-+91-9937148622 |

prerana_bgr@rediffmail.com |

  Sunday 12th May 2024 |

| | | |

R.N.I. Regd No. ODIODI/2010/46693

Breaking News

ନୂଆପଡ଼ା ନେସନାଲ କଲେଜ୍ ପରିସର ମଧ୍ୟରେ ଜିଲ୍ଲା ନିର୍ବାଚନ ନିୟନ୍ତ୍ରଣ କକ୍ଷ ରୁ ନିର୍ବାଚନ କର୍ମଚାରୀ ବୁଥ ଅଭିମୁଖେ ଯାତ୍ରା, ସଫଳତା ସହ ମତଦାନ କେନ୍ଦ୍ର ରେ ପହଞ୍ଚିବା ନେଇ ଜିଲ୍ଲାପାଳ ପ୍ରକାଶ*   (12-May-2024)       ||      ନୂଆପଡ଼ା ଜିଲ୍ଲା ର ୪୦ ଗୋଟି ସକ୍ଷୀ ବୁଥ ପାଇଁ ମଧ୍ୟ ମହିଳା ନିର୍ବାଚନ କର୍ମଚାରୀ ନିୟୋଜିତ, ଆଦର୍ଶ ବୁଥ ରୂପେ ବିବାହ ମଣ୍ଡପ ପରି ସୁସଜ୍ଜିତ   (12-May-2024)       ||      କଣ୍ଟାବାଞ୍ଜି ଓ ବଲାଙ୍ଗୀର ନିର୍ବାଚନମଣ୍ଡଳିରେ ନବୀନଙ୍କ ମାରାଥନ ପ୍ରଚାର, ମିଛ କହି କୁମ୍ଭିରକାନ୍ଦଣା କାନ୍ଦୁଛି ବିଜେପି-ନବୀନ ପଟ୍ଟନାୟକ, ବିଜେପି ବିଦ୍ୟୁତବିଲ ଛାଡ କଥାକହି ଦିନବେଳା ଲଣ୍ଠନ ଦେଖାଉଛନ୍ତି-ପାଣ୍ଡିଆନ   (12-May-2024)       ||      ନାଗରିକ ବିକାଶ ସଂଗଠନ ପକ୍ଷରୁ ଜନ ଇସ୍ତାହାରକୁ ନେଇ ସାମ୍ବାଦିକ ସମ୍ମିଳନୀ   (12-May-2024)       ||      ଚନ୍ଦାହାଣ୍ଡି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ ଦୁର୍ଘଟଣାରେ ୧୭ ଜଣ ଗୁରୁତର   (12-May-2024)       ||      ପାଟଣାଗଡରେ ବିଜେଡି ବିଧାୟକ ପ୍ରାର୍ଥୀ ଙ୍କ ନିର୍ବାଚନୀ ପ୍ରଚାର    (12-May-2024)       ||      ଆଜି ସିନ୍ଧେକେଲା ଆସିବେ ମୁଖ୍ୟମନ୍ତ୍ରୀ   (12-May-2024)       ||      ବେଲପଡା ବ୍ଲକ ର ବିଭିନ୍ନ ଗ୍ରାମ ରେ ନିର୍ବାଚନୀ ପ୍ରଚାର କରୁଛନ୍ତି ପାଟଣାଗଡ ବିଜେଡି ବିଧାୟକ ପ୍ରାର୍ଥୀ    (11-May-2024)       ||      ଦୟନୀୟ ଅବସ୍ଥାରେ ଠାକୁରପୁର ରାସ୍ତା, ଲୋକଙ୍କ ଯିବା ଆସିବା ରେ ହେଉଛି ଅସୁବିଧା   (11-May-2024)       ||      ନିର୍ବାଚନ କାମରେ ଆସି ଦୁର୍ଘଟଣାରେ ଚାଲିଗଲା ଜୀବନ   (11-May-2024)       ||      Hhj   (11-May-2024)       ||      ବଲାଙ୍ଗିରରେ ସମରେନ୍ଦ୍ର ଙ୍କ ଭୋଟ ଭିକ୍ଷା, ପ୍ରଧାନମନ୍ତ୍ରୀ କି ମୁଖ୍ୟମନ୍ତ୍ରୀଙ୍କ ଫମ୍ପା ପ୍ରତିଶୃତିରେ ଲୋକେ ଭୋଟ ଦେବେ ନାହିଁ - ସମରେନ୍ଦ୍ର   (11-May-2024)       ||      ଖୁଣ୍ଟିଗୋରା ଫ୍ଲଡ଼ ଲାଇଟ କ୍ରିକେଟ ଉଦଯାପିତ ସିଂହାରୀକୁ ହରାଇ ଉତ୍ତରବାହାଲ ଚମ୍ପିଆନ   (11-May-2024)       ||      ଅବକାରୀ ବିଭାଗ ଦ୍ୱାରା ୭ କ୍ଵିଣ୍ଟାଲ ୨୦ କେଜି ମହୁଲ ଜବତ, ଜଣେ ଗିରଫ l   (11-May-2024)       ||      ସୋନପୁର ବିଜେପି ର ମିଶ୍ରଣ ପର୍ବ ଓ ନିର୍ବାଚନୀ ପ୍ରଚାର ଶୋଭାଯାତ୍ରା   (11-May-2024)       ||      ନିର୍ବାଚନ ସୁ ପରିଚାଳନା ନିମନ୍ତେ ସାଧାରଣ ପର୍ଯ୍ୟବେକ୍ଷକ ଙ୍କ ଅଧ୍ୟକ୍ଷତାରେ ସେକ୍ଟର ଅଧିକାରୀ ଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ :-   (11-May-2024)       ||      ଭକ୍ତ ଙ୍କ ମାରାଥନ ପ୍ରଚାରରେ ଭୋଟର ଉତ୍ସାହିତ , ଯୁବ ଭୋଟର ଓ ମହିଳା ଙ୍କ ବିପୁଳ ସ୍ୱାଗତ . ବିରୋଧୀ ଶିବିର ଭକ୍ତଙ୍କ ରଣକୌଶଳ   (11-May-2024)       ||      ବଲାଙ୍ଗୀରରେ ବ୍ରାହ୍ମଣସମାଜ ପକ୍ଷରୁ ଭଗବାନ ପର୍ଶୁରାମ ଜୟନ୍ତି,ସହରରେ ବିଶାଳ ଶୋଭାଯାତ୍ରା   (11-May-2024)       ||      ଜିଲ୍ଲାରେ ଅନୁଷ୍ଠିତ ହେଲା ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ    (11-May-2024)       ||      *ଡ଼. ଶିବରାମ ନାୟକ* ନର୍ଲା ନିର୍ବାଚନ ମଣ୍ଡଳୀ ରେ ଘରକୁ ଘର ବୁଲି ମାରାଥନ ପ୍ରଚାର:   (11-May-2024)       ||     

HOME   ଜିଲ୍ଲା

ସାଲେଭଟା ଠାରେ ନେସନାଲ ଅପନୀ ପାର୍ଟି ର ଉଭୟ ବିଧାୟକ ପାର୍ଥୀ ଓ ଲୋକସଭା ପ୍ରାର୍ଥୀ ଙ୍କୁ ବିପୁଳ ସମ୍ବର୍ଦ୍ଧନା

28-Apr-2024



ଲୋଇସିଂହା, (ପ୍ରେରଣା ଖବର) ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାଲେଭଟା ର ସରୋଜ କୁମାର ସୁନା ନୂତନ ନେସନାଲ ଅପନୀ ପାର୍ଟି ତରଫରୁ ବିଧାୟକ ପାର୍ଥୀ ଓ ଲୋକସଭା ପ୍ରାର୍ଥୀ ଭାବେ ଅକ୍ଷୟ ଦିଶ୍ରୀ ଘୋଷିତ ହୋଇଛନ୍ତି l ଏହି ପରିପ୍ରେକ୍ଷୀରେ ସାଲେଭଟା ଠାରେ ଉଭୟ ବିଧାୟକ ପ୍ରାର୍ଥୀ ଓ ଲୋକସଭା ପ୍ରାର୍ଥୀ ଙ୍କୁ ଫୁଲମାଳ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଗଲା l ଏହାପରେ ଉଭୟ ସାଲେଭଟା ସ୍ଥିତ ଜଗନ୍ନାଥ ମନ୍ଦିର, ମାହେଶ୍ୱରୀ ମନ୍ଦିର ଓ ରାଧାକୃଷ୍ଣ ମନ୍ଦିର କୁ ଦର୍ଶନ ପାଇଁ ଯାଇଥିଲେ l ବିଧାୟକ ପ୍ରାର୍ଥୀ ଶ୍ରୀ ସୁନା ପ୍ରକାଶ କରିଛନ୍ତି ଯେ ଆମ ଦଳ ଯଦି ବିଜୟୀ ହୁଏ ତା ହେଲେ ପ୍ରଥମେ ଶିକ୍ଷା, ସ୍ୱାସ୍ଥ୍ୟ, ପାଣି ଓ ବୃଦ୍ଧବୃଦ୍ଧା ଙ୍କ ଭତ୍ତା  ତଥା ସାମାଜିକ ସୁରକ୍ଷା ଉପରେ ଦେବାସହ ଓଡ଼ିଆ ଭାଷା କୁ ବିଶେଷ ଗୁରୁତ୍ୱ ଦେବେ ବୋଲି ଶ୍ରୀ ସୁନା ପ୍ରକାଶ କରିଛନ୍ତି l ଏହାସହ ପ୍ରାର୍ଥୀ ଦୁହେଁ ଗୁରୁ ଦାୟିତ୍ୱ ପାଇଥିବାରୁ ପାର୍ଟି ର ଓଡିଶା ପ୍ରଦେଶ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ଷୟ କୁମାର ବାରିକ ଙ୍କୁ ଧନ୍ୟବାଦ ଦେଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ନୂଆପଡ଼ା ନେସନାଲ କଲେଜ୍ ପରିସର ମଧ୍ୟରେ ଜିଲ୍ଲା ନିର୍ବାଚନ ନିୟନ୍ତ୍ରଣ କକ୍ଷ ରୁ ନିର୍ବାଚନ କର୍ମଚାରୀ ବୁଥ ଅଭିମୁଖେ ଯାତ୍ରା, ସଫଳତା ସହ ମତଦାନ କେନ୍ଦ୍ର ରେ ପହଞ୍ଚିବା ନେଇ ଜିଲ୍ଲାପାଳ ପ୍ରକାଶ*   12-May-2024
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ର ୪୦ ଗୋଟି ସକ୍ଷୀ ବୁଥ ପାଇଁ ମଧ୍ୟ ମହିଳା ନିର୍ବାଚନ କର୍ମଚାରୀ ନିୟୋଜିତ, ଆଦର୍ଶ ବୁଥ ରୂପେ ବିବାହ ମଣ୍ଡପ ପରି ସୁସଜ୍ଜିତ   12-May-2024
  ରାଜନୀତି  
କଣ୍ଟାବାଞ୍ଜି ଓ ବଲାଙ୍ଗୀର ନିର୍ବାଚନମଣ୍ଡଳିରେ ନବୀନଙ୍କ ମାରାଥନ ପ୍ରଚାର, ମିଛ କହି କୁମ୍ଭିରକାନ୍ଦଣା କାନ୍ଦୁଛି ବିଜେପି-ନବୀନ ପଟ୍ଟନାୟକ, ବିଜେପି ବିଦ୍ୟୁତବିଲ ଛାଡ କଥାକହି ଦିନବେଳା ଲଣ୍ଠନ ଦେଖାଉଛନ୍ତି-ପାଣ୍ଡିଆନ   12-May-2024
  ଜିଲ୍ଲା  
ନାଗରିକ ବିକାଶ ସଂଗଠନ ପକ୍ଷରୁ ଜନ ଇସ୍ତାହାରକୁ ନେଇ ସାମ୍ବାଦିକ ସମ୍ମିଳନୀ   12-May-2024
  ଜିଲ୍ଲା  
ଚନ୍ଦାହାଣ୍ଡି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ ଦୁର୍ଘଟଣାରେ ୧୭ ଜଣ ଗୁରୁତର   12-May-2024
  ଜିଲ୍ଲା  
ପାଟଣାଗଡରେ ବିଜେଡି ବିଧାୟକ ପ୍ରାର୍ଥୀ ଙ୍କ ନିର୍ବାଚନୀ ପ୍ରଚାର   12-May-2024
  ରାଜନୀତି  
ଆଜି ସିନ୍ଧେକେଲା ଆସିବେ ମୁଖ୍ୟମନ୍ତ୍ରୀ   12-May-2024
  ଜିଲ୍ଲା  
ବେଲପଡା ବ୍ଲକ ର ବିଭିନ୍ନ ଗ୍ରାମ ରେ ନିର୍ବାଚନୀ ପ୍ରଚାର କରୁଛନ୍ତି ପାଟଣାଗଡ ବିଜେଡି ବିଧାୟକ ପ୍ରାର୍ଥୀ   11-May-2024
  ଜିଲ୍ଲା  
ଦୟନୀୟ ଅବସ୍ଥାରେ ଠାକୁରପୁର ରାସ୍ତା, ଲୋକଙ୍କ ଯିବା ଆସିବା ରେ ହେଉଛି ଅସୁବିଧା   11-May-2024
  ଜିଲ୍ଲା  
ନିର୍ବାଚନ କାମରେ ଆସି ଦୁର୍ଘଟଣାରେ ଚାଲିଗଲା ଜୀବନ   11-May-2024
Hhj   11-May-2024
  ଜିଲ୍ଲା  
ବଲାଙ୍ଗିରରେ ସମରେନ୍ଦ୍ର ଙ୍କ ଭୋଟ ଭିକ୍ଷା, ପ୍ରଧାନମନ୍ତ୍ରୀ କି ମୁଖ୍ୟମନ୍ତ୍ରୀଙ୍କ ଫମ୍ପା ପ୍ରତିଶୃତିରେ ଲୋକେ ଭୋଟ ଦେବେ ନାହିଁ - ସମରେନ୍ଦ୍ର   11-May-2024

You Might Also Like