-+91-9937148622 |
prerana_bgr@rediffmail.com |
Wednesday 18th November 2026 |
R.N.I. Regd No. ODIODI/2010/46693
Breaking News
17-Nov-2026
ବରଗଡ଼(ପ୍ରେରଣା ଖବର): ଆସନ୍ତା ୨୦ ତାରିଖ ଶୁକ୍ରବାର ସକାଳ ୯ ଘଣ୍ଟା ୩୦ ମିନିଟ ସମୟରେ ଏ.ଇ.ମିସନ ସ୍କୁଲ ସମ୍ମିଳନୀ କକ୍ଷରେ ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ ଗୁରୁ ଭଗବାନ ସାହୁଙ୍କ ୨୬ ତମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହେବ , ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରାଧ୍ୟାପକ ଡ଼.ଗୋବର୍ଦ୍ଧନ ସାହୁ, ମୂଖ୍ୟ ବକ୍ତା ଭାବେ ତୋରା ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀରାମ କର ଯୋଗଦାନ କରିବା ପାଇଁ ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି ।ଏଣୁ ବହୁ ସଂଖ୍ୟାରେ ଯୋଗଦାନ କରି ଉକ୍ତ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ସଭାପତି ଦଧିବାବନ ଶତପଥି, ସମ୍ପାଦକ ତୁଳସୀ ଚରଣ ଦାଶ ଅନୁରୋଧ କରିଛନ୍ତି ।
--------×××----------