-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||     

HOME   ଜିଲ୍ଲା

୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି

17-Oct-2026



ବଲାଙ୍ଗିର(ପ୍ରେରଣା ଖବର): ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ବଲାଙ୍ଗୀର ଦିନ ଆୟୋଜକ କମିଟି ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ବଲାଙ୍ଗୀର ପି.ପି ଏକାଡେମୀ ଠାରେ ତୃତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । 
ସବୁ ବର୍ଷ ପରି ଏଥର ମଧ୍ୟ ୧ ନଭେମ୍ବର ବଲାଙ୍ଗୀର ଦିନ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ସେଥିପାଇଁ ବିଭିନ୍ନ କମିଟି ଗଠନ କରାଯାଇଛି ଯଥା ଆର୍ଥିକ କମିଟି କିଶୋର ରଥ ଅଧ୍ୟକ୍ଷ, ବାସୁଦେବ ରଥ ସହ ଅଧ୍ୟକ୍ଷ, ସାଂସ୍କୃତିକ କମିଟି ବିନୋଦ କାଲସାଏ ଅଧ୍ୟକ୍ଷ,କାହ୍ନା ଶତପଥୀ ସହ ଅଧ୍ୟକ୍ଷ, ଶାନ୍ତି ଶୃଂଖଳା କମିଟି ଗୋବିନ୍ଦ ଶତପଥୀ ଅଧ୍ୟକ୍ଷ, ବିକାଶ ସା ସହ ଅଧ୍ୟକ୍ଷ, ଖାଦ୍ୟ କମିଟି ସଞ୍ଜିବ ସାହୁ, ନୂତନ ଦାସ ସହ ଅଧ୍ୟକ୍ଷ, ଅଭ୍ୟର୍ଥନା କମିଟି ସାଗରିକା ଗୁରୁ,ସହ ଅଧ୍ୟକ୍ଷ ସୋମନାଥ ମିଶ୍ର, ମଞ୍ଚ କମିଟି ରାମ ଦାସ ଅଧ୍ୟକ୍ଷ, ଶ୍ରାବଣୀ ମେହେର ସହ ଅଧ୍ୟକ୍ଷ, ଗ୍ରାଉଣ୍ଡ କମିଟି ଗୈର ଚନ୍ଦ୍ର ପୁରୋହିତ, ସତ୍ୟ ନାରାୟଣ ହୋତା ସହ ଅଧ୍ୟକ୍ଷ, ମିଡ଼ିଆ ଓ ପ୍ରଚାର ପ୍ରସାର କମିଟି ପୂର୍ଣ୍ଣଚନ୍ଦ୍ର ପଣ୍ଡା ଅଧ୍ୟକ୍ଷ, ଅଭିଷେକ ଦାସ ସହ ଅଧ୍ୟକ୍ଷ, ସୋଭନିୟର କମିଟି ଅଧ୍ୟକ୍ଷ ସନ୍ଦୀପ କୁଅଁର ଓ ଏହି ସବୁ କମିଟି ସୁପରିଚାଳନା  ପାଇଁ ସରିତା ଦାସ-ମଞ୍ଚ କମିଟି, ଗୋପାଳ ପ୍ରଧାନ - ସାଂସ୍କୃତିକ କମିଟି, ବିଧୁ ଭୂଷଣ ତ୍ରିପାଠୀ - ଅର୍ଥ କମିଟି, ଦିନେଶ ଶର୍ମା - ଅଭ୍ୟର୍ଥନା କମିଟି, ପ୍ରତାପ ରଥ- ଖାଦ୍ୟ କମିଟି, ସଙ୍ଗୀତା ଦାସ - ଗ୍ରାଉଣ୍ଡ କମିଟି, ଲୋଟସ ଷଡ଼ଙ୍ଗୀ - ଶାନ୍ତି, ମିଡ଼ିଆ ଓ ପ୍ରଚାର ପ୍ରସାର କମିଟି ମାନଙ୍କୁ ସଂଯୋଜନା କରିବେ ବୋଲି ନିଷ୍ପତ୍ତି ହୋଇଥିଲା।
ଆଜିର ଏହି ବୈଠକରେ ଶ୍ରୀକର ମିଶ୍ର,ଲୋଟସ ଷଡ଼ଙ୍ଗୀ, ବିଧୁଭୁଷଣ ତ୍ରିପାଠୀ, ପର୍ଣ୍ଣ ଚନ୍ଦ୍ର ପଣ୍ଡା,ସନ୍ଦିପ ବାଗ, ସାନ୍ତୁନୁ ଭୋଇ, ସରିତା ଦାସ, ପ୍ରତାପ ରଥ, ନିଲମଣି ମିଶ୍ର, ଚିତ୍ରସେନ ବେହେରା, ରାଜେନ୍ଦ୍ର ପ୍ରଧାନ,ଗୈର ଚନ୍ଦ୍ର ପୁରୋହିତ, ଭବାନି ଶତପଥୀ, ରଞ୍ଜିତା ପାଣିଗ୍ରାହୀ, ଶିଗ୍ଧାମୟି ମିଶ୍ର, ସରିତା ଯୋଶୀ, ଶ୍ରାବଣୀ ମେହେର, ଅଶୋକ ମିଶ୍ର, ସଞ୍ଜୁ ନାଏକ, ଅନୁପ୍ରିୟା ମିଶ୍ର, ନିହାରିକା ମିଶ୍ର, ସାଗରିକା ଗୁରୁ, ନିରୁପମା ଉତଗାତା, ସୁଷମା ଦାସ, ଦିପ୍ତିମୟି ସିଂଦେଓ, ରଶ୍ମି ପାତ୍ର, ପୂଜା ସାହୁ, ସଙ୍ଗୀତା ଦାସ, ପ୍ରକାଶ ସାହୁ, ଉତମ ନନ୍ଦ, ରାମ ଦାସ, ଜଗନ୍ନାଥ ମିଶ୍ର, ପର୍ଣ୍ଣ ତ୍ରିପାଠୀ, ସଞ୍ଜିବ ସାହୁ, ପ୍ରୃଥିରାଜ ବରାଡ, ଗୋବିନ୍ଦ ଶତପଥୀ, ସୋମନାଥ ମିଶ୍ର, ମଧୁ ବନଛୋର, ସତ୍ୟ ନାରାୟଣ ହୋତା, ଆକାଶ କୁମାର, ଗିରିଧାରୀ କଳତା, ବିରେନ୍ଦ୍ର ପାଣ୍ଡେ, ସୁରେଶ ମିଶ୍ର, ସୁଧାକର ପାଢ଼ୀ , ଅଶୋକ ରାଉତ, ଦୁଷ୍ମନ୍ତ ମେହେର, ବୁଲୁ ମହାକୁର, ରୁତୁ ରାଜ ପ୍ରଧାନ, ବିକି ପଟେଲ, ମାନସ ଖୁଆସ,  ଚନ୍ଦ୍ର ଶେଖର ମିଶ୍ର, ଶ୍ରୀକାନ୍ତ ବେହେରା, ଦେବାଶିଷ ମିଶ୍ର, ରାଜ ଅଗ୍ରୱାଲ, ସୁମେଶ ଡାଙ୍ଗ, ବିନୋଦ କାଲସାଏ, ସନ୍ଦିପ ପଣ୍ଡା, ପ୍ରଶାନ୍ତ ନାୟକ, କାହ୍ନା ଶତପଥୀ, ଅଭିଷେକ ଦାସ, ଥବିର କର୍ମି, ପ୍ରତାପ ତ୍ରିପାଠୀ, ଶୁଶାନ୍ତ ପ୍ରଧାନ, ପ୍ରାଣବଳ୍ଳଭ ତ୍ରିପାଠୀ, କିଶୋର ରଥ, ନରେନ୍ଦ୍ର ଆଚାର୍ଯ୍ୟ, ବାସୁଦେବ ରଥ, ସୁବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି   17-Oct-2026
  ଜିଲ୍ଲା  
ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ   17-Oct-2026
  ଜିଲ୍ଲା  
ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   17-Oct-2026
  ଜିଲ୍ଲା  
ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ   17-Oct-2026
  ଜିଲ୍ଲା  
ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   17-Oct-2026
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026

You Might Also Like