-+91-9937148622 |

prerana_bgr@rediffmail.com |

  Thursday 1st May 2025 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରକ-ବାଇକ୍ ଧକ୍କା.... ଜଣେ ମୃତ ଜଣେ ଗୁରୁତର   (30-Apr-2025)       ||      ଅକ୍ଷୟ ତୃତୀୟରେ ଅକ୍ଷି ମୁଠି ଅନୁକୁଳ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ    (30-Apr-2025)       ||      ପବିତ୍ର ଅକ୍ଷୟ ତୃତୀୟା ଚଳ ଚଞ୍ଚଳ ଶବର ପୀଠ,ମତାତ୍ ବନ୍ନମ୍ ବା ଅକ୍ଷର ବ୍ରହ୍ମ ପୀଠ   (30-Apr-2025)       ||      ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ   (30-Apr-2025)       ||      ଦୁଇ ଶିକ୍ଷକଙ୍କ ଅବସର ପରେ ସ୍କୁଲ ବନ୍ଦ   (30-Apr-2025)       ||      ଭକ୍ତକବି ଜୟଦେବ ଜୟନ୍ତୀ ଉତ୍ସବ ଏବଂ ଆଲୋଚନାଚକ୍ର ଅନୁଷ୍ଠିତ   (30-Apr-2025)       ||      ବରପାଲିରେ ପର୍ଶୁରାମ ଜୟନ୍ତୀ ପାଳିତ   (30-Apr-2025)       ||      ପୋକ୍ସୋ ଆଇନ ସଚେତନତା କାର୍ଯ୍ୟକ୍ରମ    (30-Apr-2025)       ||      ବରପାଲିର ମହାନ ପୌରାଣିକ ଶୀତଳ ଷଷ୍ଠୀ ଯାତ୍ରା କମିଟିର ସାଧାରଣ ବୈଠକ ଅନୁଷ୍ଠିତ   (30-Apr-2025)       ||      ଜିଲ୍ଲାସ୍ତରୀୟ କୃଷକ ଦିବସ ୨୦୨୫ ପାଳନ :- ଧାନ ସହ ଅଧିକରୁ ଅଧିକ ଅର୍ଥନୈତିକ ଚାଷ ଉପରେ ଧ୍ୟାନ ଦେବାକୁ ଚାଷୀଙ୍କୁ ଆହ୍ୱାନ :-   (30-Apr-2025)       ||      ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷ ରୁ ଅକ୍ଷୀୟତୃତିଆ ପାଳିତ, ଧାନ ବିହନ ମୁଠି ଅନୁକୂଳ   (30-Apr-2025)       ||      ବିଜେପି କୃଷକ ମୋର୍ଚ୍ଚା ତରଫରୁ ଅକ୍ଷୟ ତୃତୀୟା ପାଳିତ ହୋଇ   (30-Apr-2025)       ||      ବିନିକା ବ୍ରହ୍ମ ସମାଜ ତରଫରୁ ପର୍ଶୁରାମ ଜୟନ୍ତୀ ପାଳିତ(ଜଗତର କଲ୍ୟାଣ ହେଉଛି ବ୍ରାହ୍ମଣଙ୍କ ଲକ୍ଷ୍ୟ)   (30-Apr-2025)       ||      ବିଂଝାଲ ସଭା ବୈଠକରେ ସୁଧାଂଶୁ ବରିହା ଙ୍କୁ ଶ୍ରଦ୍ଧାଞ୍ଜଳି   (30-Apr-2025)       ||      ପଦ୍ମପୁର ବ୍ରାହ୍ମଣ ସମାଜ କଲ୍ୟାଣ ମଣ୍ଡପ ଉଦଘାଟିତ   (30-Apr-2025)       ||      ପଦ୍ମପୁର ବ୍ରାହ୍ମଣ ସମାଜ କଲ୍ୟାଣ ମଣ୍ଡପ ଉଦଘାଟିତ   (30-Apr-2025)       ||      ମଇ ମାସ ୨୩ ତାରିଖରୁ ଆରମ୍ଭ ହେବ ଧାନ କ୍ରୟ    (30-Apr-2025)       ||      ୮୪ ଘର ଅଘରିଆ ସମାଜ ତରଫରୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୂଳ    (30-Apr-2025)       ||      ଜାରିଂ ହାଇସ୍କୁଲ ହିନ୍ଦୀ ଶିକ୍ଷକ ଙ୍କ ଅବସର ଗ୍ରହଣ   (30-Apr-2025)       ||      ପବିତ୍ର ଅକ୍ଷୟ ତୃତୀୟା ଏବଂ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ   (30-Apr-2025)       ||     

HOME   ଅପରାଧ

ଗଞ୍ଜେଇ ଜବତ, ଜଣେ ଗିରଫ 

03-Apr-2024



କଣ୍ଟାମାଲ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): କଣ୍ଟାମାଳ ବ୍ଲକ ଘଣ୍ଟାପଡା ପୋଲିସ ପକ୍ଷରୁ ଚଢାଉ କରାଯାଇ ୬କେଜି ଗଞ୍ଜେଇ ଜବତ କରିବା ସହିତ ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ସମ୍ପୃକ୍ତ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି l ସୂଚନା ପ୍ରକାରେ ପୋଲିସ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ବେଳେ ଲଣ୍ଡାଗାଁ ପଟରୁ ଆସୁଥିବା ଏକ ବାଇକକୁ ସିନ୍ଧୁଗୋରା ଛକରେ ପୋଲିସ ଅଟକାଇଥିଲା l ପୋଲିସକୁ ଦେଖି ବାଇକ ଚାଳକ ଫେରାର ହୋଇଥିବା ବେଳେ ବାଇକରେ ବସିଥିବା ବ୍ୟକ୍ତି ନିକଟରୁ ଗଞ୍ଜେଇ ମିଳିଥିଲା l ଜବତ ଗଞ୍ଜେଇ ଓଜନ କରିବାରୁ ୬ କେଜି ବୋଲି ପୋଲିସ ସୂତ୍ରରୁ ଜଣାପଡିଛି l ଗିରଫ ବ୍ୟକ୍ତି ଜଣକ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଖମନଖୋଲ ଗାଁର ପ୍ରେମଚାନ୍ଦ ଛତ୍ରିଆ(୨୦) ବୋଲି ଜଣାପଡିଛି l ପୋଲିସ ଏନେଇ ୫୯ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ନେଇ ଘଣ୍ଟାପଡା ଥାନା ଅଧିକାରୀ ମାଧବ ଚନ୍ଦ୍ର ଟାକ୍ରି ସୂଚନା ଦେଉଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରକ-ବାଇକ୍ ଧକ୍କା.... ଜଣେ ମୃତ ଜଣେ ଗୁରୁତର   30-Apr-2025
  ଜିଲ୍ଲା  
ଅକ୍ଷୟ ତୃତୀୟରେ ଅକ୍ଷି ମୁଠି ଅନୁକୁଳ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ   30-Apr-2025
  ଜିଲ୍ଲା  
ପବିତ୍ର ଅକ୍ଷୟ ତୃତୀୟା ଚଳ ଚଞ୍ଚଳ ଶବର ପୀଠ,ମତାତ୍ ବନ୍ନମ୍ ବା ଅକ୍ଷର ବ୍ରହ୍ମ ପୀଠ   30-Apr-2025
  ଜିଲ୍ଲା  
ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ   30-Apr-2025
  ଜିଲ୍ଲା  
ଦୁଇ ଶିକ୍ଷକଙ୍କ ଅବସର ପରେ ସ୍କୁଲ ବନ୍ଦ   30-Apr-2025
  ଜିଲ୍ଲା  
ଭକ୍ତକବି ଜୟଦେବ ଜୟନ୍ତୀ ଉତ୍ସବ ଏବଂ ଆଲୋଚନାଚକ୍ର ଅନୁଷ୍ଠିତ   30-Apr-2025
  ଜିଲ୍ଲା  
ବରପାଲିରେ ପର୍ଶୁରାମ ଜୟନ୍ତୀ ପାଳିତ   30-Apr-2025
  ଜିଲ୍ଲା  
ପୋକ୍ସୋ ଆଇନ ସଚେତନତା କାର୍ଯ୍ୟକ୍ରମ   30-Apr-2025
  ଜିଲ୍ଲା  
ବରପାଲିର ମହାନ ପୌରାଣିକ ଶୀତଳ ଷଷ୍ଠୀ ଯାତ୍ରା କମିଟିର ସାଧାରଣ ବୈଠକ ଅନୁଷ୍ଠିତ   30-Apr-2025
  ଜିଲ୍ଲା  
ଜିଲ୍ଲାସ୍ତରୀୟ କୃଷକ ଦିବସ ୨୦୨୫ ପାଳନ :- ଧାନ ସହ ଅଧିକରୁ ଅଧିକ ଅର୍ଥନୈତିକ ଚାଷ ଉପରେ ଧ୍ୟାନ ଦେବାକୁ ଚାଷୀଙ୍କୁ ଆହ୍ୱାନ :-   30-Apr-2025
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷ ରୁ ଅକ୍ଷୀୟତୃତିଆ ପାଳିତ, ଧାନ ବିହନ ମୁଠି ଅନୁକୂଳ   30-Apr-2025
  ଜିଲ୍ଲା  
ବିଜେପି କୃଷକ ମୋର୍ଚ୍ଚା ତରଫରୁ ଅକ୍ଷୟ ତୃତୀୟା ପାଳିତ ହୋଇ   30-Apr-2025

You Might Also Like