-+91-9937148622 |
prerana_bgr@rediffmail.com |
Sunday 16th March 2025 |
R.N.I. Regd No. ODIODI/2010/46693
Breaking News
07-Apr-2021
ପୁରୀ (ସମୀର ରଞ୍ଜନ ନାୟକ) ନିର୍ବାଚନ ପୂର୍ବରୁ ପିପିଲି ପୋଲିସ କୁ ବଡ଼ ସଫଳତା। ପ୍ରାୟ 50 ଲକ୍ଷ ଟଙ୍କା ଜବତ । ବ୍ଲୁ ରଙ୍ଗ ପଲସର ରେ ଟଙ୍କା ନେଇ ଆସୁଥିବା ବେଳେ ପୋଲିସ ପିପିଲି ତ ରାକା ଜ ଠାରୁ ଜବତ କଲା ପୋଲିସ । ଚେକିଂ ସମୟ ରେ ଗାଡି ନ ରଖି ଖସି ପଳାଇ ଯାଉଥିବା ସମୟରେ ପୋଲିସ ଦ୍ବାରା ଧରା ପଡିଲେ 2 ଜଣ । 2 ଜଣ ବଳଙ୍ଗା ଅଞ୍ଚଳର ବୋଲି ସୂଚନା। ଏହି ଅର୍ଥ ବେଆଇନ ଭାବେ ନିର୍ବାଚିତ ରେ ହୋଇଥାନ୍ତା ଖର୍ଚ୍ଚ ବୋଲି ଅନୁମାନ କରାଯାଉଛି।