-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ    (18-Oct-2026)       ||      ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||     

HOME   ଅପରାଧ

ବାଲିକୁଦା-ଏରସମା ରେ ସତ୍ୟ ସାରଥୀ ଙ୍କ ସପକ୍ଷରେ ସମର୍ଥନ ଓ ସମବେଦନାର ସ୍ରୋତ

06-May-2024



ଭୁବନେଶ୍ୱର/ବାଲିକୁଦା: ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତିଙ୍କ ସପକ୍ଷରେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ବିପୁଳ ସମର୍ଥନ ଓ ବ୍ୟାପକ ସମବେଦନାର ସୁଅ ଛୁଟୁଥିବା ଲକ୍ଷ୍ୟ କରାଯାଉଛି। ନିର୍ବାଚନୀ ରାଜନୀତିରେ ନୂତନ ଚେହେରା, ସତେଜ ବ୍ୟକ୍ତିତ୍ୱ, ସ୍ୱଚ୍ଛ ଭାବମୂର୍ତ୍ତି ବହନ କରିବା ସାଙ୍ଗକୁ ଜଣେ ଯଶସ୍ଵୀ ଭୂମିପୁତ୍ର

ଭାବରେ ସତ୍ୟ, ଜାତୀୟ ରାଜଧାନୀ କ୍ଷେତ୍ର ଗୁରୁଗ୍ରାମ ଠାରେ ଶିଳ୍ପଦ୍ୟୋଗୀ ଭାବରେ ଗଗନଚୁମ୍ବି ସଫଳତା ହାସଲ କରିବା ବିଷୟକୁ ସ୍ଥାନୀୟ ବାସୀନ୍ଦା ମାନେ ବେଶ ପସନ୍ଦ କରୁଛନ୍ତି। 

ଜଣେ ସୁଦକ୍ଷ, ସକ୍ରୀୟ ଓ ସଶକ୍ତ ଯୁବନେତା ଭାବରେ ତୃଣମୂଳ ସ୍ତରରେ ସଂସ୍କାର ମାଧ୍ୟମରେ କୌଶଳ ବିକାଶ, ଆତ୍ମନିଯୁକ୍ତି ଏଵଂ ନେତୃତ୍ୱ ସହିତ ସହଭାଗୀତା ଦ୍ୱାରା ଉଦ୍ୟୋଗୀକରଣ କୁ କାର୍ଯ୍ୟାନ୍ୱୟନ କରି ସମନ୍ବିତ ସାମାଜିକ ଓ ଅର୍ଥନୈତିକ ଉନ୍ନତିକୁ ସମ୍ଭବପର କରିବା ପାଇଁ ଶ୍ରୀ ମହାନ୍ତିଙ୍କ ଦ୍ୱାରା ପ୍ରସ୍ତୁତ ପାରଦର୍ଶୀ ଯୋଜନା ଭୋଟଦାତାମାନଙ୍କ ଦ୍ୱାରା ବେଶ ଆଦୃତ ହେଉଛି।ମାତ୍ର ୬ ମାସ ମଧ୍ୟରେ ବାଲିକୁଦା-ଏରସମା ଅଞ୍ଚଳର କାୟାକଳ୍ପକୁ ବଦଳାଇ ଦେଇଥିବା ସତ୍ୟ ସାରଥୀ ଏବେ ବିକାଶର ସାରଥୀ ସାଜିଥିବା ଦେଖାଯାଉଛି। ଭୋଟ ଦାତାମାନଙ୍କ ସହିତ ବ୍ୟକ୍ତିଗତ ସ୍ତରରେ ସିଧାସଳଖ ସମ୍ପର୍କ ରକ୍ଷା କରିବା, ପାର୍ଟିର  ସାଙ୍ଗଠନିକ  ଢାଞ୍ଚାକୁ ମଜବୂତ କରିବା, ହଜାର ହଜାର ଯୁବକ ଓ ମହିଳା କର୍ମୀ ଙ୍କୁ ସାମିଲ କରାଇ ଦଳର ଭିତ୍ତିକୁ ପରିବ୍ୟାପ୍ତ କରିବା ଏବଂ “ମୋ ମାଟି-ମୋ ଗାଁ : ଜନମତ" ନାମକ ଏକ ପ୍ରଯୁକ୍ତି ଆଧାରିତ  ସର୍ଭେ କରି ଲୋକ ମାନଙ୍କର ପ୍ରକୃତ ସମସ୍ୟା ଏବଂ ସେଗୁଡିକର ସମାଧାନର ସୁତ୍ରକୁ ଚିହ୍ନଟ କରିବାରେ ଶ୍ରୀ ମହାନ୍ତି ସଫଳକାମ ହୋଇଛନ୍ତି।ସତ୍ୟଙ୍କର ଗବେଷଣା ଭିତ୍ତିକ ରାଜନୀତି ଏବଂ ପ୍ରଯୁକ୍ତି ବିଦ୍ୟା ଆଧାରିତ ଅଭିନବ ଜନକଲ୍ୟାଣ କାର୍ଯ୍ୟକ୍ରମ ଖସଡ଼ା ଆବାଳ ବୃଦ୍ଧବନିତାଙ୍କ ମନକୁ ଛୁଇଁ ପାରିଛି।      

ବ୍ୟାପକ ମାତ୍ରାରେ ଦୁର୍ନୀତି ବାଲିକୁଦା-ଏରସମାର ଉନ୍ନୟନ କ୍ଷେତ୍ରରେ ସବୁଠାରୁ ବଡ଼ ବ୍ୟାଧକ ସାଜିଥିବା ଶ୍ରୀ ମହାନ୍ତି ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି। ଏଠାକାର ଅନ୍ୟାନ୍ୟ ଗୁରୁତର ସମସ୍ୟା ଗୁଡିକ ମଧ୍ୟରେ ସ୍ଥାନୀୟ ଯୁବକ ଯୁବତୀ ମାନେ ଉତ୍କଟ  ବେକାରୀ ପରିସ୍ଥିତିର ଶୀକାର  ହେବା,ଅତ୍ୟାଧୁନିକ ଚାଷ ଯନ୍ତ୍ରପାତି,  ବଜାରଗତ ସୁବିଧା,ଆବଶ୍ୟକୀୟ ଜଳସେଚନ ବ୍ୟବସ୍ଥା, ଶୀତଳ ଭଣ୍ଡାରର ମହଜୁଦି ,ବିକଳ୍ପ କୃଷି ନେଇ ସଚେତନତା ଆଦିର ଘୋର ଅଭାବ ଯୋଗୁଁ ଚାଷୀମାନେ ଉତ୍ପୀଡ଼ିତ ହେବା ଏବଂ କୁଶଳୀ ପାଠ୍ୟକ୍ରମ ବିହୁନେ ବିପର୍ଯ୍ୟସ୍ତ ହୋଇ ପଡିଥିବା ଶିକ୍ଷା ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ ବୋଲି ସେ ଦର୍ଶାଇଛନ୍ତି। ଥରେ ବିଧାୟକ ଭାବେ ନିର୍ବାଚିତ ହେଲେ ଏହି ସମସ୍ୟା ଗୁଡିକର ସମଧାନକୁ ସେ ସର୍ବାଧିକ ଅଗ୍ରାଧିକାର ଦେବେ ବୋଲି ସତ୍ୟ ପ୍ରକାଶ କରିଛନ୍ତି। ଲୋକ ମାନଙ୍କର ଆଶା ଓ ଆକାଂକ୍ଷାକୁ  ପୂରଣ କରିବା ଦିଗରେ ସେ ନିଶ୍ଚିତ ଭାବରେ ସକ୍ଷମ ହେବେ ବୋଲି ଦମ୍ଭ ପ୍ରକାଶ କରି ଶ୍ରୀ ମହାନ୍ତି, ବାଲିକୁଦା-ଏରସମା ବାସୀଙ୍କ ପାଇଁ ଦିନରାତି ତାଙ୍କର ଦ୍ୱାର ସବୁବେଳେ ଖୋଲା ରହିବ ବୋଲି ଘୋଷଣା କରିଛନ୍ତି।                                     

ଏବେ ନିଜ ନିର୍ବାଚନ ମଣ୍ଡଳୀର କୋଣ ଅନୁକୋଣରେ ବଢି ଭୋରରୁ ରାତ୍ରିର ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ଘମାଘୋଟ ପ୍ରଚାର କାର୍ଯ୍ୟ ରେ ବ୍ୟସ୍ତ ଥିବା ଶ୍ରୀ ମହାନ୍ତିଙ୍କର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଥିବା ଦେଖାଯାଉଛି। ରାଜନୈତିକ ସମୀକ୍ଷକ ମାନଙ୍କର ସଦ୍ୟତମ ଆକଳନ ଅନୁଯାୟୀ ଦୀର୍ଘ ଦିନ ଧରି ବାଲିକୁଦା-ଏରସମା ବିଜୁ ଜନତା ଦଳର ଅଭେଦ୍ୟ ଦୁର୍ଗ

ଭାବରେ ପରିଗଣିତ ହୋଇ ଆସୁଥିଲେ ହେଁ, ସତ୍ୟଙ୍କର ଲୋକାଭିମୁଖୀ ଆକର୍ଷକ ବ୍ୟକ୍ତିତ୍ବ, ଦେଶ ସାରା ସୃଷ୍ଟି ହୋଇଥିବା ଅଦ୍ଭୂତପୂର୍ବ ମୋଦୀ ଲହରୀ ଏବଂ " ଡବଲ ଇଞ୍ଜିନ “ ସରକାର ପ୍ରତି ଜନସାଧାରଣଙ୍କର ଅତ୍ୟଧିକ ଆଗ୍ରହ ପରିପ୍ରେକ୍ଷୀରେ ଠାକୁର ମହାବୀରଙ୍କର ଏହି ପବିତ୍ର  କ୍ଷେତ୍ରରେ ପରିବର୍ତ୍ତିତ ରାଜନୈତିକ ସମୀକରଣକୁ ଆଧାର କରି ବିଜେପି ଯଦି ଦୀର୍ଘ ପ୍ରତୀକ୍ଷିତ ଜୀତାପଟ ହାସଲ କରେ, ତେବେ ଏହା କିଛି ଆଶ୍ଚର୍ଯ୍ୟ ଜନକ କଥା ହେବ ନାହିଁ ବୋଲି ଧରାଯାଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   18-Oct-2026
  ଜିଲ୍ଲା  
ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   18-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   18-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   18-Oct-2026
  ଜିଲ୍ଲା  
ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   18-Oct-2026
  ଜିଲ୍ଲା  
*ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026

You Might Also Like