-+91-9937148622 |

prerana_bgr@rediffmail.com |

  Saturday 11th May 2024 |

| | | |

R.N.I. Regd No. ODIODI/2010/46693

Breaking News

ଟିମନଭାଟି , ସାଲେଡିଗ୍ରି ଓ ମାର୍ଲାଡ଼ ଗ୍ରାମରେ ସଙ୍ଗୀତ ଶିକ୍ଷା ପାଇଁ ପ୍ରବେଶ ଉତ୍ସବ   (11-May-2024)       ||      ସିନ୍ଧେକେଲାରେ ଭଗବାନ ଶ୍ରୀ ପର୍ଶୁରାମଙ୍କ ଜନ୍ମୋତ୍ସବ ବହୁ ଧୁମଧାମରେ ପାଳିତ   (11-May-2024)       ||      ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଓ ଜିଲ୍ଲା ସଂଯୋଜକଙ୍କୁ ସମ୍ବର୍ଦ୍ଧନା   (11-May-2024)       ||      ବଲାଙ୍ଗିର: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସାମ୍ବାଦିକଙ୍କୁ କଟକଣା   (10-May-2024)       ||      ପର୍ଶୁରାମ ଜୟନ୍ତୀକୁ ନିଆରା ଢଙ୍ଗରେ ପାଳନ କଲେ ବିନିକା ଅଞ୍ଚଳର ବ୍ରହ୍ମ ସମାଜ    (10-May-2024)       ||      ତହଁକ୍ କୁଟୁମ୍ ତରଫରୁ ସାହିତ୍ୟପ୍ରାଣ କବି ଖଗେଶ୍ବର ସେଠଙ୍କ ଜୟନ୍ତୀ ପାଳନ, କବି ଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପ୍ରଦାନ ପାଇଁ ଦାବୀ    (10-May-2024)       ||      ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଓଲିଉଡ ତାରକାଙ୍କ ନିର୍ବାଚନ ପ୍ରଚାର   (10-May-2024)       ||      ବୌଦ୍ଧ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଟିପିଶୋଲ ଏବଂ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ   (10-May-2024)       ||      ବିଜେଡ଼ି ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ରେ ଓଲିଉଡ ତାରକା ଙ୍କ ନିର୍ବାଚନ ପ୍ରଚାର, ଖଡିଆଳ ଠାରୁ ସିନାପାଲି ଏବଂ ବୋଡ଼େନ ଠାରେ ରୋଡ ସୋ   (10-May-2024)       ||      ପକୁଡ଼ି ଖାଇ ଶିଶୁ ଓ ମହିଳାଙ୍କ ସମେତ ୧୫ ଜଣ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି   (10-May-2024)       ||      ଲୋକଙ୍କ ସାମାଜିକ,ଆର୍ଥିକ ସୁରକ୍ଷା ଆମ ପରବର୍ତୀ ଲକ୍ଷ -ସମରେନ୍ଦ୍ର, ଲୋକଙ୍କ ସହ ରହୁନଥିବା ନେତାଙ୍କୁ ବରଖାସ୍ତ କରନ୍ତୁ ଜନତା -ସମରେନ୍ଦ୍ର    (10-May-2024)       ||      ପୂର୍ବତନ କବ୍ଜା ସଭାପତିଙ୍କୁ ଶ୍ରଦ୍ଧାଞ୍ଜଳି    (10-May-2024)       ||      ୧୦ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ବାୱକର ସ୍ୱପ୍ନିଳ ଶରଦ, ଆଇ.ଆର.ଏସ ଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ଖର୍ଚ୍ଚ ପରିଚାଳନା ର ସମୀକ୍ଷା:- ଲକ୍ଷାଧିକ ରୁ ଉର୍ଦ୍ଧ ଟଙ୍କାର ଲେଣ ଦେଣଉପରେ ଗୁରୁତ୍ୱାରୋପ :-   (10-May-2024)       ||      ପ୍ରଚାରରେ କୋମଳମତି ଶିଶୁଙ୍କୁ ବ୍ୟବହାର କରୁଛନ୍ତି ଅରବିନ୍ଦ ଢାଲି, ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକୁ ଢ଼ାଲିଙ୍କ ଖୋଲାଖୋଲି ଉଲଂଘନ    (10-May-2024)       ||      ବୌଦ୍ଧ ଜିଲ୍ଲା କୃଷି ଗବେଷଣା କେନ୍ଦ୍ରରେ ଅକ୍ଷୟ ତୃତୀୟା ଦିବସ ପାଳିତ    (10-May-2024)       ||      34 ନଂ. ଜୋନ ର ବିଭିନ୍ନ ଗ୍ରାମ କୁ ଯାଇ ଭୋଟ ପ୍ରଚାର କଲେ ଲୋଇସିଂହା ନିର୍ବାଚନ ବିଜେପି ବିଧାୟକ ପାର୍ଥୀ   (10-May-2024)       ||      କନ୍ଧମାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ସଭା: ବିରୋଧୀଙ୍କ ଆତ୍ମ ପ୍ରଚାରରୁ ଦୂରେଇ ରହିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆହ୍ବାନ   (10-May-2024)       ||      *ଡ଼. ଶିବରାମ ନାୟକ* ନର୍ଲା ନିର୍ବାଚନ ମଣ୍ଡଳୀ ରେ ଜୋରଦାର ପ୍ରଚାର   (10-May-2024)       ||      ଭକ୍ତଙ୍କ ୟୋରକର ରେ ବିଜେପି ବୋଲଡ ଆଉ ବିଜେଡି ରନ ଆଉଟ !.. ପ୍ରଚାର ମୈଦାନ ରେ ଭେଟେରାନ ଭକ୍ତ ଯୁବ ଓ ମହିଳା ଙ୍କ ବିପୁଳ ସମର୍ଥନ !!   (10-May-2024)       ||      ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଅଘଟଣ,ନିଖୋଜ ଦାଦନ ଶ୍ରମିକ ର ମାଁ ପଚାରୁଛି, ମୋ ହଜିଲା ପୁଅ କୁ କିଏ ଖୋଜି ଆଣିଦେବ ?   (10-May-2024)       ||     

HOME   ଜିଲ୍ଲା

ଫାସଡ ଗ୍ରାମରେ କଂଗ୍ରେସ ର ନିର୍ବାଚନୀ ପ୍ରଚାର ପଦଯାତ୍ରା

27-Apr-2024



ଲୋଇସିଂହା, (ବିନୋଦ କୁମାର ଦୀପ) ବଲାଙ୍ଗୀର ନିର୍ବାଚନ ମଣ୍ଡଳୀ ତଥା ଲୋଇସିଂହା ଥାନା ଅନ୍ତର୍ଗତ ଫାଷଡ୍ ଗ୍ରାମରେ କଂଗ୍ରେସ ର ବିଧାୟକ ପ୍ରାର୍ଥୀ ଶ୍ରୀ ସମରେନ୍ଦ୍ର ମିଶ୍ର ଙ୍କ ଦ୍ଵାରା ନିର୍ବାଚନୀ ପଦଯାତ୍ରା ଦେଖିବାକୁ ମିଳିଛି। ବହୁ ଆନନ୍ଦ ଉଲ୍ଲାସ ସହିତ କର୍ମୀ ମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା।ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ଼ ଗ୍ରାମରେ ଆଜି ବଲାଙ୍ଗୀର ବିଧାନସଭା କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ସମରେନ୍ଦ୍ର ମିଶ୍ରଙ୍କୁ ଫାସଡ଼ ଗ୍ରାମରେ ବାଜାବଜାଇ, ଫୁଲମାଳ ତଥା ଉତ୍ତରୀୟ ଦେଇ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା।ଫାସଡ଼ ଗ୍ରାମ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ରୁ ଗ୍ରାମ ପର୍ଯ୍ୟନ୍ତ ଏକ ପଦଯାତ୍ରା ବାହାରି ଗ୍ରାମ ପରିଭ୍ରମଣ କରା ଯାଇଥିଲା।ଗ୍ରାମର ପ୍ରତ୍ୟକ ଘର ଦାଣ୍ଡରେ ମହିଳା ମାନେ କଳସ ବସାଇ ଦୀପଜାଳି ସୁ ସ୍ୱାଗତ କରିଥିବା ବେଳେ କର୍ମୀ ମାନଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା l ଶତାଧିକ ସଂଖ୍ୟାରେ କଂଗ୍ରେସ କର୍ମୀମାନେ ଏକତ୍ରିତ ହୋଇ ବିଭିନ୍ନ ନାରାବାଜି ଦେଇ ହାତରେ ଦଳୀୟ ପତାକା ଧରି ଗ୍ରାମରେ ପଦଯାତ୍ରା କରା ଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମ ର ପୂର୍ଣ୍ଣ ସହଯୋଗ ତଥା ଶ୍ରୀଯୁକ୍ତ ଉଗ୍ରେସନ ବାରାଟ ଙ୍କ ନେତୃତ୍ୱରେ ଆଜିର ଏହି କଂଗ୍ରେସ ପଦଯାତ୍ରା ପରିଚାଳିତ ହୋଇଥିଲା l ତା ସଂଗେ ସଂଗେ ସନ୍ତୋଷ ନାଏକ, ବାସୁଦେବ ନାଏକ, ପର୍ଶୁରାମ ନାଏକ, ପଦ୍ମଲୋଚନ ବରାଟ, ରାଜା ପଣ୍ଡା, ବ୍ୟାସଦେବ ନାଏକ, କାର୍ତିକ ବରାଟ, ଘନ ବରାଟ, ଗରୁଡ଼ ପଧାନ, ଦିବ୍ୟଲୋଚନ ବେହେରା ଉକ୍ତ କାର୍ଯ୍ୟକ୍ରମ ରେ ପ୍ରମୁଖ ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଟିମନଭାଟି , ସାଲେଡିଗ୍ରି ଓ ମାର୍ଲାଡ଼ ଗ୍ରାମରେ ସଙ୍ଗୀତ ଶିକ୍ଷା ପାଇଁ ପ୍ରବେଶ ଉତ୍ସବ   11-May-2024
  ଜିଲ୍ଲା  
ସିନ୍ଧେକେଲାରେ ଭଗବାନ ଶ୍ରୀ ପର୍ଶୁରାମଙ୍କ ଜନ୍ମୋତ୍ସବ ବହୁ ଧୁମଧାମରେ ପାଳିତ   11-May-2024
  ଜିଲ୍ଲା  
ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଓ ଜିଲ୍ଲା ସଂଯୋଜକଙ୍କୁ ସମ୍ବର୍ଦ୍ଧନା   11-May-2024
  ଜିଲ୍ଲା  
ବଲାଙ୍ଗିର: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସାମ୍ବାଦିକଙ୍କୁ କଟକଣା   10-May-2024
  ରାଜନୀତି  
ପର୍ଶୁରାମ ଜୟନ୍ତୀକୁ ନିଆରା ଢଙ୍ଗରେ ପାଳନ କଲେ ବିନିକା ଅଞ୍ଚଳର ବ୍ରହ୍ମ ସମାଜ   10-May-2024
  ଜିଲ୍ଲା  
ତହଁକ୍ କୁଟୁମ୍ ତରଫରୁ ସାହିତ୍ୟପ୍ରାଣ କବି ଖଗେଶ୍ବର ସେଠଙ୍କ ଜୟନ୍ତୀ ପାଳନ, କବି ଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପ୍ରଦାନ ପାଇଁ ଦାବୀ   10-May-2024
  ଜିଲ୍ଲା  
ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଓଲିଉଡ ତାରକାଙ୍କ ନିର୍ବାଚନ ପ୍ରଚାର   10-May-2024
  ଜିଲ୍ଲା  
ବୌଦ୍ଧ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଟିପିଶୋଲ ଏବଂ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ   10-May-2024
  ଜିଲ୍ଲା  
ବିଜେଡ଼ି ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ରେ ଓଲିଉଡ ତାରକା ଙ୍କ ନିର୍ବାଚନ ପ୍ରଚାର, ଖଡିଆଳ ଠାରୁ ସିନାପାଲି ଏବଂ ବୋଡ଼େନ ଠାରେ ରୋଡ ସୋ   10-May-2024
  ଜିଲ୍ଲା  
ପକୁଡ଼ି ଖାଇ ଶିଶୁ ଓ ମହିଳାଙ୍କ ସମେତ ୧୫ ଜଣ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି   10-May-2024
  ଜିଲ୍ଲା  
ଲୋକଙ୍କ ସାମାଜିକ,ଆର୍ଥିକ ସୁରକ୍ଷା ଆମ ପରବର୍ତୀ ଲକ୍ଷ -ସମରେନ୍ଦ୍ର, ଲୋକଙ୍କ ସହ ରହୁନଥିବା ନେତାଙ୍କୁ ବରଖାସ୍ତ କରନ୍ତୁ ଜନତା -ସମରେନ୍ଦ୍ର   10-May-2024
  ଅପରାଧ  
ପୂର୍ବତନ କବ୍ଜା ସଭାପତିଙ୍କୁ ଶ୍ରଦ୍ଧାଞ୍ଜଳି   10-May-2024

You Might Also Like