-+91-9937148622 |

prerana_bgr@rediffmail.com |

  Sunday 12th May 2024 |

| | | |

R.N.I. Regd No. ODIODI/2010/46693

Breaking News

ବେଲପଡା ବ୍ଲକ ର ବିଭିନ୍ନ ଗ୍ରାମ ରେ ନିର୍ବାଚନୀ ପ୍ରଚାର କରୁଛନ୍ତି ପାଟଣାଗଡ ବିଜେଡି ବିଧାୟକ ପ୍ରାର୍ଥୀ    (11-May-2024)       ||      ଦୟନୀୟ ଅବସ୍ଥାରେ ଠାକୁରପୁର ରାସ୍ତା, ଲୋକଙ୍କ ଯିବା ଆସିବା ରେ ହେଉଛି ଅସୁବିଧା   (11-May-2024)       ||      ନିର୍ବାଚନ କାମରେ ଆସି ଦୁର୍ଘଟଣାରେ ଚାଲିଗଲା ଜୀବନ   (11-May-2024)       ||      Hhj   (11-May-2024)       ||      ବଲାଙ୍ଗିରରେ ସମରେନ୍ଦ୍ର ଙ୍କ ଭୋଟ ଭିକ୍ଷା, ପ୍ରଧାନମନ୍ତ୍ରୀ କି ମୁଖ୍ୟମନ୍ତ୍ରୀଙ୍କ ଫମ୍ପା ପ୍ରତିଶୃତିରେ ଲୋକେ ଭୋଟ ଦେବେ ନାହିଁ - ସମରେନ୍ଦ୍ର   (11-May-2024)       ||      ଖୁଣ୍ଟିଗୋରା ଫ୍ଲଡ଼ ଲାଇଟ କ୍ରିକେଟ ଉଦଯାପିତ ସିଂହାରୀକୁ ହରାଇ ଉତ୍ତରବାହାଲ ଚମ୍ପିଆନ   (11-May-2024)       ||      ଅବକାରୀ ବିଭାଗ ଦ୍ୱାରା ୭ କ୍ଵିଣ୍ଟାଲ ୨୦ କେଜି ମହୁଲ ଜବତ, ଜଣେ ଗିରଫ l   (11-May-2024)       ||      ସୋନପୁର ବିଜେପି ର ମିଶ୍ରଣ ପର୍ବ ଓ ନିର୍ବାଚନୀ ପ୍ରଚାର ଶୋଭାଯାତ୍ରା   (11-May-2024)       ||      ନିର୍ବାଚନ ସୁ ପରିଚାଳନା ନିମନ୍ତେ ସାଧାରଣ ପର୍ଯ୍ୟବେକ୍ଷକ ଙ୍କ ଅଧ୍ୟକ୍ଷତାରେ ସେକ୍ଟର ଅଧିକାରୀ ଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ :-   (11-May-2024)       ||      ଭକ୍ତ ଙ୍କ ମାରାଥନ ପ୍ରଚାରରେ ଭୋଟର ଉତ୍ସାହିତ , ଯୁବ ଭୋଟର ଓ ମହିଳା ଙ୍କ ବିପୁଳ ସ୍ୱାଗତ . ବିରୋଧୀ ଶିବିର ଭକ୍ତଙ୍କ ରଣକୌଶଳ   (11-May-2024)       ||      ବଲାଙ୍ଗୀରରେ ବ୍ରାହ୍ମଣସମାଜ ପକ୍ଷରୁ ଭଗବାନ ପର୍ଶୁରାମ ଜୟନ୍ତି,ସହରରେ ବିଶାଳ ଶୋଭାଯାତ୍ରା   (11-May-2024)       ||      ଜିଲ୍ଲାରେ ଅନୁଷ୍ଠିତ ହେଲା ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ    (11-May-2024)       ||      *ଡ଼. ଶିବରାମ ନାୟକ* ନର୍ଲା ନିର୍ବାଚନ ମଣ୍ଡଳୀ ରେ ଘରକୁ ଘର ବୁଲି ମାରାଥନ ପ୍ରଚାର:   (11-May-2024)       ||      ବିଜେପିର ବିଜୟ ସଂକଳ୍ପ ସମାବେଶ.. ଦୁର୍ନୀତିଗ୍ରସ୍ତ ଓଡିଶାସରକାର ବଦଳିବା ଦରକାର-ପ୍ରଧାନମନ୍ତ୍ରୀ ମୋଦୀ   (11-May-2024)       ||      ବିଜୟ ସଂକଳ୍ପ ସମାବେଶରେ ନବୀନଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ ନବୀନ ତାଙ୍କ ନିର୍ବାଚନ ମଣ୍ଡଳୀ ର ୧୦ ଟି ଗାଁ ର ନାଁ କହି ପାରିବେ ନି , ଏପରି ମୁଖ୍ୟମନ୍ତ୍ରୀ ଙ୍କୁ ବାଜା ବଜାଇ ବିଦା କରନ୍ତୁ    (11-May-2024)       ||      ସ୍ଵାଧୀନ ପ୍ରାର୍ଥୀ ଆୟକର ବିଭାଗ ଅବସରପ୍ରାପ୍ତ କମିଶନର ଶ୍ରୀକାନ୍ତ ଚାଟାର୍ଜୀ ଶେଷ ନିର୍ବାଚନ ପ୍ରଚାର, ସମଲେଶ୍ବରୀ ମନ୍ଦିର ଠାରେ ନିର୍ବାଚନର ଅନ୍ତିମ ଭାଷଣ ଦେବେ   (11-May-2024)       ||      ଖଡ଼ିଆଳ ସହର ଦୈନିକ ବଜାର ରେ ବିଜେପି ଦଳୀୟ ପ୍ରାର୍ଥୀ ହିତେଶ କୁମାର ବଗର୍ତ୍ତି ଙ୍କ ନିର୍ବାଚନ ପ୍ରଚାର   (11-May-2024)       ||      ଦୁଇ ବସ ମୁହାଁମୁହିଁ ଧକ୍କା ଚାଳକ ମୃତ,୨୦ ଆହତ   (11-May-2024)       ||      ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ମୁଠି ଅନୁକୂଳ   (11-May-2024)       ||      ଟିମନଭାଟି , ସାଲେଡିଗ୍ରି ଓ ମାର୍ଲାଡ଼ ଗ୍ରାମରେ ସଙ୍ଗୀତ ଶିକ୍ଷା ପାଇଁ ପ୍ରବେଶ ଉତ୍ସବ   (11-May-2024)       ||     

HOME   ଅପରାଧ

ବଲାଙ୍ଗିର କଂଗ୍ରେସ ଲୋକସଭା ପ୍ରାର୍ଥୀ ମନୋଜ ମିଶ୍ରଙ୍କ ଡୁଙ୍ଗୁରିପାଲିରେ ପ୍ରଚାର

27-Apr-2024



ଡୁଙ୍ଗୁରିପାଲି(ପ୍ରେରଣା ଖବର)-ବଲାଙ୍ଗିର ଲୋକସଭା କଂଗ୍ରେସ ପ୍ରାର୍ଥୀ ମନୋଜ ମିଶ୍ର ଆଜି ଡୁଙ୍ଗୁରିପାଲି ବ୍ଲକର ପ୍ରଚାର ଆରମ୍ଭ କରିଛନ୍ତି । ସେ ପ୍ରଥମେ ଏହି ବ୍ଳକର ଚେରୁପାଲିରେ ପହଞ୍ଚିବା ପରେ ସେଠାରେ କର୍ମୀମାନେ ସ୍ବାଗତ କରିଥିଲେ । ପରେ ଚେରୁପାଲି ପରିକ୍ରମା କରି ଡୁଙ୍ଗୁରିପାଲି ରାମମନ୍ଦିରଠାରେ ବ୍ଲକ କଂଗ୍ରେସ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ରାମମନ୍ଦିରରେ ପହଞ୍ଚିବା ପରେ ଆରତୀ ସାହୁ, ମୁକୁନ୍ଦ ମେହେର, ଜଗନ୍ନାଥ ତ୍ରୀବେଦୀ ପ୍ରମୁଖ ଉପଢୌକନ ଓ ପୁଷ୍ପମାଲ୍ୟ ଦେଇ ସ୍ବାଗତ କରିଥିଲେ । ସେଠାରେପୂଜାର୍ଚ୍ଚନା ପରେ ବ୍ଲକ କଂଗ୍ରେସ ସଭାପତି ଚିତ୍ତରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ସହର ପରିକ୍ରମା କରିଥିଲେ । ଏହି ଅବସରରେ ସେ ଗଣମାଧ୍ଯକୁ ତାଙ୍କର ପ୍ରତିକ୍ରୀୟାରେ ବିରୋଧୀଙ୍କ ଡ ବର୍ଷିଥିଲେ । ବିଜେପିର ୪ଶହ ପାର, ଡବଲ ଇଞ୍ଜିନ, ୨୫ ବର୍ଷର ବିଜେଡି ସରକାରକୁ କଟାକ୍ଷ କରିଥିଲେ । ଯେଉଁ ସରକାର ୨୫ ବର୍ଷରେ ଦାଦନ ସମସ୍ୟା , ଜଳ ସେଚନ, ଶୀଳ୍ପ ପ୍ରତିଷ୍ଠା କରି ନପାରି କେବଳ ମଦଭାଟି ସୃଷ୍ଟି କରିପାରିଛି ସେଭଳି ସରକାରଙ୍କୁ ତଟି ଦେବା ଓ ବିଜେପି ସରକାର କେନ୍ଦ୍ରରେ ବିଜେଡି ସହିତ ମିଶି ଦୂର୍ନୀତିରେ ସହଭାଗି ହୋଇଥିବା କହି ଅମିତ ଶାହାଙ୍କ ଓଡିଶା ପ୍ରତି କୁମ୍ଭୀର କାନ୍ଦଣା ବୋଲି କହିଥିଲେ । ଏଣୁ କଂଗ୍ରେସ ସରକାର ଗରୀବ, ଚାଷ ସରକାର । ଏ ସରକାର ଆସିଲେ ଓଡିଶାର ବିକାଶର ମାନଚିତ୍ର ବଦଳି ଯିବ ବୋଲି କହିଥିଲେ । ଏହାପରେ ସେ ବିଭିନ୍ନ ଅଂଚଳ ବୁଲି ଲୋକଙ୍କ ସହିତ ମିଶି ଭୋଟ ଭିକ୍ଷା କରିଥିଲେ । ତାଙ୍କ ସହିତ ସୋନପୁର ବିଧାନ ସଭା ପ୍ରାର୍ଥୀ ପ୍ରୀୟବ୍ରତ ସାହୁ ମଧ୍ୟ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବେଲପଡା ବ୍ଲକ ର ବିଭିନ୍ନ ଗ୍ରାମ ରେ ନିର୍ବାଚନୀ ପ୍ରଚାର କରୁଛନ୍ତି ପାଟଣାଗଡ ବିଜେଡି ବିଧାୟକ ପ୍ରାର୍ଥୀ   11-May-2024
  ଜିଲ୍ଲା  
ଦୟନୀୟ ଅବସ୍ଥାରେ ଠାକୁରପୁର ରାସ୍ତା, ଲୋକଙ୍କ ଯିବା ଆସିବା ରେ ହେଉଛି ଅସୁବିଧା   11-May-2024
  ଜିଲ୍ଲା  
ନିର୍ବାଚନ କାମରେ ଆସି ଦୁର୍ଘଟଣାରେ ଚାଲିଗଲା ଜୀବନ   11-May-2024
Hhj   11-May-2024
  ଜିଲ୍ଲା  
ବଲାଙ୍ଗିରରେ ସମରେନ୍ଦ୍ର ଙ୍କ ଭୋଟ ଭିକ୍ଷା, ପ୍ରଧାନମନ୍ତ୍ରୀ କି ମୁଖ୍ୟମନ୍ତ୍ରୀଙ୍କ ଫମ୍ପା ପ୍ରତିଶୃତିରେ ଲୋକେ ଭୋଟ ଦେବେ ନାହିଁ - ସମରେନ୍ଦ୍ର   11-May-2024
  ଜିଲ୍ଲା  
ଖୁଣ୍ଟିଗୋରା ଫ୍ଲଡ଼ ଲାଇଟ କ୍ରିକେଟ ଉଦଯାପିତ ସିଂହାରୀକୁ ହରାଇ ଉତ୍ତରବାହାଲ ଚମ୍ପିଆନ   11-May-2024
  ଜିଲ୍ଲା  
ଅବକାରୀ ବିଭାଗ ଦ୍ୱାରା ୭ କ୍ଵିଣ୍ଟାଲ ୨୦ କେଜି ମହୁଲ ଜବତ, ଜଣେ ଗିରଫ l   11-May-2024
  ଜିଲ୍ଲା  
ସୋନପୁର ବିଜେପି ର ମିଶ୍ରଣ ପର୍ବ ଓ ନିର୍ବାଚନୀ ପ୍ରଚାର ଶୋଭାଯାତ୍ରା   11-May-2024
  ଜିଲ୍ଲା  
ନିର୍ବାଚନ ସୁ ପରିଚାଳନା ନିମନ୍ତେ ସାଧାରଣ ପର୍ଯ୍ୟବେକ୍ଷକ ଙ୍କ ଅଧ୍ୟକ୍ଷତାରେ ସେକ୍ଟର ଅଧିକାରୀ ଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ :-   11-May-2024
  ଜିଲ୍ଲା  
ଭକ୍ତ ଙ୍କ ମାରାଥନ ପ୍ରଚାରରେ ଭୋଟର ଉତ୍ସାହିତ , ଯୁବ ଭୋଟର ଓ ମହିଳା ଙ୍କ ବିପୁଳ ସ୍ୱାଗତ . ବିରୋଧୀ ଶିବିର ଭକ୍ତଙ୍କ ରଣକୌଶଳ   11-May-2024
  ଜିଲ୍ଲା  
ବଲାଙ୍ଗୀରରେ ବ୍ରାହ୍ମଣସମାଜ ପକ୍ଷରୁ ଭଗବାନ ପର୍ଶୁରାମ ଜୟନ୍ତି,ସହରରେ ବିଶାଳ ଶୋଭାଯାତ୍ରା   11-May-2024
  ଜିଲ୍ଲା  
ଜିଲ୍ଲାରେ ଅନୁଷ୍ଠିତ ହେଲା ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ   11-May-2024

You Might Also Like