ ତରଫରୁ ଜଳଛତ୍ର ଆୟୋଜିତ : ରେଡ୍ କ୍ରସ ସେବା ଗାଁ ଗାଁ ରେ ପହଞ୍ଚିଲେ ମାନବୀୟ ଭାବନା ଉଦ୍ରେକ ହେବ   21-May-2026
  ଜିଲ୍ଲା  
ଧର୍ମପ୍ରାଣ ମଣିଷ ବୀରେନ୍ଦ୍ର ସାହୁଙ୍କ ପରଲୋକ   21-May-2026
  ଜିଲ୍ଲା  
ଜିଲ୍ଲା କ୍ଷତ୍ରିୟ ଧାକଡ ସମାଜ ପଦାଧିକାରୀ ବୈଠକ   21-May-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ଶିଶୁ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ   21-May-2026
  ଜିଲ୍ଲା  
ୱାର୍ଲଡ ୱାରସିପ ଫାଉଣ୍ଡେସନ ଟ୍ରଷ୍ଟ ଉଦଘାଟିତ ll ସମାଜ ର ବିଭିନ୍ନ ସମସ୍ୟା ର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଏହି ଟ୍ରଷ୍ଟ ପ୍ରତିଶୃତିବଦ୍ଧ : ବ୍ରଜ ମୋହନ ଗୋଏଲ, ଟ୍ରଷ୍ଟ ସଭାପତି ll   21-May-2026
  ଜିଲ୍ଲା  
ବିରାଟ ସାଂସ୍କୃତିକ ଶୋଭାଯାତ୍ରା ରୁ ଆରମ୍ଭ ହେଲା ରାଜ୍ୟସ୍ତରୀୟ ସଂକୀର୍ତ୍ତନ୍ୟ ମହୋତ୍ସବ ଓ ୨୧ତମ କଣ୍ଟାମାଳ ଲୋକ କଳା ମହୋତ୍ସବ   21-May-2026
  ଜିଲ୍ଲା  
*ବଣ ମଲ୍ଲୀ ପ୍ରତିଭାକୁ ସମ୍ବର୍ଧିତ ଦେଲେ ଜିଲ୍ଲପାଳ* *ସଂସ୍କୃତରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ମହେନ୍ଦ୍ରୀର କୁଡ଼ିଆ ଘରେ ପହଞ୍ଚିଲେ*   21-May-2026
  ରାଜ୍ୟ  
କଣ୍ଟାମାଳରେ ବିଜେଡିର ନାରୀ ଅଧିକାର ଅଭିଯାନ♦️ ନାରୀ ସୁରକ୍ଷାକୁନେଇ ବିଜେଡିର ରାଲି ଓ ବିକ୍ଷୋଭ: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କୁ ଦାବୀପତ୍ର   21-May-2026
  ଜିଲ୍ଲା  
ଏଚ.ସି.ଏଲ. ଫାଉଣ୍ଡେସନ ଓ ଆରସିଡିସି ଦ୍ୱାରା ନୂତନ ଜୈବ ବିବିଧତା ପ୍ରକଳ୍ପର ଶୁଭାରମ୍ଭ   21-May-2026
  ଜିଲ୍ଲା  
ଭୂମିକାର ନାଟ୍ୟ କର୍ମଶାଳା ସ୍ଥଗିତ    21-May-2026
  ରାଜ୍ୟ  
ରାଜସ୍ଥାନରେ ଦୁଇ ଭଉଣୀଙ୍କ ଉପରେ ଗଣ ଦୁଷ୍କର୍ମ ଓ  ଆତ୍ମହତ୍ୟା ଘଟଣାରେ କାର୍ଯ୍ୟନୁଷ୍ଠାନ ଦାବିରେ ଏସ ୟୁ ସି ଆଇ (ସି)ର ବିକ୍ଷୋଭ   20-May-2026

You Might Also Like