-+91-9937148622 |

prerana_bgr@rediffmail.com |

  Tuesday 17th September 2024 |

| | | |

R.N.I. Regd No. ODIODI/2010/46693

Breaking News

ଆଜି ମୋଦୀ ବାଣ୍ଟିବେ ‘ସୁଭଦ୍ରା’ ଟଙ୍କା: ପ୍ରଥମଥର ଓଡ଼ିଶାରେ ଜନ୍ମଦିନ ପାଳିବେ   (17-Sep-2024)       ||      ଆଦିମ ଜନଜାତି ଡଙ୍ଗରିଆ କନ୍ଧ ହୁଣ୍ଡାଡି ୱଡାକାଙ୍କୁ ପ୍ରଧାନମନ୍ତ୍ରୀ ଦେବେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ରାୟଗଡ଼ା ଜିଲ୍ଲା ପାଇଁ ଗର୍ବର ଦିନ   (16-Sep-2024)       ||      କେଳାକଟା ଗ୍ରାମରେ ସାଧୁ ସନ୍ଥ ସମାବେଶ ସହିତ ହେଲା ଉତ୍ସବ ମୁଖର   (16-Sep-2024)       ||      ବିଜୟାନନ୍ଦ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଦାବି    (16-Sep-2024)       ||      ମାଁ ଛେଉଣ୍ଡ ହାତୀ ଶାବକ କୁ ଉଦ୍ଧାର କରି ନନ୍ଦନ କାନନ ପଠାଇବା ପାଇଁ ନର୍ଲା ବନ ବିଭାଗର ପ୍ରସ୍ତୁତି   (16-Sep-2024)       ||      ବିଦ୍ୟୁତ ବିଭାଗ ଶାଖା ରେଙ୍ଗାଲିକ୍ୟାମ୍ପ ପକ୍ଷରୁ ଦେବଶିଳ୍ପୀ ବିଶ୍ଵକର୍ମା ଙ୍କ ପୂଜା ପାଳିତ   (16-Sep-2024)       ||      ନୂଆଁଦିଲ୍ଲୀ ରେ ଆୟୋଜିତ ସାତ ଦିବସୀୟ ଜାତୀୟ ସ୍ତରୀୟ କମ୍ୟୁନିଟି ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗଦେଲେ ଗାଇଡ କ୍ୟାପଟେନ ଅନସୂୟା ଦେବତା   (16-Sep-2024)       ||      ଟିକ୍ରାପଡା ଗାନ୍ଧି ପାଠାଗାର ରେ ନୁଆଁଖାଇ ଭେଟଘାଟ   (16-Sep-2024)       ||      ପ୍ରଧାନମନ୍ତ୍ରୀ ମୋଦିଜୀ ଙ୍କ ଜନ୍ମଦିନ ରେ ମିଳିବ ପ୍ରଥମ କିସ୍ତି ସୁଭଦ୍ରା ଯୋଜନା* *କନ୍ଧମାଳ ଜିଲ୍ଲାରେ ମୋଟ 142917 ମହିଳା ଆବେଦନ କାରି*   (16-Sep-2024)       ||      ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସୃଷ୍ଟି ଓ ପାଳନ କର୍ତ୍ତା ବିଶ୍ୱକର୍ମା ପୂଜା ଅନୁଷ୍ଠିତ    (16-Sep-2024)       ||      ବରଗଡ଼ ରେ ମହମ୍ମଦ ଜୟନ୍ତୀ ମହାସମାରୋହ ରେ ପାଳିତ: ଭବ୍ୟ ଶୋଭାଯାତ୍ରା ସହ ନଗରଭ୍ରମଣ    (16-Sep-2024)       ||      ରୂପ କାଫେ ଏଣ୍ଡ ରେଷ୍ଟୁରାଣ୍ଟ ର ଶୁଭ ଉଦ୍ଘାଟନ - ଉଦ୍ଘାଟନ କଲେ ସୁବର୍ଣ୍ଣପୁର ଏସପି   (16-Sep-2024)       ||      ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ପାଳିତ ହେଲା ବିଶ୍ୱକର୍ମା ପୂଜା।   (16-Sep-2024)       ||      ବୈଗାପଡା ରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ   (16-Sep-2024)       ||      ତପ୍ତପାଣି ଘାଟିରେ ଗଛକୁ ଧକ୍କା ଦେଲା ଯାତ୍ରୀବାହି ବସ୍   (16-Sep-2024)       ||      ବାହାର ରାଜ୍ୟକୁ ଚାଲାଣ ହେଉଥିବା ଶ୍ରମିକଙ୍କୁ ଉଦ୍ଧାର କଲା ବେଲପଡ଼ା ପୋଲିସ    (16-Sep-2024)       ||      ରଚନାର ନୁଆଁଖାଇ ଭେଟଘାଟ ଓ କବିତା ଆସର "ଶରତର ସୁର ଅନୁଷ୍ଠିତ "   (16-Sep-2024)       ||      ଲୋଇସିଂହା ସିଡିପିଓ ସଭାଗୃହ ରେ ସୁଭଦ୍ରା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ, ବିଜେପି କର୍ମକର୍ତା ଙ୍କ ଦ୍ୱାରା ସୁଭଦ୍ରା ପଦଯାତ୍ରା   (16-Sep-2024)       ||      ଜୀବନ ନାଟକରେ ଖୁସିର ସନ୍ଧାନ କରୁଛନ୍ତି ନଟ    (16-Sep-2024)       ||      ଯାତ୍ରୀ ପ୍ରତିକ୍ଷାଳୟ ନଥିବାରୁ ଯାତ୍ରୀ ହନ୍ତସନ୍ତ    (16-Sep-2024)       ||     

HOME   ଅପରାଧ

କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଂଚଳରେ ପୂର୍ବତନ ୱାର୍ଡ ସଭ୍ୟ ଦମ୍ପତି ଙ୍କୁ ହତ୍ୟା ,ମାଓବାଦି ଙ୍କ ସମ୍ପୃକ୍ତି ସନ୍ଦେହ 

09-Mar-2024



କନ୍ଧମାଳ: କାନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ସାଲାଗୁଡା ପଞ୍ଚାୟତ ଅଧୀନ ଡିଗାପଦର ଅଞ୍ଚଳରେ ଶନିବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି I ମିଳିଥିବା ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲାର ଗୋଛାପଡା ଥାନା ଅନ୍ତର୍ଗତ ଡିଗା ପଦର ଗାଁରେ ଲୋଇସିଂ ପଞ୍ଚାୟତ ଗୁମାନଡଣୀ ଗାଁ ର ଏକ ପୂର୍ବତନ ୱାର୍ଡ ସଭ୍ୟ ଦମ୍ପତି ଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରି ଫିଙ୍ଗିଦିଆଯାଇଥିବା ଦେଖିବାକୁ ମିଳିଛି I ସ୍ୱାମୀଙ୍କ ମୃତଦେହ ଏକ ନାଳ ପାଖରେ ଠାବ କରାଯାଇଥିବା ବେଳେ ସ୍ତ୍ରୀ ର ରକ୍ତଜୁଡୁବୁଡୁ ମୃତଦେହ ପାହାଡ଼ ଉପରୁ ଠାବ କରାଯାଇଛି I ତେବେ ଏହି ଅଞ୍ଚଳରେ ଗତ କିଛିଦିନ ହେଲା ମାଓ ଗତିଵିଧି ଲକ୍ଷ୍ୟକରାଯାଇଥିବା ବେଳେ ମାଓ ସଂଗଠନ ପକ୍ଷରୁ ଏହି ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ସୃଷ୍ଟି ହେଉଛି I ତେବେ ମୃତ ବ୍ୟକ୍ତି ଜଣକ ଗୋଛାପଡା ଥାନା ଲୋଇସିଂ ପଞ୍ଚାୟତ ଗୁମାନଦଣି ଗାର ପୂର୍ବତନ ୱାର୍ଡ ସଭ୍ୟ ଡାହିରା କହଁର ବୋଲି ଜଣାପଡିଥିବା ବେଳେ ଅନ୍ୟଜଣେ ତାଙ୍କ ସ୍ତ୍ରୀ ବତାସି କହଁର ବୋଲି ଜଣା ପଡିଛି I ତେବେ ଶୁକ୍ରବାର ରାତି ଶିବରାତ୍ରି ପାଇଁ ଅଞ୍ଚଳ ଟି ଚଳଚଞ୍ଚଳ ଥିବା ବେଳେ ମୃତ ଦମ୍ପତି ଗିଡାପଦର ଗାଁ ନିକଟରେ  ତାଙ୍କ ଚାଷ ଜମି ପାଖରେ ଥିବା କୁଡ଼ିଆ ରେ ଥିଲେ I ଏହି ସମୟରେ କିଛି ଦୁର୍ବୁତ୍ତ ଉଭୟ ଙ୍କୁ କୁଡ଼ିଆ ରୁ ଉଠାଇ ନେଇ ନିର୍ମମ ଭାବରେ ହତ୍ୟା କରିଛନ୍ତି I ଘଟଣା ସ୍ଥଳରୁ ପୋଲିସ ଏକା

ହାତୁଡି କୁ ମଧ୍ୟ୍ୟ ଜବତ କରିଛି I ଅନ୍ୟପଟେ ଘଟଣା ବିଷୟରେ ଖବର ପାଇ ଫୁଲବାଣୀ ସଦର ଏସ୍ଡ଼ିପିଓ ସୁପ୍ରସନ୍ନ ମଳିକ ଙ୍କ ସହ ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ଙ୍କ ସହ ଟିମ ପହଂଚି I ଘଟଣା ସ୍ଥଳଟି ମାଓ ଅଧିସୁତ ଅଞ୍ଚଳ ହୋଇଥିବାରୁ କଡା ସୁରକ୍ଷା ବ୍ୟବସ୍ତା ମଧ୍ୟ୍ୟରେ ଶବକୁ ଜବତ କଲାପରେ ଥାନାକୁ ଆଣି ତଦନ୍ତ ଜାରିରଖିଛନ୍ତି I ଅନ୍ୟପଟେ ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଏକପ୍ରକାର ଭୟରେ ବାତାବରଣ ସୃଷ୍ଟି ହୋଇଥିଵା ବେଳେ କିଛି ଲୋକ ଏହିଘାଟଣା କୁ ମାଓବାଦି ଭିଆଇ ଥିବା କହୁଥିବା ବେଳେ ଆଉକିଛି ଲୋକ ପୂର୍ବଶତ୍ରୁତା ରୁ ଏଭଳି ବିଭସ ହତ୍ୟା କାଣ୍ଡ ହୋଇଥାଇ ପାରେ ବୋଲି ମଟଦେଇଛନ୍ତି I

କନ୍ଧମାଳ ଜିଲ୍ଲା ରୁ ସୁଲୋଚନା ଦିଗାଲ ଙ୍କ ରିପୋର୍ଟ


News Comment




Photo in News

Advertisment
Lastest News
  ରାଜ୍ୟ  
ଆଜି ମୋଦୀ ବାଣ୍ଟିବେ ‘ସୁଭଦ୍ରା’ ଟଙ୍କା: ପ୍ରଥମଥର ଓଡ଼ିଶାରେ ଜନ୍ମଦିନ ପାଳିବେ   17-Sep-2024
  ଜିଲ୍ଲା  
ଆଦିମ ଜନଜାତି ଡଙ୍ଗରିଆ କନ୍ଧ ହୁଣ୍ଡାଡି ୱଡାକାଙ୍କୁ ପ୍ରଧାନମନ୍ତ୍ରୀ ଦେବେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ରାୟଗଡ଼ା ଜିଲ୍ଲା ପାଇଁ ଗର୍ବର ଦିନ   16-Sep-2024
  ଜିଲ୍ଲା  
କେଳାକଟା ଗ୍ରାମରେ ସାଧୁ ସନ୍ଥ ସମାବେଶ ସହିତ ହେଲା ଉତ୍ସବ ମୁଖର   16-Sep-2024
  ଜିଲ୍ଲା  
ବିଜୟାନନ୍ଦ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଦାବି   16-Sep-2024
  ଜିଲ୍ଲା  
ମାଁ ଛେଉଣ୍ଡ ହାତୀ ଶାବକ କୁ ଉଦ୍ଧାର କରି ନନ୍ଦନ କାନନ ପଠାଇବା ପାଇଁ ନର୍ଲା ବନ ବିଭାଗର ପ୍ରସ୍ତୁତି   16-Sep-2024
  ଜିଲ୍ଲା  
ବିଦ୍ୟୁତ ବିଭାଗ ଶାଖା ରେଙ୍ଗାଲିକ୍ୟାମ୍ପ ପକ୍ଷରୁ ଦେବଶିଳ୍ପୀ ବିଶ୍ଵକର୍ମା ଙ୍କ ପୂଜା ପାଳିତ   16-Sep-2024
  ଜିଲ୍ଲା  
ନୂଆଁଦିଲ୍ଲୀ ରେ ଆୟୋଜିତ ସାତ ଦିବସୀୟ ଜାତୀୟ ସ୍ତରୀୟ କମ୍ୟୁନିଟି ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗଦେଲେ ଗାଇଡ କ୍ୟାପଟେନ ଅନସୂୟା ଦେବତା   16-Sep-2024
  ଜିଲ୍ଲା  
ଟିକ୍ରାପଡା ଗାନ୍ଧି ପାଠାଗାର ରେ ନୁଆଁଖାଇ ଭେଟଘାଟ   16-Sep-2024
  ଜିଲ୍ଲା  
ପ୍ରଧାନମନ୍ତ୍ରୀ ମୋଦିଜୀ ଙ୍କ ଜନ୍ମଦିନ ରେ ମିଳିବ ପ୍ରଥମ କିସ୍ତି ସୁଭଦ୍ରା ଯୋଜନା* *କନ୍ଧମାଳ ଜିଲ୍ଲାରେ ମୋଟ 142917 ମହିଳା ଆବେଦନ କାରି*   16-Sep-2024
  ଜିଲ୍ଲା  
ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସୃଷ୍ଟି ଓ ପାଳନ କର୍ତ୍ତା ବିଶ୍ୱକର୍ମା ପୂଜା ଅନୁଷ୍ଠିତ   16-Sep-2024
  ଜିଲ୍ଲା  
ବରଗଡ଼ ରେ ମହମ୍ମଦ ଜୟନ୍ତୀ ମହାସମାରୋହ ରେ ପାଳିତ: ଭବ୍ୟ ଶୋଭାଯାତ୍ରା ସହ ନଗରଭ୍ରମଣ   16-Sep-2024
  ଜିଲ୍ଲା  
ରୂପ କାଫେ ଏଣ୍ଡ ରେଷ୍ଟୁରାଣ୍ଟ ର ଶୁଭ ଉଦ୍ଘାଟନ - ଉଦ୍ଘାଟନ କଲେ ସୁବର୍ଣ୍ଣପୁର ଏସପି   16-Sep-2024

You Might Also Like