-+91-9937148622 |

prerana_bgr@rediffmail.com |

  Thursday 19th June 2025 |

| | | |

R.N.I. Regd No. ODIODI/2010/46693

Breaking News

ଜଡ଼ାମୁଣ୍ଡା ମଣ୍ଡିରେ ଉଠୁନି ଧାନ, ଜିଲ୍ଲାପାଳଙ୍କୁ ଭେଟିଲେ ଶତାଧିକ ଚାଷୀ   (18-Jun-2025)       ||      ନୂତନ ଜାତୀୟ ଶିକ୍ଷା ନୀତି କର୍ମଶାଳା    (18-Jun-2025)       ||      *ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସ୍ବାସ୍ଥ୍ୟ ସଚେତନତା ଶିବିର*-   (18-Jun-2025)       ||      ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ଟେବୁଲ ଟପ୍ ଅଭ୍ୟାସ    (18-Jun-2025)       ||      ବିନିକାରେ କଂଗ୍ରେସ ତରଫରୁ ୨ଦିନିଆ ସର୍ବୋଦୟ ସଂକଳ୍ପ ଶିବିର ଆରମ୍ଭ   (18-Jun-2025)       ||      ମୂର୍ମୁରି ଜୋର ବ୍ରିଜରେ ବସ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୩୫ ଯାତ୍ରୀ ।   (18-Jun-2025)       ||      ବୋରିଗାଁରେ ବିକାଶ ବାହନ ଯାତ୍ରା   (18-Jun-2025)       ||      ସାହିତ୍ୟ ଏକାଡେମୀର ଯୁବ ପୁରସ୍କାର ଏବଂ ବାଲ ସାହିତ୍ୟ ପୁରସ୍କାର ଘୋଷିତ: ଓଡିଆ ଭାଷାରେ ପୁରସ୍କୃତ ହେବେ ରାଜକିଶୋର ପାଢୀ ଏବଂ ସୁବ୍ରତ କୁମାର ସେନାପତି   (18-Jun-2025)       ||      ମୌଳିକ ସୁବିଧରୁ ବଞ୍ଚିତ ଗଦାପୁର ପଞ୍ଚାୟତ: ବୃଦ୍ଧାଙ୍କ ମୃତ୍ୟୁରୁ ଉତ୍ତେଜନା, ରାସ୍ତା ଅବରୋଧ   (18-Jun-2025)       ||      ବିଭାଗ ଓ ଠିକାସଂସ୍ଥାର ଅବହେଳା ଯୋଗୁଁ ରାସ୍ତା କାଦୁଅ ରେ ପଚପଚ: ଚଳାଚଳ ବନ୍ଦ, ଲୋକେ ହଟହଟା   (18-Jun-2025)       ||      ସ୍ମାର୍ଟ ମଡେଲ ସବ ଷ୍ଟେସନ ନିର୍ମାଣରେ ବିଳମ୍ବ : ତୁହାକୁ ତୁହା ବିଦ୍ୟୁତ କାଟ ଯୋଗୁଁ ଉପଭୋକ୍ତା ହନ୍ତସନ୍ତ   (18-Jun-2025)       ||      ସୋସିଆଲ ମିଡିଆରେ ସାମ୍ବାଦିକଙ୍କୁ କଦର୍ଥ ଓ ସମାଲୋଚନାକୁ ନେଇ ଥାନାରେ ଏତଲା   (18-Jun-2025)       ||      ନୂତନ ସିଭିଲ୍ କୋର୍ଟ ନିର୍ମାଣ, ଆୟୁଷ୍ମାନ ଯୋଜନାରେ ଓକିଲ ମାନଙ୍କୁ ସାମିଲ କରିବା ଓ ହାଇକୋର୍ଟ ସ୍ଥାୟୀ ବେଞ୍ଚ ନିର୍ମାଣ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ର ପ୍ରତିନିଧି ଦଳ    (18-Jun-2025)       ||      ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ଜିଲ୍ଳାସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ -   (18-Jun-2025)       ||      ଡାବୁଗାଁ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (18-Jun-2025)       ||      ସାଧୁଙ୍କୁ ଅପମାନ ବିଷୟ! କ୍ଷମା ମାଗିବା ପରେ ବିବାଦର ଅନ୍ତ ହେଲା   (18-Jun-2025)       ||      ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ କୁଚିଣ୍ଡାରେ କବି ସମ୍ମିଳନୀ   (18-Jun-2025)       ||      ଭଙ୍ଗାରୁଜା ଘରେ ବିତୁଛି ଜୀବନ, ପଡୁନାହିଁ ପ୍ରଶାସନର ଦୃଷ୍ଟି    (18-Jun-2025)       ||      କୁଲୁତା ସମାଜର ଟେକ ରଖିଲେ ବର୍ଷା    (18-Jun-2025)       ||      ପିପଲଗୁଡା, କାରୁବାଇ ଓ ବାଇସିଙ୍ଗ ଗ୍ରାମ ପଞ୍ଚାୟତ ବୁଲିଲା ବିକାଶ ବାହନ    (17-Jun-2025)       ||     

HOME   ଜିଲ୍ଲା

ସୁସ୍ଥ ଓ ସମାନତାର ସମାଜ ଗଠନରେ ସନ୍ଥ କବିଙ୍କ ସାହିତ୍ଯ ସମର୍ପିତ

12-May-2025



ସିନାପାଲିରେ ଭୀମ ଭୋଇ ଜୟନ୍ତୀ  

ସିନାପାଲି: ସୀମାନ୍ତରେ ଓଡ଼ିଆ ଭାଷା ଓ ସାହିତ୍ଯର ସୁରକ୍ଷାରେ ଅଗ୍ରଣୀ ଭୂମୀକା ନିର୍ବାହ କରୁଥିବା ସ୍ଥାନୀୟ ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ସୋମବାର ସନ୍ଥକବି ଭୀମ ଭୋଇଙ୍କ ଜନ୍ମଜୟନ୍ତୀ ପାଳନ କରାଯାଇଛି ା ପବିତ୍ର ବୈଶାଖ ପୂର୍ଣ୍ଣିମା ତିଥିରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ଯାମନ୍ଦିର ସଭାକକ୍ଷରେ ଏ ଅବସରରେ ଆୟୋଜିତ ଜୟନ୍ତୀ ସଭାରେ ସମିତିର ସଭାପତି ଯୁବ ଲେଖକ ବୈଷ୍ଣବ ମେହେର ଅଧ୍ଯକ୍ଷତା କରିଥିବା ବେଳେ ଅଂଚଳର ବରିଷ୍ଠ ସାହିତ୍ଯିକ କବି ଚିନ୍ତାମଣି ସାହୁ ଯୋଗଦେଇ ସନ୍ଥକବିଙ୍କ ମହତ୍ୱପୂର୍ଣ୍ଣ ଜୀବନୀ ବିଷୟରେ ଆଲୋକପାତ କରିଥିଲେ ା ସନ୍ଥକବିଙ୍କ ସାଧନା ମାନବ ସମାଜକୁ ସୁସ୍ଥ ଓ ସଂସ୍କାରିତ କରିବା ସହ ସମସ୍ତଙ୍କୁ ସମାନତା ପ୍ରଦାନ ପାଇଁ ସମର୍ପିତ ତେଣୁ ତାଙ୍କ ପ୍ରତିଟି କୃତି ମାନବତା ପାଇଁ ଅମୃତ ବୋଲି ଏ ଅବସରରେ ମତ ପ୍ରକାଶ ପାଇଥିଲା ା ସଭା ପ୍ରାରମ୍ଭରେ ଉପସ୍ଥିତ କବିପ୍ରେମୀ ସନ୍ଥକବିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ଯ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ା  କାର୍ଯ୍ଯକ୍ରମରେ ଅନ୍ଯମାନଙ୍କ ମଧ୍ଯରେ କୁମୁଦବନ୍ଧୁ ଯୋଷୀ, ବଂଶୀଧର ଜଗତ, ଲୋଚନ ମେହେର, ସ୍ବପ୍ନକୁମାର କାଣ୍ତ, ପ୍ରଦ୍ଯୁମ୍ନ କୁମାର ସିଂହ ଚିନ୍ଦା, ହରେକୃଷ୍ଣ ମେହେର, ଗୌତମ ମେହେର, ଡାକନ୍ତି ହଂସ, ଗିରିଜା ମେହେର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ   ଶେଷରେ ପରେଣନାଥ ପାଣିଗ୍ରାହୀ ଧନ୍ଯବାଦ ଦେଇଥିଲେ (ପରମେଶ୍ୱର ମେହେର )


News Comment




Photo in News

Advertisment
Lastest News
  ଜିଲ୍ଲା  
ଜଡ଼ାମୁଣ୍ଡା ମଣ୍ଡିରେ ଉଠୁନି ଧାନ, ଜିଲ୍ଲାପାଳଙ୍କୁ ଭେଟିଲେ ଶତାଧିକ ଚାଷୀ   18-Jun-2025
  ଜିଲ୍ଲା  
ନୂତନ ଜାତୀୟ ଶିକ୍ଷା ନୀତି କର୍ମଶାଳା    18-Jun-2025
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସ୍ବାସ୍ଥ୍ୟ ସଚେତନତା ଶିବିର*-   18-Jun-2025
  ଜିଲ୍ଲା  
ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ଟେବୁଲ ଟପ୍ ଅଭ୍ୟାସ   18-Jun-2025
  ଜିଲ୍ଲା  
ବିନିକାରେ କଂଗ୍ରେସ ତରଫରୁ ୨ଦିନିଆ ସର୍ବୋଦୟ ସଂକଳ୍ପ ଶିବିର ଆରମ୍ଭ   18-Jun-2025
  ଜିଲ୍ଲା  
ମୂର୍ମୁରି ଜୋର ବ୍ରିଜରେ ବସ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୩୫ ଯାତ୍ରୀ ।   18-Jun-2025
  ଜିଲ୍ଲା  
ବୋରିଗାଁରେ ବିକାଶ ବାହନ ଯାତ୍ରା   18-Jun-2025
  ଜିଲ୍ଲା  
ସାହିତ୍ୟ ଏକାଡେମୀର ଯୁବ ପୁରସ୍କାର ଏବଂ ବାଲ ସାହିତ୍ୟ ପୁରସ୍କାର ଘୋଷିତ: ଓଡିଆ ଭାଷାରେ ପୁରସ୍କୃତ ହେବେ ରାଜକିଶୋର ପାଢୀ ଏବଂ ସୁବ୍ରତ କୁମାର ସେନାପତି   18-Jun-2025
  ଜିଲ୍ଲା  
ମୌଳିକ ସୁବିଧରୁ ବଞ୍ଚିତ ଗଦାପୁର ପଞ୍ଚାୟତ: ବୃଦ୍ଧାଙ୍କ ମୃତ୍ୟୁରୁ ଉତ୍ତେଜନା, ରାସ୍ତା ଅବରୋଧ   18-Jun-2025
  ଜିଲ୍ଲା  
ବିଭାଗ ଓ ଠିକାସଂସ୍ଥାର ଅବହେଳା ଯୋଗୁଁ ରାସ୍ତା କାଦୁଅ ରେ ପଚପଚ: ଚଳାଚଳ ବନ୍ଦ, ଲୋକେ ହଟହଟା   18-Jun-2025
  ଜିଲ୍ଲା  
ସ୍ମାର୍ଟ ମଡେଲ ସବ ଷ୍ଟେସନ ନିର୍ମାଣରେ ବିଳମ୍ବ : ତୁହାକୁ ତୁହା ବିଦ୍ୟୁତ କାଟ ଯୋଗୁଁ ଉପଭୋକ୍ତା ହନ୍ତସନ୍ତ   18-Jun-2025
  ଜିଲ୍ଲା  
ସୋସିଆଲ ମିଡିଆରେ ସାମ୍ବାଦିକଙ୍କୁ କଦର୍ଥ ଓ ସମାଲୋଚନାକୁ ନେଇ ଥାନାରେ ଏତଲା   18-Jun-2025

You Might Also Like