-+91-9937148622 |
prerana_bgr@rediffmail.com |
Monday 10th February 2025 |
R.N.I. Regd No. ODIODI/2010/46693
Breaking News
08-Oct-2020
ଏବର୍ଷ ମୁକେଶ ଅମ୍ବାନିଙ୍କ ସମ୍ପତ୍ତି ୭୩ ପ୍ରତିଶତ ବୃଦ୍ଧି । JIO ପ୍ଲାଟଫର୍ମରୁ ୨ ଲକ୍ଷ କୋଟିରୁ ଅଧିକ ଅର୍ଥ ଯୋଗାଡ଼ । RRVLରୁ ମଧ୍ୟ ୫ ବିଲିଅନ ଡଲାର ସମ୍ପତ୍ତି ଯୋଗାଡ଼!! ଫୋର୍ବ୍ସ ଜାରି କଲା ୧୦୦ ଧନୀ ଭାରତୀୟଙ୍କ ତାଲିକା । RIL ଅଧ୍ୟକ୍ଷ ମୁକେଶ ଅମ୍ବାନି ସବୁଠାରୁ ଧନୀ ଭାରତୀୟ । ମୁକେଶ ଅମ୍ବାନିଙ୍କ ସମ୍ପତ୍ତି ୮୮.୭ ବିଲିଅନ ଡଲାର ରହିଛି । ଲଗାତାର ୧୩ ବର୍ଷ ଧରି ମୁକେଶ ଅମ୍ବାନି ସବୁଠୁ ଧନୀ ଭାରତୀୟ ହୋଇଛନ୍ତି!!