-+91-9937148622 |

prerana_bgr@rediffmail.com |

  Saturday 11th May 2024 |

| | | |

R.N.I. Regd No. ODIODI/2010/46693

Breaking News

ସ୍ଵାଧୀନ ପ୍ରାର୍ଥୀ ଆୟକର ବିଭାଗ ଅବସରପ୍ରାପ୍ତ କମିଶନର ଶ୍ରୀକାନ୍ତ ଚାଟାର୍ଜୀ ଶେଷ ନିର୍ବାଚନ ପ୍ରଚାର, ସମଲେଶ୍ବରୀ ମନ୍ଦିର ଠାରେ ନିର୍ବାଚନର ଅନ୍ତିମ ଭାଷଣ ଦେବେ   (11-May-2024)       ||      ଖଡ଼ିଆଳ ସହର ଦୈନିକ ବଜାର ରେ ବିଜେପି ଦଳୀୟ ପ୍ରାର୍ଥୀ ହିତେଶ କୁମାର ବଗର୍ତ୍ତି ଙ୍କ ନିର୍ବାଚନ ପ୍ରଚାର   (11-May-2024)       ||      ଦୁଇ ବସ ମୁହାଁମୁହିଁ ଧକ୍କା ଚାଳକ ମୃତ,୨୦ ଆହତ   (11-May-2024)       ||      ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ମୁଠି ଅନୁକୂଳ   (11-May-2024)       ||      ଟିମନଭାଟି , ସାଲେଡିଗ୍ରି ଓ ମାର୍ଲାଡ଼ ଗ୍ରାମରେ ସଙ୍ଗୀତ ଶିକ୍ଷା ପାଇଁ ପ୍ରବେଶ ଉତ୍ସବ   (11-May-2024)       ||      ସିନ୍ଧେକେଲାରେ ଭଗବାନ ଶ୍ରୀ ପର୍ଶୁରାମଙ୍କ ଜନ୍ମୋତ୍ସବ ବହୁ ଧୁମଧାମରେ ପାଳିତ   (11-May-2024)       ||      ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଓ ଜିଲ୍ଲା ସଂଯୋଜକଙ୍କୁ ସମ୍ବର୍ଦ୍ଧନା   (11-May-2024)       ||      ବଲାଙ୍ଗିର: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସାମ୍ବାଦିକଙ୍କୁ କଟକଣା   (10-May-2024)       ||      ପର୍ଶୁରାମ ଜୟନ୍ତୀକୁ ନିଆରା ଢଙ୍ଗରେ ପାଳନ କଲେ ବିନିକା ଅଞ୍ଚଳର ବ୍ରହ୍ମ ସମାଜ    (10-May-2024)       ||      ତହଁକ୍ କୁଟୁମ୍ ତରଫରୁ ସାହିତ୍ୟପ୍ରାଣ କବି ଖଗେଶ୍ବର ସେଠଙ୍କ ଜୟନ୍ତୀ ପାଳନ, କବି ଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପ୍ରଦାନ ପାଇଁ ଦାବୀ    (10-May-2024)       ||      ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଓଲିଉଡ ତାରକାଙ୍କ ନିର୍ବାଚନ ପ୍ରଚାର   (10-May-2024)       ||      ବୌଦ୍ଧ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଟିପିଶୋଲ ଏବଂ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ   (10-May-2024)       ||      ବିଜେଡ଼ି ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ରେ ଓଲିଉଡ ତାରକା ଙ୍କ ନିର୍ବାଚନ ପ୍ରଚାର, ଖଡିଆଳ ଠାରୁ ସିନାପାଲି ଏବଂ ବୋଡ଼େନ ଠାରେ ରୋଡ ସୋ   (10-May-2024)       ||      ପକୁଡ଼ି ଖାଇ ଶିଶୁ ଓ ମହିଳାଙ୍କ ସମେତ ୧୫ ଜଣ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି   (10-May-2024)       ||      ଲୋକଙ୍କ ସାମାଜିକ,ଆର୍ଥିକ ସୁରକ୍ଷା ଆମ ପରବର୍ତୀ ଲକ୍ଷ -ସମରେନ୍ଦ୍ର, ଲୋକଙ୍କ ସହ ରହୁନଥିବା ନେତାଙ୍କୁ ବରଖାସ୍ତ କରନ୍ତୁ ଜନତା -ସମରେନ୍ଦ୍ର    (10-May-2024)       ||      ପୂର୍ବତନ କବ୍ଜା ସଭାପତିଙ୍କୁ ଶ୍ରଦ୍ଧାଞ୍ଜଳି    (10-May-2024)       ||      ୧୦ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ବାୱକର ସ୍ୱପ୍ନିଳ ଶରଦ, ଆଇ.ଆର.ଏସ ଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ଖର୍ଚ୍ଚ ପରିଚାଳନା ର ସମୀକ୍ଷା:- ଲକ୍ଷାଧିକ ରୁ ଉର୍ଦ୍ଧ ଟଙ୍କାର ଲେଣ ଦେଣଉପରେ ଗୁରୁତ୍ୱାରୋପ :-   (10-May-2024)       ||      ପ୍ରଚାରରେ କୋମଳମତି ଶିଶୁଙ୍କୁ ବ୍ୟବହାର କରୁଛନ୍ତି ଅରବିନ୍ଦ ଢାଲି, ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକୁ ଢ଼ାଲିଙ୍କ ଖୋଲାଖୋଲି ଉଲଂଘନ    (10-May-2024)       ||      ବୌଦ୍ଧ ଜିଲ୍ଲା କୃଷି ଗବେଷଣା କେନ୍ଦ୍ରରେ ଅକ୍ଷୟ ତୃତୀୟା ଦିବସ ପାଳିତ    (10-May-2024)       ||      34 ନଂ. ଜୋନ ର ବିଭିନ୍ନ ଗ୍ରାମ କୁ ଯାଇ ଭୋଟ ପ୍ରଚାର କଲେ ଲୋଇସିଂହା ନିର୍ବାଚନ ବିଜେପି ବିଧାୟକ ପାର୍ଥୀ   (10-May-2024)       ||     

HOME   ଜିଲ୍ଲା

ନିର୍ବାଚନ କୁ ଦୃଷ୍ଟି ରେ ରଖି ଉମେରକୋଟ ଏସ୍ଡ଼ିପିଓଙ୍କ ତତ୍ଵାବଧାନ ରେ ମାଓ ପ୍ରବଣ ଅଂଚଳରେ ଫ୍ଲାଗ ମାର୍ଚ୍ଚ

28-Apr-2024



ନବରଙ୍ଗପୁର (ମିହିର ଶଙ୍କର ପାତ୍ର,) ଉମେରକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କିଛି ସୀମାନ୍ତ ଅଂଚଳ ପ୍ରବଳ ମାଓ ପ୍ରବଣ ଅଂଚଳ ଭାବେ ଜଣା ଶୁଣା ବିଗତ ଦିନ ରେ ମାଓବାଦୀ ମାନେ ସୀମାନ୍ତ ର ଏକ ଥାନା କୁ ଟାର୍ଗେଟ କରି ବୋମା ସାହାଯ୍ୟ ରେ ସମ୍ପୂର୍ଣ ଉଡାଇଦେଇଥିଲେ ସମ୍ପୂର୍ଣ ଭାବେ ଘନ ଜଙ୍ଗଲ ରେ ପରିପୂର୍ଣ ତଥା ପଡୋଶୀ ରାଜ୍ୟ ର ସୀମାନ୍ତ ସହ ଲାଗି ରହି ଥିବାରୁ ମାଓ ବାଦୀ ଙ୍କ ଚଳ ଚଞ୍ଚଳ ଏହି ଅଞ୍ଚଳ ରେ ରହି ଆସୁଅଛି ଆସନ୍ତା ଦିନ ରେ ରାଜ୍ୟରେ ସାଧାରଣ ନିର୍ବାଚନ ଲାଗି ନବରଙ୍ଗପୁର ଏସପି ରୋହିତ ବର୍ମା ଙ୍କ ନିର୍ଦେଶ କ୍ରମେ ଉମେରକୋଟ ଏସ୍ଡ଼ିପିଓ ମଧୁ ଶିକ୍ତା ମିଶ୍ର ଙ୍କ ତତ୍ଵାବଧାନ ରେ କୁନ୍ଦେଇ ଥାନା iic ପ୍ରଶାନ୍ତ କୁମାର ସେଠି ଓ ଏକ ପ୍ଲାଟୁନ ପୋଲିସ ଫୋର୍ସ ଓ ସି ଆର ପି ଏଫ ଅସସିଷ୍ଟାଣ୍ଟ କୋମାଣ୍ଡେଣ୍ଟ ମିଥିଳେଶ କୁମାର, ସବ ଇନେ୍ସ୍ପେକଟର କେ ଏସ ମାଥିଉ ଓ ତାଙ୍କ ଏକ ପ୍ଲାଟୁନ ଯବାନ ଙ୍କ ମିଳିତ ଉଦ୍ୟମରେ ରାଇଘର ବି ଡି ଓ ଲକ୍ଷୀ ସାଗର ମାଝୀ ଓ ରାଇଘର ଏଡିସନାଲ ତହସିଲଦାର ସିମାଞ୍ଚଳ ପାତ୍ର ଙ୍କ ଉପସ୍ଥିତି ରେ ସୀମାନ୍ତ ଖୁଡୁକୁ ପଂଚାୟତ ର ଅତି ସମ୍ବେଦନଶୀଳ ଅଂଚଳ ମାନଙ୍କ ତଥା ମୁଖ୍ୟ ପଂଚାୟତ ରେ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା ଫଳସ୍ୱରୂପ ସାଧାରଣ ଜନତା ଙ୍କୁ ପୋଲିସ ଉପରେ ବିଶ୍ୱାସ ହେବା ସହ ପୋଲିସ ତାଙ୍କ ସାଙ୍ଗରେ ଅଛନ୍ତି ଏବଂ ନିର୍ଭିକ ଭାବରେ ଅଞ୍ଚଳ ରେ ଜୀବନ ଜାପନ ସହ ଯେକୌଣସି ମୁହୁର୍ତରେ ପୋଲିସ ର ସହାୟତା ଉପଲବ୍ଧ ରହିବ ବୋଲି ଏସ୍ଡ଼ିପିଓ ଅଞ୍ଚଳ ବାସୀ ଙ୍କୁ ଆଶ୍ୱାସ୍ଥ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ଵାଧୀନ ପ୍ରାର୍ଥୀ ଆୟକର ବିଭାଗ ଅବସରପ୍ରାପ୍ତ କମିଶନର ଶ୍ରୀକାନ୍ତ ଚାଟାର୍ଜୀ ଶେଷ ନିର୍ବାଚନ ପ୍ରଚାର, ସମଲେଶ୍ବରୀ ମନ୍ଦିର ଠାରେ ନିର୍ବାଚନର ଅନ୍ତିମ ଭାଷଣ ଦେବେ   11-May-2024
  ଜିଲ୍ଲା  
ଖଡ଼ିଆଳ ସହର ଦୈନିକ ବଜାର ରେ ବିଜେପି ଦଳୀୟ ପ୍ରାର୍ଥୀ ହିତେଶ କୁମାର ବଗର୍ତ୍ତି ଙ୍କ ନିର୍ବାଚନ ପ୍ରଚାର   11-May-2024
  ଜିଲ୍ଲା  
ଦୁଇ ବସ ମୁହାଁମୁହିଁ ଧକ୍କା ଚାଳକ ମୃତ,୨୦ ଆହତ   11-May-2024
  ଜିଲ୍ଲା  
ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ମୁଠି ଅନୁକୂଳ   11-May-2024
  ଜିଲ୍ଲା  
ଟିମନଭାଟି , ସାଲେଡିଗ୍ରି ଓ ମାର୍ଲାଡ଼ ଗ୍ରାମରେ ସଙ୍ଗୀତ ଶିକ୍ଷା ପାଇଁ ପ୍ରବେଶ ଉତ୍ସବ   11-May-2024
  ଜିଲ୍ଲା  
ସିନ୍ଧେକେଲାରେ ଭଗବାନ ଶ୍ରୀ ପର୍ଶୁରାମଙ୍କ ଜନ୍ମୋତ୍ସବ ବହୁ ଧୁମଧାମରେ ପାଳିତ   11-May-2024
  ଜିଲ୍ଲା  
ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଓ ଜିଲ୍ଲା ସଂଯୋଜକଙ୍କୁ ସମ୍ବର୍ଦ୍ଧନା   11-May-2024
  ଜିଲ୍ଲା  
ବଲାଙ୍ଗିର: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସାମ୍ବାଦିକଙ୍କୁ କଟକଣା   10-May-2024
  ରାଜନୀତି  
ପର୍ଶୁରାମ ଜୟନ୍ତୀକୁ ନିଆରା ଢଙ୍ଗରେ ପାଳନ କଲେ ବିନିକା ଅଞ୍ଚଳର ବ୍ରହ୍ମ ସମାଜ   10-May-2024
  ଜିଲ୍ଲା  
ତହଁକ୍ କୁଟୁମ୍ ତରଫରୁ ସାହିତ୍ୟପ୍ରାଣ କବି ଖଗେଶ୍ବର ସେଠଙ୍କ ଜୟନ୍ତୀ ପାଳନ, କବି ଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପ୍ରଦାନ ପାଇଁ ଦାବୀ   10-May-2024
  ଜିଲ୍ଲା  
ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଓଲିଉଡ ତାରକାଙ୍କ ନିର୍ବାଚନ ପ୍ରଚାର   10-May-2024
  ଜିଲ୍ଲା  
ବୌଦ୍ଧ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଟିପିଶୋଲ ଏବଂ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ   10-May-2024

You Might Also Like