-+91-9937148622 |
prerana_bgr@rediffmail.com |
Saturday 24th May 2025 |
R.N.I. Regd No. ODIODI/2010/46693
Breaking News
04-Dec-2023
ବଲାଙ୍ଗିର (ପ୍ରେରଣା ଖବର ବ୍ୟୁରୋ ): ଗଲା କେଲ୍ ଦିଲ୍ଲୀ ର ଜନ୍ତର୍ ମନ୍ତର୍ ଠାନେ ଦିନିକିଆ ଧାରଣା ଦେଇ ନୂଆଁ ରାଜ୍ଯର୍ କମିଟି ସୁପାରିଶ୍ ଲାଗିଁ ରାଷ୍ଟ୍ରପତି ପ୍ରଧାନ୍ ମନ୍ତ୍ରୀ ଆଉ ଗୃହମନ୍ତ୍ରୀ ଙ୍କର୍ ଉଦ୍ଦେଶ୍ ରେ ଦାବିପତ୍ର ଦେଲା ସଂଗଠନ୍ ! ଆଏବା ଦିନେ କୋଶଲ୍ ଆନ୍ଦୋଲନ୍ ରେ ସାମିଲ୍ ହେବେ ୨୦ ଟା ରାଏଜ୍ ର ନେତୃମଣ୍ଡଳୀ ! କେନ୍ଦ୍ର ସରକାର୍ ଉପରେ ଚାପ୍ ପକାବାର୍ ଲାଗି କୋଶଲ୍ ଆନ୍ଦୋଲନ୍ ଭୟଙ୍କର୍ ରୂପ୍ ନେବା, ଆଏବା ଦିନେ ହଜାର୍ ହଜାର୍ ଲୋକ୍ କୁ ନେଇ ଦେଶର୍ ରାଜଧାନୀ ଦିଲ୍ଲୀର୍ ସଂସଦ୍ ଭବନ୍ ସାଙ୍ଗେ ଓଡ଼ିଶା ଭବନ୍ ଭି ଘେରାଉ କରାଯିବା ବୋଲି ନିଷ୍ପତ୍ତି ନେଲା ସଂଗଠନ୍ !