-+91-9937148622 |

prerana_bgr@rediffmail.com |

  Monday 13th May 2024 |

| | | |

R.N.I. Regd No. ODIODI/2010/46693

Breaking News

୩ ଟା ସୁଦ୍ଧା ନୂଆପଡ଼ା ଜିଲ୍ଲାର ମତଦାନ   (13-May-2024)       ||      ବିଜେପିଶୂନ୍ୟ ହେଉଛି ତରଭାବ୍ଲକର ମେଣ୍ଡା ଜୋନ, ଆସନ୍ତୁଷ୍ଟନେତା ଓ କର୍ମି ବିଜେପିଛାଡି ବିଜେଡିରେ ଯୋଗଦେଲେ   (13-May-2024)       ||      ୧୫ରେ ବଲାଙ୍ଗିର ପହଞ୍ଚିବେ ରାହୁଲ, ରାହୁଲଙ୍କ ଗସ୍ତ ପାଇଁ କଂଗ୍ରେସ ଶିବିର ଚଳଚଞ୍ଚଳ    (13-May-2024)       ||      ମହୁ ମାଛି ଆକ୍ରମଣ ରେ ପଣ୍ଡିତ ଅନନ୍ତ ରାମ ମିଶ୍ର ଗୁରୁତର ଆହତମେଡିକାଲ୍ ରେ ଚିକିତ୍ସିତ   (13-May-2024)       ||      ମହୁ ମାଛି ଆକ୍ରମଣ ରେ ପଣ୍ଡିତ ଅନନ୍ତ ରାମ ମିଶ୍ର ଗୁରୁତର ଆହତମେଡିକାଲ୍ ରେ ଚିକିତ୍ସିତ   (13-May-2024)       ||      ରକ୍ତ ଅଭାବରୁ କେହି ଜୀବନ ହାରିବେ ନାହିଁ-ରାମା ଦେବୀ ଜୈନ   (12-May-2024)       ||      ରାଜପାଲି ମଠରେ ଅଲେଖ ମହିମା ବ୍ରହ୍ମଧୂନି ସ୍ଥାପନ   (12-May-2024)       ||      ମହେନ୍ଦ୍ରି ଛକ ନିକଟ ରାଜ୍ୟ ରାଜପଥ କଡରେଥିବା ଜଙ୍ଗଲରେ ବୁଲୁଛନ୍ତି ୨ଟି ଭାଲୁ,ଲୋକ ଭୟଭୀତ   (12-May-2024)       ||      ଧର୍ମ ପରାୟଣ ମହିଳାଙ୍କ ପରଲୋକ   (12-May-2024)       ||      ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରଚାର ଗାଡିକୁ ଆକ୍ରମଣ କରି ବ୍ୟାନର ସମ୍ପୂର୍ଣ ନଷ୍ଟ କରିଥିବା ଅଭିଯୋଗ   (12-May-2024)       ||      ନୂଆପଡ଼ା ନେସନାଲ କଲେଜ୍ ପରିସର ମଧ୍ୟରେ ଜିଲ୍ଲା ନିର୍ବାଚନ ନିୟନ୍ତ୍ରଣ କକ୍ଷ ରୁ ନିର୍ବାଚନ କର୍ମଚାରୀ ବୁଥ ଅଭିମୁଖେ ଯାତ୍ରା, ସଫଳତା ସହ ମତଦାନ କେନ୍ଦ୍ର ରେ ପହଞ୍ଚିବା ନେଇ ଜିଲ୍ଲାପାଳ ପ୍ରକାଶ*   (12-May-2024)       ||      ନୂଆପଡ଼ା ଜିଲ୍ଲାର ୪୦ ଗୋଟି ସଖୀ ବୁଥ ପାଇଁ ମଧ୍ୟ ମହିଳା ନିର୍ବାଚନ କର୍ମଚାରୀ ନିୟୋଜିତ, ଆଦର୍ଶ ବୁଥ ରୂପେ ବିବାହ ମଣ୍ଡପ ପରି ସୁସଜ୍ଜିତ   (12-May-2024)       ||      କଣ୍ଟାବାଞ୍ଜି ଓ ବଲାଙ୍ଗୀର ନିର୍ବାଚନମଣ୍ଡଳିରେ ନବୀନଙ୍କ ମାରାଥନ ପ୍ରଚାର, ମିଛ କହି କୁମ୍ଭିରକାନ୍ଦଣା କାନ୍ଦୁଛି ବିଜେପି-ନବୀନ ପଟ୍ଟନାୟକ, ବିଜେପି ବିଦ୍ୟୁତବିଲ ଛାଡ କଥାକହି ଦିନବେଳା ଲଣ୍ଠନ ଦେଖାଉଛନ୍ତି-ପାଣ୍ଡିଆନ   (12-May-2024)       ||      ନାଗରିକ ବିକାଶ ସଂଗଠନ ପକ୍ଷରୁ ଜନ ଇସ୍ତାହାରକୁ ନେଇ ସାମ୍ବାଦିକ ସମ୍ମିଳନୀ   (12-May-2024)       ||      ଚନ୍ଦାହାଣ୍ଡି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ ଦୁର୍ଘଟଣାରେ ୧୭ ଜଣ ଗୁରୁତର   (12-May-2024)       ||      ପାଟଣାଗଡରେ ବିଜେଡି ବିଧାୟକ ପ୍ରାର୍ଥୀ ଙ୍କ ନିର୍ବାଚନୀ ପ୍ରଚାର    (12-May-2024)       ||      ଆଜି ସିନ୍ଧେକେଲା ଆସିବେ ମୁଖ୍ୟମନ୍ତ୍ରୀ   (12-May-2024)       ||      ବେଲପଡା ବ୍ଲକ ର ବିଭିନ୍ନ ଗ୍ରାମ ରେ ନିର୍ବାଚନୀ ପ୍ରଚାର କରୁଛନ୍ତି ପାଟଣାଗଡ ବିଜେଡି ବିଧାୟକ ପ୍ରାର୍ଥୀ    (11-May-2024)       ||      ଦୟନୀୟ ଅବସ୍ଥାରେ ଠାକୁରପୁର ରାସ୍ତା, ଲୋକଙ୍କ ଯିବା ଆସିବା ରେ ହେଉଛି ଅସୁବିଧା   (11-May-2024)       ||      ନିର୍ବାଚନ କାମରେ ଆସି ଦୁର୍ଘଟଣାରେ ଚାଲିଗଲା ଜୀବନ   (11-May-2024)       ||     

HOME   ଜିଲ୍ଲା

ତୁଷୁରା ସୀତାଦେବୀ ପବ୍ଳିକ ସ୍କୁଲ ଖୋଳିବା ପାଇଁ କରିଥିବା ଏଗ୍ରିମେଣ୍ଟ ପ୍ଳଟରେ- ସ୍କୁଲ ଚାଳିଛି ଅନ୍ୟ ପ୍ଳଟରେ ଖବର ପ୍ରସାରଣ ପରେ ଏକ୍ସନ ମୋଡରେ ରାଜ୍ୟ ସରକାର

07-Oct-2022



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ତୁଷୁରା ସୀତାଦେବୀ ପବ୍ଳିକ ସ୍କୁଲ ଖୋଳିବା କରିଥିବା ଏଗ୍ରିମେଣ୍ଟ ପ୍ଳଟରେ ହୋଇଥିବା ବେଳେ ସ୍କୁଲ ଚାଳିଛି ଅନ୍ୟ ପ୍ଳଟରେ ଚାଳିଥିବା ପ୍ରଥମେ ପ୍ରେରଣା ଖବର କାଗଜରେ ପ୍ରସାରଣ ପରେ ଏକ୍ସନ ମୋଡରେ ତଦନ୍ତ ନିର୍ଦ୍ଦେଶ ହେଇଥିଲେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ଜନ ସୁନାନୀ ପୋର୍ଟାଲ ପତ୍ର ନମ୍ବର CMO202286931 କୁ ଆଧାରରେ ତୁଷୁରା ପୋଲିସ ଉକ୍ତ ସ୍କୁଲକୁ ଯାଇ ତଦନ୍ତ କରିବା ସହ ଏକ ରିପୋର୍ଟ ମଧ୍ଯ ପ୍ରଦାନ କରିଥିବା ଜଣାପଡିଛି। ଗତ ତା-୯-୯-୨୦୨୨ ରେ ବଲାଙ୍ଗୀର ଜିଲ୍ଲା ଶିକ୍ଷାଧିକାରୀଙ୍କ ପତ୍ର ସଂଖା ନମ୍ବର XVI-Alleg-01/22-7628 ରେ ଗୁଡ଼ଭେଲାବ୍ଳକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସାତ ଦିନ ମଧ୍ଯରେ ଉକ୍ତ ସ୍କୁଲର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ। ଏତେ ଘଟଣାପରେ ମଧ୍ଯ ସ୍କୁଲ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ବୁଦ୍ଧିଜୀବୀ ମହଳରେ ପ୍ରଶ୍ନବାଚୀ ସୃଷ୍ଟି ହୋଉଛି। ପ୍ରାପ୍ତ ସୂଚନା ମୁତାବକ ତୁଷୁରା ମ୍ୟୈଜାର ପ୍ଳଟ ନମ୍ବର ୪୩୪୵୧୬୧୫ରେ ସୀତାଦେବୀ ପବ୍ଳିକ ସ୍କୁଲ ଚାଳିବା ପାଇଁ ୧୬ ନଭେମ୍ବର ୨୦୧୮ ମସିହାରେ  Tenancy Agreement ଜରିଆରେ ୫ବର୍ଷ ପାଇଁ ରେଜିଷ୍ଟ୍ରେସନ ହୋଇଛି। କିନ୍ତୁ ଏବେ ଉକ୍ତ ସ୍କୁଲଟି ୫ଜଣଙ୍କ ମାଳିକାକାରରେ  ତୁଷୁରା ତହସିଲ ଖାତା ନମ୍ବର ୪୨୧୵୧୦୮୩ର ପ୍ଳଟ ନମ୍ବର ୪୩୪୵୧୬୨୭ ଓ ୧୬୫୩୵୨୭୩୯ ରେ ଚାଳିଛି।  ଏଥି ପାଇଁ  ପ୍ରାୟ ସମୟରେ ବିବାଦୀୟ ଦେଖା ଦେଉଥିବା ମଧ୍ଯ ନଜିର ରହିଛି ।


News Comment




Photo in News

Advertisment
Lastest News
୩ ଟା ସୁଦ୍ଧା ନୂଆପଡ଼ା ଜିଲ୍ଲାର ମତଦାନ   13-May-2024
  ଜିଲ୍ଲା  
ବିଜେପିଶୂନ୍ୟ ହେଉଛି ତରଭାବ୍ଲକର ମେଣ୍ଡା ଜୋନ, ଆସନ୍ତୁଷ୍ଟନେତା ଓ କର୍ମି ବିଜେପିଛାଡି ବିଜେଡିରେ ଯୋଗଦେଲେ   13-May-2024
  ରାଜନୀତି  
୧୫ରେ ବଲାଙ୍ଗିର ପହଞ୍ଚିବେ ରାହୁଲ, ରାହୁଲଙ୍କ ଗସ୍ତ ପାଇଁ କଂଗ୍ରେସ ଶିବିର ଚଳଚଞ୍ଚଳ   13-May-2024
  ଜିଲ୍ଲା  
ମହୁ ମାଛି ଆକ୍ରମଣ ରେ ପଣ୍ଡିତ ଅନନ୍ତ ରାମ ମିଶ୍ର ଗୁରୁତର ଆହତମେଡିକାଲ୍ ରେ ଚିକିତ୍ସିତ   13-May-2024
  ଜିଲ୍ଲା  
ମହୁ ମାଛି ଆକ୍ରମଣ ରେ ପଣ୍ଡିତ ଅନନ୍ତ ରାମ ମିଶ୍ର ଗୁରୁତର ଆହତମେଡିକାଲ୍ ରେ ଚିକିତ୍ସିତ   13-May-2024
  ଜିଲ୍ଲା  
ରକ୍ତ ଅଭାବରୁ କେହି ଜୀବନ ହାରିବେ ନାହିଁ-ରାମା ଦେବୀ ଜୈନ   12-May-2024
  ଜିଲ୍ଲା  
ରାଜପାଲି ମଠରେ ଅଲେଖ ମହିମା ବ୍ରହ୍ମଧୂନି ସ୍ଥାପନ   12-May-2024
  ଜିଲ୍ଲା  
ମହେନ୍ଦ୍ରି ଛକ ନିକଟ ରାଜ୍ୟ ରାଜପଥ କଡରେଥିବା ଜଙ୍ଗଲରେ ବୁଲୁଛନ୍ତି ୨ଟି ଭାଲୁ,ଲୋକ ଭୟଭୀତ   12-May-2024
  ଜିଲ୍ଲା  
ଧର୍ମ ପରାୟଣ ମହିଳାଙ୍କ ପରଲୋକ   12-May-2024
  ରାଜନୀତି  
ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରଚାର ଗାଡିକୁ ଆକ୍ରମଣ କରି ବ୍ୟାନର ସମ୍ପୂର୍ଣ ନଷ୍ଟ କରିଥିବା ଅଭିଯୋଗ   12-May-2024
  ଜିଲ୍ଲା  
ନୂଆପଡ଼ା ନେସନାଲ କଲେଜ୍ ପରିସର ମଧ୍ୟରେ ଜିଲ୍ଲା ନିର୍ବାଚନ ନିୟନ୍ତ୍ରଣ କକ୍ଷ ରୁ ନିର୍ବାଚନ କର୍ମଚାରୀ ବୁଥ ଅଭିମୁଖେ ଯାତ୍ରା, ସଫଳତା ସହ ମତଦାନ କେନ୍ଦ୍ର ରେ ପହଞ୍ଚିବା ନେଇ ଜିଲ୍ଲାପାଳ ପ୍ରକାଶ*   12-May-2024
  ଜିଲ୍ଲା  
ନୂଆପଡ଼ା ଜିଲ୍ଲାର ୪୦ ଗୋଟି ସଖୀ ବୁଥ ପାଇଁ ମଧ୍ୟ ମହିଳା ନିର୍ବାଚନ କର୍ମଚାରୀ ନିୟୋଜିତ, ଆଦର୍ଶ ବୁଥ ରୂପେ ବିବାହ ମଣ୍ଡପ ପରି ସୁସଜ୍ଜିତ   12-May-2024

You Might Also Like