-+91-9937148622 |

prerana_bgr@rediffmail.com |

  Saturday 11th May 2024 |

| | | |

R.N.I. Regd No. ODIODI/2010/46693

Breaking News

ଟିମନଭାଟି , ସାଲେଡିଗ୍ରି ଓ ମାର୍ଲାଡ଼ ଗ୍ରାମରେ ସଙ୍ଗୀତ ଶିକ୍ଷା ପାଇଁ ପ୍ରବେଶ ଉତ୍ସବ   (11-May-2024)       ||      ସିନ୍ଧେକେଲାରେ ଭଗବାନ ଶ୍ରୀ ପର୍ଶୁରାମଙ୍କ ଜନ୍ମୋତ୍ସବ ବହୁ ଧୁମଧାମରେ ପାଳିତ   (11-May-2024)       ||      ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଓ ଜିଲ୍ଲା ସଂଯୋଜକଙ୍କୁ ସମ୍ବର୍ଦ୍ଧନା   (11-May-2024)       ||      ବଲାଙ୍ଗିର: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସାମ୍ବାଦିକଙ୍କୁ କଟକଣା   (10-May-2024)       ||      ପର୍ଶୁରାମ ଜୟନ୍ତୀକୁ ନିଆରା ଢଙ୍ଗରେ ପାଳନ କଲେ ବିନିକା ଅଞ୍ଚଳର ବ୍ରହ୍ମ ସମାଜ    (10-May-2024)       ||      ତହଁକ୍ କୁଟୁମ୍ ତରଫରୁ ସାହିତ୍ୟପ୍ରାଣ କବି ଖଗେଶ୍ବର ସେଠଙ୍କ ଜୟନ୍ତୀ ପାଳନ, କବି ଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପ୍ରଦାନ ପାଇଁ ଦାବୀ    (10-May-2024)       ||      ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଓଲିଉଡ ତାରକାଙ୍କ ନିର୍ବାଚନ ପ୍ରଚାର   (10-May-2024)       ||      ବୌଦ୍ଧ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଟିପିଶୋଲ ଏବଂ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ   (10-May-2024)       ||      ବିଜେଡ଼ି ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ରେ ଓଲିଉଡ ତାରକା ଙ୍କ ନିର୍ବାଚନ ପ୍ରଚାର, ଖଡିଆଳ ଠାରୁ ସିନାପାଲି ଏବଂ ବୋଡ଼େନ ଠାରେ ରୋଡ ସୋ   (10-May-2024)       ||      ପକୁଡ଼ି ଖାଇ ଶିଶୁ ଓ ମହିଳାଙ୍କ ସମେତ ୧୫ ଜଣ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି   (10-May-2024)       ||      ଲୋକଙ୍କ ସାମାଜିକ,ଆର୍ଥିକ ସୁରକ୍ଷା ଆମ ପରବର୍ତୀ ଲକ୍ଷ -ସମରେନ୍ଦ୍ର, ଲୋକଙ୍କ ସହ ରହୁନଥିବା ନେତାଙ୍କୁ ବରଖାସ୍ତ କରନ୍ତୁ ଜନତା -ସମରେନ୍ଦ୍ର    (10-May-2024)       ||      ପୂର୍ବତନ କବ୍ଜା ସଭାପତିଙ୍କୁ ଶ୍ରଦ୍ଧାଞ୍ଜଳି    (10-May-2024)       ||      ୧୦ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ବାୱକର ସ୍ୱପ୍ନିଳ ଶରଦ, ଆଇ.ଆର.ଏସ ଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ଖର୍ଚ୍ଚ ପରିଚାଳନା ର ସମୀକ୍ଷା:- ଲକ୍ଷାଧିକ ରୁ ଉର୍ଦ୍ଧ ଟଙ୍କାର ଲେଣ ଦେଣଉପରେ ଗୁରୁତ୍ୱାରୋପ :-   (10-May-2024)       ||      ପ୍ରଚାରରେ କୋମଳମତି ଶିଶୁଙ୍କୁ ବ୍ୟବହାର କରୁଛନ୍ତି ଅରବିନ୍ଦ ଢାଲି, ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକୁ ଢ଼ାଲିଙ୍କ ଖୋଲାଖୋଲି ଉଲଂଘନ    (10-May-2024)       ||      ବୌଦ୍ଧ ଜିଲ୍ଲା କୃଷି ଗବେଷଣା କେନ୍ଦ୍ରରେ ଅକ୍ଷୟ ତୃତୀୟା ଦିବସ ପାଳିତ    (10-May-2024)       ||      34 ନଂ. ଜୋନ ର ବିଭିନ୍ନ ଗ୍ରାମ କୁ ଯାଇ ଭୋଟ ପ୍ରଚାର କଲେ ଲୋଇସିଂହା ନିର୍ବାଚନ ବିଜେପି ବିଧାୟକ ପାର୍ଥୀ   (10-May-2024)       ||      କନ୍ଧମାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ସଭା: ବିରୋଧୀଙ୍କ ଆତ୍ମ ପ୍ରଚାରରୁ ଦୂରେଇ ରହିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆହ୍ବାନ   (10-May-2024)       ||      *ଡ଼. ଶିବରାମ ନାୟକ* ନର୍ଲା ନିର୍ବାଚନ ମଣ୍ଡଳୀ ରେ ଜୋରଦାର ପ୍ରଚାର   (10-May-2024)       ||      ଭକ୍ତଙ୍କ ୟୋରକର ରେ ବିଜେପି ବୋଲଡ ଆଉ ବିଜେଡି ରନ ଆଉଟ !.. ପ୍ରଚାର ମୈଦାନ ରେ ଭେଟେରାନ ଭକ୍ତ ଯୁବ ଓ ମହିଳା ଙ୍କ ବିପୁଳ ସମର୍ଥନ !!   (10-May-2024)       ||      ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଅଘଟଣ,ନିଖୋଜ ଦାଦନ ଶ୍ରମିକ ର ମାଁ ପଚାରୁଛି, ମୋ ହଜିଲା ପୁଅ କୁ କିଏ ଖୋଜି ଆଣିଦେବ ?   (10-May-2024)       ||     

HOME   ଜିଲ୍ଲା

କଣ୍ଟାମାଳ: ଜେ.ଏମ.ଏଫ.ସି କୋର୍ଟ ବଧୂ ନିର୍ଯ୍ୟାତନା ମାମଲାରେ ଶାଶୁକୁ ଦୁଇବର୍ଷ ସଶ୍ରମ କାରାଦଣ୍ଡ 

27-Apr-2024



କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ): କଣ୍ଟାମାଳ ତଳିପଡ଼ାର ବ୍ରଜେଶ୍ବରୀ ବେହେରାଙ୍କୁ ବଧୂ ନିର୍ଯ୍ୟାତନା ମାମଲାରେ ୨ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି କଣ୍ଟାମାଳ ଜେଏମଏଫସି ର ବିଚାରପତି ସତ୍ୟନାରାୟଣ ଦାଶ l ସୂଚନାଯୋଗ୍ୟ ଯେ ୨୦୦୮ ମସିହାରେ କଣ୍ଟାମାଳ ତଳିପଡ଼ାର ରଞ୍ଜନ କୁମାର ବେହେରାଙ୍କ ସହିତ ଭବାନୀପାଟଣାର ପ୍ରୀତି ବେହେରା ବୈଦିକ ରୀତିନୀତିରେ ବିବାହ କରିଥିଲେ l କିନ୍ତୁ ସ୍ୱାମୀ ଓ ଶାଶୁଙ୍କ ଦ୍ୱାରା ବାରମ୍ବାର ନିର୍ଯ୍ୟାତନାର ଶିକାର ହୋଇ ନିଜର ଏକମାତ୍ର ଶିଶୁପୁତ୍ର ସହିତ ଘର ଛାଡିଥିଲେ ଅଭିଯୋଗକାରିଣୀ ପ୍ରୀତି ବେହେରା l    ବିବାଦର ଆପୋଷ ସମାଧାନ ପାଇଁ ସମସ୍ତ ପ୍ରଚେଷ୍ଟା ବିଫଳ ହେବାପରେ ପରିଶେଷରେ ୨୦୧୬ ମସିହାରେ କଣ୍ଟାମାଳ ଥାନାର ଦ୍ୱାରସ୍ଥ ହୋଇ ଏତଲା ଦେଇଥିଲେ ପ୍ରୀତି l ଏହି ଆଧାରରେ କଣ୍ଟାମାଳ ଥାନା କେଶ ନମ୍ବର ୧୧୬/୧୬ ରେ ପଞ୍ଜିକୃତ ହୋଇ ଅଦାଲତରେ ସିଟି କେଶ ନମ୍ବର ୨୭୮/୧୬ରେ ବିଚରାଧିନଥିଲା l ଦୀର୍ଘ ୮ ବର୍ଷର ଶୁଣାଣି ପରେ ମାନ୍ୟବର ଜେ.ଏମ.ଏଫ.ସି କୋର୍ଟ ୧୪ଜଣ ସାକ୍ଷ୍ୟଙ୍କ ବଳିଷ୍ଠ ବୟାନ ଓ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରାମାଣିକ ଦସ୍ତାବିଜ ଆଧାରରେ ଅଭିଯୁକ୍ତ ଶାଶୁ ବ୍ରଜେଶ୍ବରୀ ବେହେରାଙ୍କୁ ଆଇପିସି ଧାରା ୪୯୮ (କ) ଓ ୩୨୮ରେ ଦୋଷୀ ସାବ୍ୟସ୍ତ କରିଛନ୍ତି  l  ଦଫା ୪୯୮(କ) ରେ ଦୋଷୀକୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ  ଓ ୫ହଜାର ଟଙ୍କା ଜୋରିମାନା ଓ ଜୋରିମାନା ଅନାଦେୟରେ ଅଧିକ ୩୦ଦିନ ସଶ୍ରମ କାରାଦଣ୍ଡାଦେଶ ହୋଇଥିବା ବେଳେ ଦଫା ୩୨୩ରେ ୬ମାସ ସଶ୍ରମ କାରଦଣ୍ଡ ଓ ୧ହଜାର ଟଙ୍କା ଜୋରିମାନା ଓ ଜୋରିମାନା ଅନାଦେୟରେ ଅଧିକ ୨୦ ଦିନର ସଶ୍ରମ କାରାଦଣ୍ଡାଦେଶ ହୋଇଛି l ପ୍ରକାଶ ଥାଉକି ପୀଡ଼ିତା ତଥା ଅଭିଯୋଗକାରିଣୀଙ୍କ ସ୍ୱାମୀଙ୍କ କିଛିଦିନ ପୂର୍ବରୁ ଦେହାନ୍ତ ହୋଇଯାଇଛି l ଏଣୁ କେବଳ ଶାଶୁଙ୍କ ବିରୋଧରେ ଫଇସଲା ଶୁଣାଣି ହୋଇଥିଲା l ସରକାରଙ୍କ ତରଫରୁ କ୍ୟାଡର ଏପିପି ସାଇ ରଞ୍ଜନ ମହାନନ୍ଦିଆ ଏହି ମାମଲା ପରିଚାଳନା କରିଥିଲେ   l


News Comment




Photo in News

Advertisment
Lastest News
  ଜିଲ୍ଲା  
ଟିମନଭାଟି , ସାଲେଡିଗ୍ରି ଓ ମାର୍ଲାଡ଼ ଗ୍ରାମରେ ସଙ୍ଗୀତ ଶିକ୍ଷା ପାଇଁ ପ୍ରବେଶ ଉତ୍ସବ   11-May-2024
  ଜିଲ୍ଲା  
ସିନ୍ଧେକେଲାରେ ଭଗବାନ ଶ୍ରୀ ପର୍ଶୁରାମଙ୍କ ଜନ୍ମୋତ୍ସବ ବହୁ ଧୁମଧାମରେ ପାଳିତ   11-May-2024
  ଜିଲ୍ଲା  
ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଓ ଜିଲ୍ଲା ସଂଯୋଜକଙ୍କୁ ସମ୍ବର୍ଦ୍ଧନା   11-May-2024
  ଜିଲ୍ଲା  
ବଲାଙ୍ଗିର: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସାମ୍ବାଦିକଙ୍କୁ କଟକଣା   10-May-2024
  ରାଜନୀତି  
ପର୍ଶୁରାମ ଜୟନ୍ତୀକୁ ନିଆରା ଢଙ୍ଗରେ ପାଳନ କଲେ ବିନିକା ଅଞ୍ଚଳର ବ୍ରହ୍ମ ସମାଜ   10-May-2024
  ଜିଲ୍ଲା  
ତହଁକ୍ କୁଟୁମ୍ ତରଫରୁ ସାହିତ୍ୟପ୍ରାଣ କବି ଖଗେଶ୍ବର ସେଠଙ୍କ ଜୟନ୍ତୀ ପାଳନ, କବି ଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପ୍ରଦାନ ପାଇଁ ଦାବୀ   10-May-2024
  ଜିଲ୍ଲା  
ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଓଲିଉଡ ତାରକାଙ୍କ ନିର୍ବାଚନ ପ୍ରଚାର   10-May-2024
  ଜିଲ୍ଲା  
ବୌଦ୍ଧ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଟିପିଶୋଲ ଏବଂ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ   10-May-2024
  ଜିଲ୍ଲା  
ବିଜେଡ଼ି ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ରେ ଓଲିଉଡ ତାରକା ଙ୍କ ନିର୍ବାଚନ ପ୍ରଚାର, ଖଡିଆଳ ଠାରୁ ସିନାପାଲି ଏବଂ ବୋଡ଼େନ ଠାରେ ରୋଡ ସୋ   10-May-2024
  ଜିଲ୍ଲା  
ପକୁଡ଼ି ଖାଇ ଶିଶୁ ଓ ମହିଳାଙ୍କ ସମେତ ୧୫ ଜଣ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି   10-May-2024
  ଜିଲ୍ଲା  
ଲୋକଙ୍କ ସାମାଜିକ,ଆର୍ଥିକ ସୁରକ୍ଷା ଆମ ପରବର୍ତୀ ଲକ୍ଷ -ସମରେନ୍ଦ୍ର, ଲୋକଙ୍କ ସହ ରହୁନଥିବା ନେତାଙ୍କୁ ବରଖାସ୍ତ କରନ୍ତୁ ଜନତା -ସମରେନ୍ଦ୍ର   10-May-2024
  ଅପରାଧ  
ପୂର୍ବତନ କବ୍ଜା ସଭାପତିଙ୍କୁ ଶ୍ରଦ୍ଧାଞ୍ଜଳି   10-May-2024

You Might Also Like