-+91-9937148622 |

prerana_bgr@rediffmail.com |

  Sunday 9th February 2025 |

| | | |

R.N.I. Regd No. ODIODI/2010/46693

Breaking News

ରାମପୁରରେ ବରିଷ୍ଠ ଦେୱାନୀ ଜଜ୍ କୋର୍ଟ ଉଦଘାଟିତ   (08-Feb-2025)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାର୍ଷିକ ଉତ୍ସବ ଅନୁଷ୍ଠିତ   (08-Feb-2025)       ||      ଟାଙ୍ଗୀ ମହାବିଦ୍ୟାଳୟରେ ସ୍ବାମୀ ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ   (08-Feb-2025)       ||      ସେବା ପାଇଁ ସମ୍ମାନିତ ଜନ କଲ୍ୟାଣ ସେବା ଟ୍ରଷ୍ଟ   (08-Feb-2025)       ||      ଗୋଚର ଜମିରେ ବାଲିର ପାହାଡ଼: ପ୍ରଶାସନ ତଦନ୍ତ କରିବାକୁ ସାଧାରଣରେ ଦାବି   (08-Feb-2025)       ||      ଧରୁଛନ୍ତି କାଠ ଗାଡ଼ି,ଧରୁନାହାନ୍ତି କାଠ ମାଫିଆ   (08-Feb-2025)       ||      ସିନାପାଲି ନେହେରୁ ମଣ୍ଡପ ଛକ ଠାରେ ସିନାପାଲି ବିଜେପି ପକ୍ଷରୁ ବିଜୟ ଦିବସ ପାଳିତ    (08-Feb-2025)       ||      ମିଡ଼ିଆ ପ୍ଲାନିଂ ଏବଂ ଇଭେଣ୍ଟ ମ୍ୟାନେଜମେଣ୍ଟ ରେ ବଳିଷ୍ଠ ଅବଦାନ ପାଇଁ ଭରତ ପ୍ରଧାନଙ୍କୁ ସମ୍ମାନିତ    (08-Feb-2025)       ||      ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ସଂଖ୍ୟାଗରିଷ୍ଠତା ହାସଳ-,,,, ବିଜୟ ଉତ୍ସବ ପାଳନ କଲା ସୋନପୁର ବିଜେପି   (08-Feb-2025)       ||      ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଉଦଘାଟିତ   (08-Feb-2025)       ||      ଆନ୍ଧ୍ରପ୍ରଦେଶରେ ରାଷ୍ଟ୍ରୀୟ ଏକତା ଶିବିର, କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣଙ୍କ ଯୋଗଦାନ   (08-Feb-2025)       ||      ଅବସର ପ୍ରାପ୍ତ ଶିକ୍ଷକ ବିରଞ୍ଚି ସାହୁଙ୍କ ପରଲୋକ   (08-Feb-2025)       ||      ଏଚିଭର୍ସ ଫାଉଣ୍ଡେସନର ଅଧ୍ୟକ୍ଷଙ୍କ ମହାନତା   (08-Feb-2025)       ||      ଫ୍ରେଣ୍ଡସ କ୍ଳବ ତରଫରୁ ଦ୍ଵିତୀୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ    (08-Feb-2025)       ||      ଇଗ୍ନାଇଟେଡ -୫୦ ପ୍ରଶିକ୍ଷଣ ଶିବିର ଉଦଯାପିତ ,,,, ନିରନ୍ତର ଅଭ୍ୟାସ ଓ କଠିନ ପରିଶ୍ରମ ହିଁ ସଫଳତା ର ମୂଳମନ୍ତ୍ର ବୋଲି ମତ ପ୍ରକାଶ   (08-Feb-2025)       ||      ଜାତୀୟ କୃମି ନାଶକ ଦିବସ ପାଇଁ ଏକ ଦିବସୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ,,,, ଆସନ୍ତା ୧୦ ଓ ୧୭ ଦୁଇଟି ପର୍ଯ୍ୟାୟ ରେ ପିଲା ଖାଇବେ କୃମି ନାଶକ ବଟିକା   (08-Feb-2025)       ||      ସରସ୍ବତୀ ଶିଶୁ ମନ୍ଦିର ରେ ଇସ୍କନ ପକ୍ଷରୁ ଆଧ୍ୟାତ୍ମିକ ଶିକ୍ଷା କାର୍ଯ୍ୟକ୍ରମ   (08-Feb-2025)       ||      ଶ୍ରୀଦେବୀ ଉଚ୍ଚ ବିଦ୍ୟାଳୟ ରେ ପୋଷାକ ବିତରଣ କାର୍ଯ୍ୟକ୍ରମ    (08-Feb-2025)       ||      ମହାତ୍ମା ଗାନ୍ଧୀ ସ୍ନାତକ ମହାବିଦ୍ୟାଳୟ ଭୁକ୍ତା କୁ ଏନ.ଏ. ଏ.ସି ଦ୍ୱାରା ବି ଗ୍ରେଡ଼ ମାନ୍ୟତା   (08-Feb-2025)       ||      ବହୁଚର୍ଚ୍ଚିତ ଲେଙ୍ଗୁ ମିଶ୍ର ଛକଠାରୁ ଜୀରାବ୍ରିଜ ଯାଏ ଜବରଦଖଲ ଉଚ୍ଛେଦ ପ୍ରସଙ୍ଗ ଶୁଣାଣି ପରେ ହେବ କାର୍ଯ୍ୟାନୁଷ୍ଠାନ : ଈଓ ଦେବାନନ୍ଦ ସାହୁ   (08-Feb-2025)       ||     

HOME   ରାଜ୍ୟ

ଲଗାଣ ବର୍ଷା ରେ ଭାଙ୍ଗିଲା ଘର, ସରକାରୀ ସହାୟତା ପାଇଁ ଦାବି

22-Jul-2024



ହରଭଙ୍ଗା(ଦେବବ୍ରତ ଦାଶଙ୍କ ରିପୋର୍ଟ) ଦୁଇଦିନ ଧରି ବୌଦ୍ଧ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି l ବର୍ଷା ପ୍ରଭାବ ରେ ଜିଲ୍ଲାର ହରଭଙ୍ଗା ବ୍ଲକ ର ରାମଗଡ ପଞ୍ଚାୟତ କୋଇଲିସୁତା ଗ୍ରାମରେ ମାଟିଘର ଭାଙ୍ଗି ଯାଇଛି  l ସୂଚନା ଅନୁଯାଇ ଗ୍ରାମର ଦାଣ୍ଡ ବେହେରା(୬୪) ଜଣେ ଅସହାୟ ବିଧବା ବୃଦ୍ଧା ଙ୍କ ଘର ଗତ ରାତ୍ରିରେ ଲଗାଣ ବର୍ଷା ପ୍ରଭାବ ରେ ଦୁଇ ବଖରା ଘର କାନ୍ଥ ଭୁଶୁଡି ପଡିଛି l ଘର ଭିତରେ ପରିବାର ଲୋକେ ସୋଇଥିବା ବେଳେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତୀ ଯାଇଛନ୍ତି l ଘର ଭାଙ୍ଗି ଯିବା ଫଳରେ ବେଘର ହୋଇଯାଇଛନ୍ତି ଅସହାୟ ପରିବାର l ଯଥାଶୀଘ୍ର ରାଜସ୍ବ ବିଭାଗ ତଦନ୍ତ କରି ସରକାରୀ ସହାୟତା ଯୋଗାଇ ଦେବା ସହିତ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇଦେବା ପାଇଁ ଅସହାୟ ପରିବାର ଦାବି କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ରାମପୁରରେ ବରିଷ୍ଠ ଦେୱାନୀ ଜଜ୍ କୋର୍ଟ ଉଦଘାଟିତ   08-Feb-2025
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାର୍ଷିକ ଉତ୍ସବ ଅନୁଷ୍ଠିତ   08-Feb-2025
  ଜିଲ୍ଲା  
ଟାଙ୍ଗୀ ମହାବିଦ୍ୟାଳୟରେ ସ୍ବାମୀ ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ   08-Feb-2025
  ଜିଲ୍ଲା  
ସେବା ପାଇଁ ସମ୍ମାନିତ ଜନ କଲ୍ୟାଣ ସେବା ଟ୍ରଷ୍ଟ   08-Feb-2025
  ଜିଲ୍ଲା  
ଗୋଚର ଜମିରେ ବାଲିର ପାହାଡ଼: ପ୍ରଶାସନ ତଦନ୍ତ କରିବାକୁ ସାଧାରଣରେ ଦାବି   08-Feb-2025
  ଜିଲ୍ଲା  
ଧରୁଛନ୍ତି କାଠ ଗାଡ଼ି,ଧରୁନାହାନ୍ତି କାଠ ମାଫିଆ   08-Feb-2025
  ଜିଲ୍ଲା  
ସିନାପାଲି ନେହେରୁ ମଣ୍ଡପ ଛକ ଠାରେ ସିନାପାଲି ବିଜେପି ପକ୍ଷରୁ ବିଜୟ ଦିବସ ପାଳିତ    08-Feb-2025
  ଜିଲ୍ଲା  
ମିଡ଼ିଆ ପ୍ଲାନିଂ ଏବଂ ଇଭେଣ୍ଟ ମ୍ୟାନେଜମେଣ୍ଟ ରେ ବଳିଷ୍ଠ ଅବଦାନ ପାଇଁ ଭରତ ପ୍ରଧାନଙ୍କୁ ସମ୍ମାନିତ   08-Feb-2025
  ଜିଲ୍ଲା  
ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ସଂଖ୍ୟାଗରିଷ୍ଠତା ହାସଳ-,,,, ବିଜୟ ଉତ୍ସବ ପାଳନ କଲା ସୋନପୁର ବିଜେପି   08-Feb-2025
  ଜିଲ୍ଲା  
ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଉଦଘାଟିତ   08-Feb-2025
  ଜିଲ୍ଲା  
ଆନ୍ଧ୍ରପ୍ରଦେଶରେ ରାଷ୍ଟ୍ରୀୟ ଏକତା ଶିବିର, କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣଙ୍କ ଯୋଗଦାନ   08-Feb-2025
  ଜିଲ୍ଲା  
ଅବସର ପ୍ରାପ୍ତ ଶିକ୍ଷକ ବିରଞ୍ଚି ସାହୁଙ୍କ ପରଲୋକ   08-Feb-2025

You Might Also Like