-+91-9937148622 |

prerana_bgr@rediffmail.com |

  Wednesday 18th November 2026 |

| | | |

R.N.I. Regd No. ODIODI/2010/46693

Breaking News

୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଚତୁର୍ଥ ଦିବସ    (17-Nov-2026)       ||      ଦଶମ ଶ୍ରେଣୀ ମେଧାବୀ ଛାତ୍ରୀଙ୍କୁ ଶିକ୍ଷାବିତ୍ ପୀତବାସ ପଣ୍ଡାଙ୍କ ଦିଗଦର୍ଶନ   (17-Nov-2026)       ||      ବେଲପଡ଼ାରେ ଶିଶୁଙ୍କ ପ୍ରତିଭାର ମହାମଞ୍ଚ ‘ପତାଙ୍ଗୀ-୨୦୨୬’ ଉଦ୍‌ଘାଟିତ   (17-Nov-2026)       ||      ଦେବଗିରି ବାର୍ତ୍ତା ସମ୍ମାନରେ ସମ୍ମାନୀତ ହେବେ ଯୁବ ସାମ୍ବାଦିକ ତୁଳାରାମ ବେହେରା   (17-Nov-2026)       ||      ପୂର୍ବତନ ଖେଳାଳି ଫୁଟବଲ୍ ପ୍ରତିଯୋଗିତା   (17-Nov-2026)       ||      ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ସନ୍ତରଣ ଚାମ୍ପିୟନସିପ୍‌-୨୦୨୬ ଅନୁଷ୍ଠିତ   (17-Nov-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ୧୦ମ ଆନ୍ତଃବିଦ୍ୟାଳୟ କଳା, ହସ୍ତଶିଳ୍ପ ଓ ବିଜ୍ଞାନ ପ୍ରଦର୍ଶନୀ ଉଦ୍‌ଯାପିତ   (17-Nov-2026)       ||      ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଉପରେ ଦିଗଦର୍ଶନ କାର୍ଯ୍ୟକ୍ରମ   (17-Nov-2026)       ||      ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଉପରେ ଦିଗଦର୍ଶନ କାର୍ଯ୍ୟକ୍ରମ   (17-Nov-2026)       ||      ମନରେଗା ଅର୍ଥ କାରବାର ରେ ବଡ଼ ଅନିୟମିତତା ଅଭିଯୋଗ   (17-Nov-2026)       ||      *କାର୍ତ୍ତିକ ମାସରେ ଡାବୁଗାଁରେ ପରିବା ଦର ଆକାଶ ଛୁଆଁ , ସାଧାରଣ ଲୋକେ ହନ୍ତସନ୍ତ,ନିରବ ପ୍ରଶାସନ*   (17-Nov-2026)       ||      କୁମ୍ଭାରୀ ରେ ବ୍ରଜେଶ୍ୱରୀ ଦେବୀଙ୍କ ସ୍ନାନ ଉତ୍ସବ   (17-Nov-2026)       ||      Three Novels by Malaya Mishra Hit the Bookstores A Powerful Voice of Rebellion Against Conservative Ideologies and Outdated Values   (17-Nov-2026)       ||      ରେଶମ ଗ୍ରାମର କାର୍ତ୍ତିକ ସଂକ୍ରାନ୍ତି ଉତ୍ସବରେ ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ଯୋଗଦାନ   (17-Nov-2026)       ||      ଆସନ୍ତା ନଭେମ୍ବର ୨୦ ରେ ଗୁରୁ ଭଗବାନ ସାହୁଙ୍କ ଶ୍ରାଦ୍ଧବାର୍ଷିକୀ    (17-Nov-2026)       ||      *ରାଜ୍ୟସ୍ତରୀୟ ସୁରଭି ପ୍ରତିଯୋଗିତାରେ ଆଶୁତୋଷ ପଣ୍ଡା ଙ୍କ କୃତିତ୍ୱ*-   (17-Nov-2026)       ||      ଲାୟନ୍ସ କ୍ଲବ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ମଧୁମେହ    (17-Nov-2026)       ||      କବ୍ଜା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ    (17-Nov-2026)       ||      ରାଜ୍ୟର ଅଗଣିତ ପାଠକ ପାଠିକାଙ୍କ ମନ ମୋହିବ କଥାକାର ମଳୟ ମିଶ୍ରଙ୍କ ସଦ୍ୟ ପ୍ରକାଶିତ ୩ ପୁସ୍ତକ♦️ ବିଦ୍ରୋହ  ଓ ଅଚଳ ମୂଲ୍ୟବୋଧ ବିରୁଦ୍ଧରେ ଶାଣିତ ସ୍ବର !   (17-Nov-2026)       ||      ବିଧାୟକମାନଙ୍କ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ବିଧାନସଭାର କମିଟି ବ୍ୟବସ୍ଥା, କାର୍ଯ୍ୟପାଳିକାର ଉତ୍ତରଦାୟିତ୍ୱ, ବିଧେୟକ ଓ ବଜେଟ୍ ପ୍ରକ୍ରିୟା ଉପରେ ଆଲୋଚନା   (17-Nov-2026)       ||     

HOME   ଜିଲ୍ଲା

ପୂର୍ବତନ ଖେଳାଳି ଫୁଟବଲ୍ ପ୍ରତିଯୋଗିତା

17-Nov-2026



ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଲକ ସିନ୍ଦୁରପୁର ହାଇସ୍କୁଲ ଖେଳ ପଡିଆରେ ପୂର୍ବତନ ଖେଳାଳି ମାନଙ୍କୁ ନେଇ ଏକ ଫୁଟବଲ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟର ମୂଳ ଉଦ୍ଦେଶ୍ୟ ହେଲା ପୂର୍ବତନ ଖେଳାଳି ମାନକୁ ସମ୍ବର୍ଦ୍ଧନା ଜ୍ଞାପନ କରିବା । ଏହି ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ଉତ୍ସବରେ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ କଳାକାହ୍ନୁ ସୁନା,ସ୍ଥାନୀୟ ଡାକ୍ତର ମନମୋହନ ଡାଙ୍ଗ,ଆର ଆଇ ନିରଞ୍ଜନ ନନ୍ଦ,ପୂର୍ବତନ ସରପଞ୍ଚ  କୃଷ୍ଣଚନ୍ଦ୍ର ପଣ୍ଡା,ମହେଶ୍ଵର ମହାକୁର,ପ୍ରାଣୀ ଚିକିତ୍ସକ ପ୍ରତାପ ମେହେର ଓ ପୂର୍ବତନ ଫୁଟବଲ୍ ଖେଳାଳି ହରିଶ୍ଚନ୍ଦ୍ର ପଣ୍ଡା ଯୋଗଦେଇ ଖେଳାଳି ମାନଙ୍କୁ ଉଦବୋଧନ ଦେଇ ଖେଳ ଆରମ୍ଭ କରିଥିଲେ । ରାଜ୍ୟ  ତଥା  ରାଜ୍ୟ ବାହାରୁ ଆସିଥିବା ୮ ଟି ଦଳ ମଧ୍ୟରୁ ସମ୍ବଲପୁର ହୀରାକୁଦ ବିଜେତା ଓ ସରେଇପାଲି(ଛତିଶଗଡ) ଉପବିଜେତା ହୋଇଥିଲେ । ପୁରସ୍କାର ବିତରଣୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଫୁଟବଲ୍ ଖେଳାଳି ବିଜୟ କୁମାର ମହାକୁର ବିଜୟୀ ଦଳକୁ  ଓ ବିଶ୍ବମ୍ବର ମିଶ୍ର ଉପବିଜେତା ଦଳକୁ ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ରେ ପୂର୍ବତନ ଫୁଟବଲ୍ ଓ କ୍ରିକେଟ ଖେଳାଳି ସହଯୋଗ କରିଥିଲେ  ।


News Comment




Photo in News

Advertisment
Lastest News
  ଜିଲ୍ଲା  
୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଚତୁର୍ଥ ଦିବସ   17-Nov-2026
  ଜିଲ୍ଲା  
ଦଶମ ଶ୍ରେଣୀ ମେଧାବୀ ଛାତ୍ରୀଙ୍କୁ ଶିକ୍ଷାବିତ୍ ପୀତବାସ ପଣ୍ଡାଙ୍କ ଦିଗଦର୍ଶନ   17-Nov-2026
  ଜିଲ୍ଲା  
ବେଲପଡ଼ାରେ ଶିଶୁଙ୍କ ପ୍ରତିଭାର ମହାମଞ୍ଚ ‘ପତାଙ୍ଗୀ-୨୦୨୬’ ଉଦ୍‌ଘାଟିତ   17-Nov-2026
  ଜିଲ୍ଲା  
ଦେବଗିରି ବାର୍ତ୍ତା ସମ୍ମାନରେ ସମ୍ମାନୀତ ହେବେ ଯୁବ ସାମ୍ବାଦିକ ତୁଳାରାମ ବେହେରା   17-Nov-2026
  ଜିଲ୍ଲା  
ପୂର୍ବତନ ଖେଳାଳି ଫୁଟବଲ୍ ପ୍ରତିଯୋଗିତା   17-Nov-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ସନ୍ତରଣ ଚାମ୍ପିୟନସିପ୍‌-୨୦୨୬ ଅନୁଷ୍ଠିତ   17-Nov-2026
  ଜିଲ୍ଲା  
ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ୧୦ମ ଆନ୍ତଃବିଦ୍ୟାଳୟ କଳା, ହସ୍ତଶିଳ୍ପ ଓ ବିଜ୍ଞାନ ପ୍ରଦର୍ଶନୀ ଉଦ୍‌ଯାପିତ   17-Nov-2026
  ଜିଲ୍ଲା  
ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଉପରେ ଦିଗଦର୍ଶନ କାର୍ଯ୍ୟକ୍ରମ   17-Nov-2026
  ଜିଲ୍ଲା  
ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଉପରେ ଦିଗଦର୍ଶନ କାର୍ଯ୍ୟକ୍ରମ   17-Nov-2026
  ଜିଲ୍ଲା  
ମନରେଗା ଅର୍ଥ କାରବାର ରେ ବଡ଼ ଅନିୟମିତତା ଅଭିଯୋଗ   17-Nov-2026
  ଜିଲ୍ଲା  
*କାର୍ତ୍ତିକ ମାସରେ ଡାବୁଗାଁରେ ପରିବା ଦର ଆକାଶ ଛୁଆଁ , ସାଧାରଣ ଲୋକେ ହନ୍ତସନ୍ତ,ନିରବ ପ୍ରଶାସନ*   17-Nov-2026
  ଜିଲ୍ଲା  
କୁମ୍ଭାରୀ ରେ ବ୍ରଜେଶ୍ୱରୀ ଦେବୀଙ୍କ ସ୍ନାନ ଉତ୍ସବ   17-Nov-2026

You Might Also Like