-+91-9937148622 |
prerana_bgr@rediffmail.com |
Tuesday 24th November 2026 |
R.N.I. Regd No. ODIODI/2010/46693
Breaking News
13-Jan-2025
ସିନାପାଲି: ସିନାପାଲି ବ୍ଲକ ବରଗାଁ ହାଇସ୍କୁଲର ୨୦୦୨ ମାଟ୍ରିକ ବ୍ୟାଚ ସହପାଠୀଙ୍କ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଛି ା ଦୀର୍ଘ ୨୩ ବର୍ଷ ପରେ ସହପାଠୀଙ୍କ ଏହି ମିଳନ ଏକ ଆବେଗମୟ ପରିବେଶ ସୃଷ୍ଟି କରିଥିଲା ା ସମସ୍ତେ ନିଜ ହାଇସ୍କୁଲ ଜୀବନର ସ୍ମୃତିଚାରଣ କରିବା ସହ ନାଚଗୀତ ଓ ଭୋଜିଭାତ କରିଥିଲେ ା କାର୍ଯ୍ଯକ୍ରମରେ ଅଲେଖ ସୁନାରୀ, ବଦନ ନାଏକ, ବଂଶୀଧର ସା, ବୀର କିଶୋର ମେହେର, ବ୍ରଜମୋହନ ମେହେର, ଚୈମନ କଟା, ଡଗ୍ରେଶ୍ୱର ମାଝୀ, ଗାୟତ୍ରୀ ସୁନାରୀ, ଗୀତାଞ୍ଜଳି ମାଝୀ, ହରିହର ଭୋଇ, ଜୟନ୍ତୀ ମେହେର, ଲିଲାବତୀ ସୂନାନୀ, ଲୋକେଶ୍ୱର ସା, ମହେଂଦ୍ର ମେହେର, ମିନିକେତନ ସୁନାରୀ, ନେତ୍ରବନ୍ଧୁ ମାଝୀ, ପିତବାସ ନାଏକ, ସାବେତ୍ରୀ ସରାଫ, ସିତାୟା ନାଏକ, ସୌନକ କୁମାର ତାଣ୍ତି, ସୂଦର୍ଶନ ସା, ତ୍ରୀନାଥ ମେହେର, ତୁଲାରାମ ନିଆଲ, ଉର୍ମିଲା ନାଏକ, ୟଶୋବନ୍ତୀ ସୁନାରୀ ପ୍ରମୁଖ ଯୋଗ ଦେଇଥିଲେ l
(ପରମେଶ୍ୱର ମେହେରଙ୍କ ରିପୋର୍ଟ)