-+91-9937148622 |

prerana_bgr@rediffmail.com |

  Tuesday 17th September 2024 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରାଥମିକ ଚିକିତ୍ସା ଦିବସରେ ବିଦ୍ୟାଳୟରେ ପ୍ରାଥମିକ ଚିକିତ୍ସା କର୍ମଶାଳା    (15-Sep-2024)       ||      ଆଜି ମୋଦୀ ବାଣ୍ଟିବେ ‘ସୁଭଦ୍ରା’ ଟଙ୍କା: ପ୍ରଥମଥର ଓଡ଼ିଶାରେ ଜନ୍ମଦିନ ପାଳିବେ   (17-Sep-2024)       ||      ଆଦିମ ଜନଜାତି ଡଙ୍ଗରିଆ କନ୍ଧ ହୁଣ୍ଡାଡି ୱଡାକାଙ୍କୁ ପ୍ରଧାନମନ୍ତ୍ରୀ ଦେବେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ରାୟଗଡ଼ା ଜିଲ୍ଲା ପାଇଁ ଗର୍ବର ଦିନ   (16-Sep-2024)       ||      କେଳାକଟା ଗ୍ରାମରେ ସାଧୁ ସନ୍ଥ ସମାବେଶ ସହିତ ହେଲା ଉତ୍ସବ ମୁଖର   (16-Sep-2024)       ||      ବିଜୟାନନ୍ଦ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଦାବି    (16-Sep-2024)       ||      ମାଁ ଛେଉଣ୍ଡ ହାତୀ ଶାବକ କୁ ଉଦ୍ଧାର କରି ନନ୍ଦନ କାନନ ପଠାଇବା ପାଇଁ ନର୍ଲା ବନ ବିଭାଗର ପ୍ରସ୍ତୁତି   (16-Sep-2024)       ||      ବିଦ୍ୟୁତ ବିଭାଗ ଶାଖା ରେଙ୍ଗାଲିକ୍ୟାମ୍ପ ପକ୍ଷରୁ ଦେବଶିଳ୍ପୀ ବିଶ୍ଵକର୍ମା ଙ୍କ ପୂଜା ପାଳିତ   (16-Sep-2024)       ||      ନୂଆଁଦିଲ୍ଲୀ ରେ ଆୟୋଜିତ ସାତ ଦିବସୀୟ ଜାତୀୟ ସ୍ତରୀୟ କମ୍ୟୁନିଟି ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗଦେଲେ ଗାଇଡ କ୍ୟାପଟେନ ଅନସୂୟା ଦେବତା   (16-Sep-2024)       ||      ଟିକ୍ରାପଡା ଗାନ୍ଧି ପାଠାଗାର ରେ ନୁଆଁଖାଇ ଭେଟଘାଟ   (16-Sep-2024)       ||      ପ୍ରଧାନମନ୍ତ୍ରୀ ମୋଦିଜୀ ଙ୍କ ଜନ୍ମଦିନ ରେ ମିଳିବ ପ୍ରଥମ କିସ୍ତି ସୁଭଦ୍ରା ଯୋଜନା* *କନ୍ଧମାଳ ଜିଲ୍ଲାରେ ମୋଟ 142917 ମହିଳା ଆବେଦନ କାରି*   (16-Sep-2024)       ||      ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସୃଷ୍ଟି ଓ ପାଳନ କର୍ତ୍ତା ବିଶ୍ୱକର୍ମା ପୂଜା ଅନୁଷ୍ଠିତ    (16-Sep-2024)       ||      ବରଗଡ଼ ରେ ମହମ୍ମଦ ଜୟନ୍ତୀ ମହାସମାରୋହ ରେ ପାଳିତ: ଭବ୍ୟ ଶୋଭାଯାତ୍ରା ସହ ନଗରଭ୍ରମଣ    (16-Sep-2024)       ||      ରୂପ କାଫେ ଏଣ୍ଡ ରେଷ୍ଟୁରାଣ୍ଟ ର ଶୁଭ ଉଦ୍ଘାଟନ - ଉଦ୍ଘାଟନ କଲେ ସୁବର୍ଣ୍ଣପୁର ଏସପି   (16-Sep-2024)       ||      ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ପାଳିତ ହେଲା ବିଶ୍ୱକର୍ମା ପୂଜା।   (16-Sep-2024)       ||      ବୈଗାପଡା ରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ   (16-Sep-2024)       ||      ତପ୍ତପାଣି ଘାଟିରେ ଗଛକୁ ଧକ୍କା ଦେଲା ଯାତ୍ରୀବାହି ବସ୍   (16-Sep-2024)       ||      ବାହାର ରାଜ୍ୟକୁ ଚାଲାଣ ହେଉଥିବା ଶ୍ରମିକଙ୍କୁ ଉଦ୍ଧାର କଲା ବେଲପଡ଼ା ପୋଲିସ    (16-Sep-2024)       ||      ରଚନାର ନୁଆଁଖାଇ ଭେଟଘାଟ ଓ କବିତା ଆସର "ଶରତର ସୁର ଅନୁଷ୍ଠିତ "   (16-Sep-2024)       ||      ଲୋଇସିଂହା ସିଡିପିଓ ସଭାଗୃହ ରେ ସୁଭଦ୍ରା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ, ବିଜେପି କର୍ମକର୍ତା ଙ୍କ ଦ୍ୱାରା ସୁଭଦ୍ରା ପଦଯାତ୍ରା   (16-Sep-2024)       ||      ଜୀବନ ନାଟକରେ ଖୁସିର ସନ୍ଧାନ କରୁଛନ୍ତି ନଟ    (16-Sep-2024)       ||     

HOME   ଜିଲ୍ଲା

ଫୁଲଚରାରେ ଯାଦବ ସମାଜର ମହାସଭା - ଯୁବ ଯାଦବ ପାଇଁ ସଂକଳ୍ପ

20-Nov-2023



ବୀରମହାରାଜପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ ଫୁଲଚରା ଆମ୍ବତୋଟା ଠାରେ ରବିବାର ଯାଦବ ସମାଜ ପକ୍ଷରୁ 'ଯାଦବ ମହାସଭା' ଅନୁଷ୍ଠିତ ହୋଇଯାଇଛି।‌ ପ୍ରଥମେ ଇଷ୍ଟ ଦେବତା ଙ୍କୁ ଦୀପ ପ୍ରଜ୍ଜ୍ୱଳନ କରି ସଭା ଆୟୋଜନ ହୋଇଥିଲା।‌ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା , ଯାଦବ ସମାଜ ଜିଲ୍ଲା ସଭାପତି ତପନ ଯୁଆଡି, ବିନିକା ବ୍ଳକ ସଂପାଦକ ବୃନ୍ଦାବନ ଦୀପ, ବାଗବର ସରପଞ୍ଚ ନିରୁପମା ବଗର୍ତ୍ତି, ବହଳପଦର ସମିତି ସଭ୍ୟା ସୁଗନ୍ଧା ଘିବିଲା, ବୀରମହାରାଜପୁର ଯାଦବ ସମାଜ ବ୍ଳକ ସଭାପତି ବଳରାମ କାଣ୍ଡ, ସମ୍ପାଦକ ବସନ୍ତ ମହାକୁର, କୋଷାଧ୍ୟକ୍ଷ ଇନ୍ଦ୍ରଜିତ ପରୁଆ ,ବାଗବର ପଞ୍ଚାୟତ ଯୁବ ସଭାପତି ଚନ୍ଦ୍ରମଣି ବଗର୍ତ୍ତି, ସଭାପତି ରୁଦ୍ରନାରାୟଣ ଭୋଇ, କମିରା ସଭାପତି ଜନ୍ମ ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପୂର୍ବକ ପୁଷ୍ପମାଲ୍ୟ ଓ ଉପଢ଼ୌକନ ପ୍ରଦାନ କରି ମଞ୍ଚାସୀନ ହୋଇଥିଲେ।‌ ସମାଜର ବିଭିନ୍ନ ସମସ୍ୟା ଉପରେ ବକ୍ତୃତା ପ୍ରଦାନ କରିଥିଲେ। ଖୁବଶୀଘ୍ର ଯାଦବ ସମାକୁ ଆଗକୁ ନେବା ପାଇଁ ବୀରମହାରାଜପୁର ରେ ଯାଦବ ଭବନ ଓ ସମଲେଇ ମନ୍ଦିର ନିର୍ମାଣ ପାଇଁ  ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର ହୋଇଛି। ଜମି ଚିହ୍ନଟ ହେଲେ ଖୁବ ଶୀଘ୍ର କାମ ଆରମ୍ଭ ହେବ ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ।
 ଏହି ଅବସରରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧି ଶେଷଦେବ ବାରିକ, ସତ୍ୟବାନ ପୁରୋହିତ,  ସୁଧିର ବିଶ୍ଵାଳ, କିଶୋର ହୋତା ଓ ବିନୋଦ ପାଣ୍ଡେଙ୍କୁ ସମାଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।  ହିଲୁଙ୍ଗ ଗ୍ରାମର ଯାଦବ ସମାଜ ର ବୟସ୍କ ମହିଳା ମଲି ବାଘ (୧୦୭ ) ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏବଂ ବିଭିନ୍ନ ଗ୍ରାମରୁ ଆସିଥିବା ବରିଷ୍ଠ ବ୍ୟକ୍ତିଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା। ଉକ୍ତ ମହାସଭା ରେ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ ରୁ ବହୁ ସଂଖ୍ୟକ ଯାଦବ ଭାଇ  ମାନେ ଯୋଗଦେଇ ଥିଲେ। ବାଇଧର ଭାଇ, ରଘୁ ଭୋଇ,ମାଧ ଭୋଇ,ଗକୁଲା ନାଗ, ରାଜେନ୍ଦ୍ର ଭୋଇ, ମୃତ୍ୟୁଞ୍ଜୟ ଭୋଇ,ହର ଭୋଇ, ପବିତ୍ର ଭୋଇ, ଭୁଲା ବାଘ, ଡମ୍ପୁରୁ ବାଘ,ଶନ୍ୟାସି ଭୋଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରାଥମିକ ଚିକିତ୍ସା ଦିବସରେ ବିଦ୍ୟାଳୟରେ ପ୍ରାଥମିକ ଚିକିତ୍ସା କର୍ମଶାଳା   15-Sep-2024
  ରାଜ୍ୟ  
ଆଜି ମୋଦୀ ବାଣ୍ଟିବେ ‘ସୁଭଦ୍ରା’ ଟଙ୍କା: ପ୍ରଥମଥର ଓଡ଼ିଶାରେ ଜନ୍ମଦିନ ପାଳିବେ   17-Sep-2024
  ଜିଲ୍ଲା  
ଆଦିମ ଜନଜାତି ଡଙ୍ଗରିଆ କନ୍ଧ ହୁଣ୍ଡାଡି ୱଡାକାଙ୍କୁ ପ୍ରଧାନମନ୍ତ୍ରୀ ଦେବେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ରାୟଗଡ଼ା ଜିଲ୍ଲା ପାଇଁ ଗର୍ବର ଦିନ   16-Sep-2024
  ଜିଲ୍ଲା  
କେଳାକଟା ଗ୍ରାମରେ ସାଧୁ ସନ୍ଥ ସମାବେଶ ସହିତ ହେଲା ଉତ୍ସବ ମୁଖର   16-Sep-2024
  ଜିଲ୍ଲା  
ବିଜୟାନନ୍ଦ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଦାବି   16-Sep-2024
  ଜିଲ୍ଲା  
ମାଁ ଛେଉଣ୍ଡ ହାତୀ ଶାବକ କୁ ଉଦ୍ଧାର କରି ନନ୍ଦନ କାନନ ପଠାଇବା ପାଇଁ ନର୍ଲା ବନ ବିଭାଗର ପ୍ରସ୍ତୁତି   16-Sep-2024
  ଜିଲ୍ଲା  
ବିଦ୍ୟୁତ ବିଭାଗ ଶାଖା ରେଙ୍ଗାଲିକ୍ୟାମ୍ପ ପକ୍ଷରୁ ଦେବଶିଳ୍ପୀ ବିଶ୍ଵକର୍ମା ଙ୍କ ପୂଜା ପାଳିତ   16-Sep-2024
  ଜିଲ୍ଲା  
ନୂଆଁଦିଲ୍ଲୀ ରେ ଆୟୋଜିତ ସାତ ଦିବସୀୟ ଜାତୀୟ ସ୍ତରୀୟ କମ୍ୟୁନିଟି ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗଦେଲେ ଗାଇଡ କ୍ୟାପଟେନ ଅନସୂୟା ଦେବତା   16-Sep-2024
  ଜିଲ୍ଲା  
ଟିକ୍ରାପଡା ଗାନ୍ଧି ପାଠାଗାର ରେ ନୁଆଁଖାଇ ଭେଟଘାଟ   16-Sep-2024
  ଜିଲ୍ଲା  
ପ୍ରଧାନମନ୍ତ୍ରୀ ମୋଦିଜୀ ଙ୍କ ଜନ୍ମଦିନ ରେ ମିଳିବ ପ୍ରଥମ କିସ୍ତି ସୁଭଦ୍ରା ଯୋଜନା* *କନ୍ଧମାଳ ଜିଲ୍ଲାରେ ମୋଟ 142917 ମହିଳା ଆବେଦନ କାରି*   16-Sep-2024
  ଜିଲ୍ଲା  
ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସୃଷ୍ଟି ଓ ପାଳନ କର୍ତ୍ତା ବିଶ୍ୱକର୍ମା ପୂଜା ଅନୁଷ୍ଠିତ   16-Sep-2024
  ଜିଲ୍ଲା  
ବରଗଡ଼ ରେ ମହମ୍ମଦ ଜୟନ୍ତୀ ମହାସମାରୋହ ରେ ପାଳିତ: ଭବ୍ୟ ଶୋଭାଯାତ୍ରା ସହ ନଗରଭ୍ରମଣ   16-Sep-2024

You Might Also Like