-+91-9937148622 |

prerana_bgr@rediffmail.com |

  Sunday 28th April 2024 |

| | | |

R.N.I. Regd No. ODIODI/2010/46693

Breaking News

ସାଲେଭଟା ଠାରେ ନେସନାଲ ଅପନୀ ପାର୍ଟି ର ଉଭୟ ବିଧାୟକ ପାର୍ଥୀ ଓ ଲୋକସଭା ପ୍ରାର୍ଥୀ ଙ୍କୁ ବିପୁଳ ସମ୍ବର୍ଦ୍ଧନା   (28-Apr-2024)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ତରଫରୁ ଲୟରସ ଡେ’ ପାଳିତ    (28-Apr-2024)       ||      ନୂଆପଡ଼ା ଜିଲ୍ଲା ବୋଡ଼େନ ଠାରେ ବହୁ ବିଜେଡ଼ି କର୍ମୀ ବିଜେପି ରେ ଯୋଗଦାନ,   (28-Apr-2024)       ||      ଡାବୁଗାଁ ପଞ୍ଚାୟତରେ ଜଳ ଯୋଗାଣରେ ସମ୍ପୂର୍ଣ ଅବ୍ୟବସ୍ଥା "ପାଣି ଛାଡିବା ପାଈଁ ପଇସା ମାଗୁଛି ଦାୟିତ୍ୱରେ ଥିବା କର୍ମଚାରୀ   (28-Apr-2024)       ||      ନିର୍ବାଚନ କୁ ଦୃଷ୍ଟି ରେ ରଖି ଉମେରକୋଟ ଏସ୍ଡ଼ିପିଓଙ୍କ ତତ୍ଵାବଧାନ ରେ ମାଓ ପ୍ରବଣ ଅଂଚଳରେ ଫ୍ଲାଗ ମାର୍ଚ୍ଚ   (28-Apr-2024)       ||      କଂଗ୍ରେସ ଦଳ ଛାଡି ବିଜେଡି ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହେଉଛନ୍ତି ଯୁବପିଡି*   (28-Apr-2024)       ||      କୂଅରୁ ପଙ୍କ ଉଦ୍ଧାର କରିବାକୁ ଯାଇ ଶ୍ୱାସ ରୁଦ୍ଧ ହୋଇ ଦୁଇ ଯୁବକଙ୍କ ମୃତ୍ୟୁ    (27-Apr-2024)       ||      ବଲାଙ୍ଗିର ସହରର ବିଭିନ୍ନ ପଡ଼ାରେ ନିର୍ବାଚନୀ ପ୍ରଚାର କଲେ ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ    (27-Apr-2024)       ||      ଘଣ୍ଟାପଡ଼ାର ରାମନୀଳା ନାଟକରେ ବାଳି ବଧ ଓ ଲଙ୍କାପୋଡି ଅନୁଷ୍ଠିତ    (27-Apr-2024)       ||      ବିଜେଡ଼ି ଦଳୀୟ ପ୍ରାର୍ଥୀଙ୍କୁ ବିଜୟ ନେଇ ପ୍ରଚାର ପ୍ରସାର ଜୋର, ଭିକେ ପାଣ୍ଡିଆନ ଙ୍କ ନୂଆପଡ଼ା ରେ ନିର୍ବାଚନ ପ୍ରଚାର୍   (27-Apr-2024)       ||      ଫାସଡ ଗ୍ରାମରେ କଂଗ୍ରେସ ର ନିର୍ବାଚନୀ ପ୍ରଚାର ପଦଯାତ୍ରା   (27-Apr-2024)       ||      ଖର୍ଚ୍ଚ ପର୍ଯ୍ୟବେକ୍ଷକ ପ୍ରମୋଦ ପି. ଶାହାକର, ଆଇ.ଆର.ଏସ ଙ୍କ ନିର୍ବାଚନ ଖର୍ଚ୍ଚ ପରିଚାଳନା ର ସମୀକ୍ଷା:- ପ୍ରାର୍ଥୀଙ୍କ ଖର୍ଚ୍ଚ ହିସାବ କଡ଼ାକଡ଼ି କରିବା ସହ ଶୂନ୍ୟ ପକ୍ଷପାତିତାରେ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱାରୋପ :-   (27-Apr-2024)       ||      କଣ୍ଟାମାଳ: ଜେ.ଏମ.ଏଫ.ସି କୋର୍ଟ ବଧୂ ନିର୍ଯ୍ୟାତନା ମାମଲାରେ ଶାଶୁକୁ ଦୁଇବର୍ଷ ସଶ୍ରମ କାରାଦଣ୍ଡ    (27-Apr-2024)       ||      କେବେ ପଡିବ ବେଆଇନ ଚୋରା ମଦର ପୂର୍ଣ୍ଣଚ୍ଛେଦ, ଅଭିଯୋଗ କଲେ ମଧ୍ୟ ଅବକାରୀ ବିଭାଗ ଶୁଣୁ ନାହାନ୍ତି , ଅଂଚଳରେ ଦେଶୀ ବିଦେଶୀ ମଦର ବନ୍ୟା, ସଚେତନ ମହଲରେ କ୍ଷୋଭ   (27-Apr-2024)       ||      ବିଞ୍ଝାଲ ସମାଜର ବିନ୍ଧ୍ୟବାସିନୀ ପୂଜା ଅନୁଷ୍ଠିତ   (27-Apr-2024)       ||      ୧୫ନମ୍ବର ୱାର୍ଡରେ ବିଜେଡିର ଯୋରଦାର ପ୍ରଚାର   (27-Apr-2024)       ||      କବର ପାଇବକି ବଲାଙ୍ଗୀର କଂଗ୍ରେସ ? ଶରତଗୋଷ୍ଠୀ ଛିନ୍ନଛତ୍ର ଆଶ୍ରୟସ୍ଥଳୀ ପାଲଟିଛି ବିଜେଡିଦଳ   (27-Apr-2024)       ||      ବାଲିକୁଦା - ଏରସମାରେ ସତ୍ୟ ସାରଥୀ ମହାନ୍ତିଙ୍କ ସପକ୍ଷରେ ଜନମତ ଜୋରଦାର   (27-Apr-2024)       ||      ବଲାଙ୍ଗିର କଂଗ୍ରେସ ଲୋକସଭା ପ୍ରାର୍ଥୀ ମନୋଜ ମିଶ୍ରଙ୍କ ଡୁଙ୍ଗୁରିପାଲିରେ ପ୍ରଚାର    (27-Apr-2024)       ||      ନିଖୋଜପୁଅକୁ ଝୁରି ଝୁରି ବିଧବା ବୃଦ୍ଧାମାଆର ଆତ୍ମହତ୍ୟା ଉଦ୍ୟମ ! କେହି ଶୁଣିଲେନି : ପୁଲିସ୍ , ଜିଲ୍ଲାପାଳ , ଶ୍ରମବିଭାଗ କି ସ୍ବେଚ୍ଛାସେବୀ    (26-Apr-2024)       ||     

HOME   ଜିଲ୍ଲା

ଜିଲ୍ଲା ତାଇକଣ୍ଡୋ ସଂଘ ତରଫରୁ ପ୍ରଥମ ତାଇକଣ୍ଡୋ ପ୍ରତିଯୋଗିତା

07-Oct-2022



ବଲାଙ୍ଗୀର, ଆଜି ମନୋହରପୁର ଇନ୍‌ଡୋର ଷ୍ଟେଡିୟମ ଠାରେ ଜିଲ୍ଲା ତାଇକଣ୍ଡୋ ସଂଘ ତରଫରୁ ପ୍ରଥମ ଜି୍‌ଲ୍ଲାସ୍ତରୀୟ ପୁମ୍‌ସେଇ ଶିରୋଗୀ  ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ସମ୍ବାଦ ଏଜିଏମ୍ ଅରବିନ୍ଦ ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉତ୍ସବର ଶୁଭାରମ୍ଭ କରିଥିଲେ ।  ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭା ସାଂସଦ ନିରଂଜନ ବିଶି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସିଆର୍‌ପିଏଫ୍ କମାଣ୍ଡେଣ୍ଟ ପବନ ତିୱାରୀ ଓ    ବଲାଙ୍ଗୀର ମୁନିସିପାଲିଟି ପୌରାଧ୍ୟକ୍ଷ ଲିକା ସାହୁ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ ।  ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରାଉୟ ୯ଠ ଜଣ ପ୍ରତିଯୋଗୀ ଏହି ପ୍ରତିଯାଗିତାରେ ଅଂଶଗ୍ରହଣ କରିଥିଲେ । ଆସନ୍ତା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । 
ତାଇକଣ୍ଡୋ  ସଂଘର ସାଧାରଣ ସଂପାଦକ ତଥା କୋଚ୍  ଅସୀମ ଭୋଇଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମନପ୍ରିତ ପରିଚାଳନା କରିଥିବା ବେଳେ  କରଣ ନନ୍ଦ, ସୁଶାନ୍ତ ମୁଗଗ୍ରୀ, ଭୁବନେ ଭୋଇ, ଅମିତ ବାରିକ, ନିତିନ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ସାଲେଭଟା ଠାରେ ନେସନାଲ ଅପନୀ ପାର୍ଟି ର ଉଭୟ ବିଧାୟକ ପାର୍ଥୀ ଓ ଲୋକସଭା ପ୍ରାର୍ଥୀ ଙ୍କୁ ବିପୁଳ ସମ୍ବର୍ଦ୍ଧନା   28-Apr-2024
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ତରଫରୁ ଲୟରସ ଡେ’ ପାଳିତ    28-Apr-2024
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ବୋଡ଼େନ ଠାରେ ବହୁ ବିଜେଡ଼ି କର୍ମୀ ବିଜେପି ରେ ଯୋଗଦାନ,   28-Apr-2024
  ଜିଲ୍ଲା  
ଡାବୁଗାଁ ପଞ୍ଚାୟତରେ ଜଳ ଯୋଗାଣରେ ସମ୍ପୂର୍ଣ ଅବ୍ୟବସ୍ଥା "ପାଣି ଛାଡିବା ପାଈଁ ପଇସା ମାଗୁଛି ଦାୟିତ୍ୱରେ ଥିବା କର୍ମଚାରୀ   28-Apr-2024
  ଜିଲ୍ଲା  
ନିର୍ବାଚନ କୁ ଦୃଷ୍ଟି ରେ ରଖି ଉମେରକୋଟ ଏସ୍ଡ଼ିପିଓଙ୍କ ତତ୍ଵାବଧାନ ରେ ମାଓ ପ୍ରବଣ ଅଂଚଳରେ ଫ୍ଲାଗ ମାର୍ଚ୍ଚ   28-Apr-2024
  ଜିଲ୍ଲା  
କଂଗ୍ରେସ ଦଳ ଛାଡି ବିଜେଡି ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହେଉଛନ୍ତି ଯୁବପିଡି*   28-Apr-2024
  ଜିଲ୍ଲା  
କୂଅରୁ ପଙ୍କ ଉଦ୍ଧାର କରିବାକୁ ଯାଇ ଶ୍ୱାସ ରୁଦ୍ଧ ହୋଇ ଦୁଇ ଯୁବକଙ୍କ ମୃତ୍ୟୁ   27-Apr-2024
  ଜିଲ୍ଲା  
ବଲାଙ୍ଗିର ସହରର ବିଭିନ୍ନ ପଡ଼ାରେ ନିର୍ବାଚନୀ ପ୍ରଚାର କଲେ ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ   27-Apr-2024
  ଜିଲ୍ଲା  
ଘଣ୍ଟାପଡ଼ାର ରାମନୀଳା ନାଟକରେ ବାଳି ବଧ ଓ ଲଙ୍କାପୋଡି ଅନୁଷ୍ଠିତ   27-Apr-2024
  ଜିଲ୍ଲା  
ବିଜେଡ଼ି ଦଳୀୟ ପ୍ରାର୍ଥୀଙ୍କୁ ବିଜୟ ନେଇ ପ୍ରଚାର ପ୍ରସାର ଜୋର, ଭିକେ ପାଣ୍ଡିଆନ ଙ୍କ ନୂଆପଡ଼ା ରେ ନିର୍ବାଚନ ପ୍ରଚାର୍   27-Apr-2024
  ଜିଲ୍ଲା  
ଫାସଡ ଗ୍ରାମରେ କଂଗ୍ରେସ ର ନିର୍ବାଚନୀ ପ୍ରଚାର ପଦଯାତ୍ରା   27-Apr-2024
  ଜିଲ୍ଲା  
ଖର୍ଚ୍ଚ ପର୍ଯ୍ୟବେକ୍ଷକ ପ୍ରମୋଦ ପି. ଶାହାକର, ଆଇ.ଆର.ଏସ ଙ୍କ ନିର୍ବାଚନ ଖର୍ଚ୍ଚ ପରିଚାଳନା ର ସମୀକ୍ଷା:- ପ୍ରାର୍ଥୀଙ୍କ ଖର୍ଚ୍ଚ ହିସାବ କଡ଼ାକଡ଼ି କରିବା ସହ ଶୂନ୍ୟ ପକ୍ଷପାତିତାରେ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱାରୋପ :-   27-Apr-2024

You Might Also Like