-+91-9937148622 |
prerana_bgr@rediffmail.com |
Thursday 10th July 2025 |
R.N.I. Regd No. ODIODI/2010/46693
Breaking News
05-Jun-2024
କଟକ (ପ୍ରେରଣା ଖବର ): ବୃକ୍ଷଲତା ହିଁ ଆମର ଜୀବନ। ଏ ପୃଥିବୀ ରେ ଜୀବଜଗତ ବଞ୍ଚିବାକୁ ହେଲେ ଆମକୁ ଏହାର ଯତ୍ନ ନେବାକୁ ପଡିବ।କେବଳ ବୃକ୍ଷରୋପଣ କରିଦେଲେ ହେବନି ଏହାକୁ ବଢ଼ାଇବା ପାଇଁ ଆମକୁ ତାର ଉପଯୁକ୍ତ ଯତ୍ନ ନେବାକୁ ପଡିବ। ତେବେ ଯାଇ ଉତ୍ତାପ ବୃଦ୍ଧିକୁ ଆମେ ରୋକି ପାରିବl ନହେଲେ ଏ ଧରl ମରୁଭୂମି ପlଲଟିଯିବ। ପରିବେଶକୁ ସୁରକ୍ଷା ଦେବା
କେବଳ ସରକାରଙ୍କ ଦାୟିତ୍ୱ ନୁହେଁ। ଏହା ଆମ ସମସ୍ତଙ୍କର ଦାୟିତ୍ୱ। ଏହି ବିଶ୍ଵ ପରିବେଶ ଡିବସ ଉପଲକ୍ଷେ ନାରୀ ସେବା ସଦନ ବଗିଚାରେ ସଂଘ ପକ୍ଷରୁ ସଭ୍ୟା ମାନଙ୍କ ଦ୍ବାରା ବିଭନ୍ନ ପ୍ରକାର ଫଳଫୁଲ ଗଛର ଚlରାରୋପଣ କରାଯାଇଛି। ସଂଘର ହଲ୍ ସମ୍ପlଦିକl ମଞ୍ଜୁ ସିଂହ, ସଙ୍ଗଠନ ସମ୍ପଦିକl ମୀରା ବେଉରା, କାର୍ଯ୍ୟକାରୀ କମିଟି ସଭ୍ୟା ସୁପ୍ରିତି ଦାସ୍, କଲ୍ୟାଣୀ ସାହୁ, ପୁଷ୍ପ ନାୟକ, ଗିତlଶ୍ରୀ ଦାସ୍ ପ୍ରମୁଖ ସଦନ ପ୍ରାଙ୍ଗଣରେ ବିଭିନ୍ନ ଫଳ ଓ ଫୁଲ ଜାମୁ , ସପେଟା, ପିଜୁଳି, ଆମ୍ବ, ରଜନୀଗନ୍ଧା, ତୁଳସୀ, ନିମ୍ବ ଇତ୍ୟାଦି ଚlରାରୋପଣ କରିଥଲେ।