-+91-9937148622 |

prerana_bgr@rediffmail.com |

  Wednesday 18th November 2026 |

| | | |

R.N.I. Regd No. ODIODI/2010/46693

Breaking News

୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଚତୁର୍ଥ ଦିବସ    (17-Nov-2026)       ||      ଦଶମ ଶ୍ରେଣୀ ମେଧାବୀ ଛାତ୍ରୀଙ୍କୁ ଶିକ୍ଷାବିତ୍ ପୀତବାସ ପଣ୍ଡାଙ୍କ ଦିଗଦର୍ଶନ   (17-Nov-2026)       ||      ବେଲପଡ଼ାରେ ଶିଶୁଙ୍କ ପ୍ରତିଭାର ମହାମଞ୍ଚ ‘ପତାଙ୍ଗୀ-୨୦୨୬’ ଉଦ୍‌ଘାଟିତ   (17-Nov-2026)       ||      ଦେବଗିରି ବାର୍ତ୍ତା ସମ୍ମାନରେ ସମ୍ମାନୀତ ହେବେ ଯୁବ ସାମ୍ବାଦିକ ତୁଳାରାମ ବେହେରା   (17-Nov-2026)       ||      ପୂର୍ବତନ ଖେଳାଳି ଫୁଟବଲ୍ ପ୍ରତିଯୋଗିତା   (17-Nov-2026)       ||      ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ସନ୍ତରଣ ଚାମ୍ପିୟନସିପ୍‌-୨୦୨୬ ଅନୁଷ୍ଠିତ   (17-Nov-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ୧୦ମ ଆନ୍ତଃବିଦ୍ୟାଳୟ କଳା, ହସ୍ତଶିଳ୍ପ ଓ ବିଜ୍ଞାନ ପ୍ରଦର୍ଶନୀ ଉଦ୍‌ଯାପିତ   (17-Nov-2026)       ||      ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଉପରେ ଦିଗଦର୍ଶନ କାର୍ଯ୍ୟକ୍ରମ   (17-Nov-2026)       ||      ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଉପରେ ଦିଗଦର୍ଶନ କାର୍ଯ୍ୟକ୍ରମ   (17-Nov-2026)       ||      ମନରେଗା ଅର୍ଥ କାରବାର ରେ ବଡ଼ ଅନିୟମିତତା ଅଭିଯୋଗ   (17-Nov-2026)       ||      *କାର୍ତ୍ତିକ ମାସରେ ଡାବୁଗାଁରେ ପରିବା ଦର ଆକାଶ ଛୁଆଁ , ସାଧାରଣ ଲୋକେ ହନ୍ତସନ୍ତ,ନିରବ ପ୍ରଶାସନ*   (17-Nov-2026)       ||      କୁମ୍ଭାରୀ ରେ ବ୍ରଜେଶ୍ୱରୀ ଦେବୀଙ୍କ ସ୍ନାନ ଉତ୍ସବ   (17-Nov-2026)       ||      Three Novels by Malaya Mishra Hit the Bookstores A Powerful Voice of Rebellion Against Conservative Ideologies and Outdated Values   (17-Nov-2026)       ||      ରେଶମ ଗ୍ରାମର କାର୍ତ୍ତିକ ସଂକ୍ରାନ୍ତି ଉତ୍ସବରେ ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ଯୋଗଦାନ   (17-Nov-2026)       ||      ଆସନ୍ତା ନଭେମ୍ବର ୨୦ ରେ ଗୁରୁ ଭଗବାନ ସାହୁଙ୍କ ଶ୍ରାଦ୍ଧବାର୍ଷିକୀ    (17-Nov-2026)       ||      *ରାଜ୍ୟସ୍ତରୀୟ ସୁରଭି ପ୍ରତିଯୋଗିତାରେ ଆଶୁତୋଷ ପଣ୍ଡା ଙ୍କ କୃତିତ୍ୱ*-   (17-Nov-2026)       ||      ଲାୟନ୍ସ କ୍ଲବ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ମଧୁମେହ    (17-Nov-2026)       ||      କବ୍ଜା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ    (17-Nov-2026)       ||      ରାଜ୍ୟର ଅଗଣିତ ପାଠକ ପାଠିକାଙ୍କ ମନ ମୋହିବ କଥାକାର ମଳୟ ମିଶ୍ରଙ୍କ ସଦ୍ୟ ପ୍ରକାଶିତ ୩ ପୁସ୍ତକ♦️ ବିଦ୍ରୋହ  ଓ ଅଚଳ ମୂଲ୍ୟବୋଧ ବିରୁଦ୍ଧରେ ଶାଣିତ ସ୍ବର !   (17-Nov-2026)       ||      ବିଧାୟକମାନଙ୍କ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ବିଧାନସଭାର କମିଟି ବ୍ୟବସ୍ଥା, କାର୍ଯ୍ୟପାଳିକାର ଉତ୍ତରଦାୟିତ୍ୱ, ବିଧେୟକ ଓ ବଜେଟ୍ ପ୍ରକ୍ରିୟା ଉପରେ ଆଲୋଚନା   (17-Nov-2026)       ||     

HOME   ଜିଲ୍ଲା

*କାର୍ତ୍ତିକ ମାସରେ ଡାବୁଗାଁରେ ପରିବା ଦର ଆକାଶ ଛୁଆଁ , ସାଧାରଣ ଲୋକେ ହନ୍ତସନ୍ତ,ନିରବ ପ୍ରଶାସନ*

17-Nov-2026



ଡାବୁଗାଁ  (ପ୍ରିୟଦର୍ଶିନୀ ପାତ୍ର)
 ପବିତ୍ର କାର୍ତ୍ତିକ ମାସରେ  ଡାବୁଗାଁ ବଜାରରେ ପରିବା ଦର ଆକାଶ ଛୁଆଁ ହୋଇଛି। ପ୍ରାୟ ସବୁ ଘରେ ଏବେ ନିରାମିଷ ଭୋଜନ ହେଉଥିବାରୁ ପରିବାର ଚାହିଦା ଦୁଇ ଗୁଣା ବଢିଯାଇଛି। ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ମନଇଚ୍ଛା ଦର ବଢାଇ ଦେଉଥିବା ଅଭିଯୋଗ ହୋଇଛି। *ଗତ ବର୍ଷ ଅପେକ୍ଷା ଦୁଇ ଗୁଣା ଦର* ଗତ ସପ୍ତାହରେ ୩୦ ଟଙ୍କାରେ ମିଳୁଥିବା ଟମାଟର ଏବେ ୬୦/୭୦ ଟଙ୍କା ହୋଇଛି। ସେହିପରି ଫୁଲକୋବି ୧୦୦ ଟଙ୍କା, ବିନ୍ସ ୧୨୦ ଟଙ୍କା, ବାଇଗଣ ୬୦ ଟଙ୍କା, ଭେଣ୍ଡି ୬୦ ଟଙ୍କା କେଜି ପ୍ରତି ବିକ୍ରି ହେଉଛି। ଧନିଆ ପତ୍ର ଓ କଞ୍ଚା ଲଙ୍କା ଦର ଶୁଣିଲେ ଗ୍ରାହକ ମୁଣ୍ଡରେ ହାତ ଦେଉଛି। ବାକି ପରିବାର ଦର ନକହିବା ଭଲ। *ଚାଷୀ କହୁଛି ଅମଳ କମ୍, ବ୍ୟବସାୟୀ କହୁଛି ପରିବହନ ଖର୍ଚ୍ଚ ଅଧିକ* ସ୍ଥାନୀୟ ଚାଷୀଙ୍କ ମତରେ ଅଦିନିଆ ବର୍ଷା ଯୋଗୁଁ ପରିବା ଫସଲ ନଷ୍ଟ ହୋଇଛି। ଡାବୁଗାଁ ଅଞ୍ଚଳରେ ଚାହିଦା ଅନୁଯାୟୀ ପରିବା ଉତ୍ପାଦନ ହେଉନାହିଁ। ତେଣୁ ରାୟଗଡ଼ା, ଜୟପୁର ଓ ବିଶାଖାପାଟଣାରୁ ପରିବା ଆଣିବାକୁ ପଡୁଛି। ପରିବହନ ଖର୍ଚ୍ଚ ବଢିବାରୁ ଦର ମଧ୍ୟ ବଢୁଛି ବୋଲି ବ୍ୟବସାୟୀ କହୁଛନ୍ତି।ଡାବୁଗାଁ ବଜାରକୁ ଆସିଥିବା ଲକେ କହୁଛନ୍ତି  "୫୦୦ ଟଙ୍କାରେ ବ୍ୟାଗ୍ ଭର୍ତ୍ତି ହେଉନାହିଁ। କାର୍ତ୍ତିକ ମାସରେ ପ୍ରତିବର୍ଷ ଏମିତି ଲୁଟ୍ ଚାଲିଛି।ଆଗକୁ ପଞ୍ଚୁକ ଅଛି ପରିବା ଦର ଆହୁରି ଅଧିକ ବୃଦ୍ଧି ପାଇ ପରେ ତେଣୁ ପ୍ରଶାସନ ଯଦି ଦର ନିର୍ଦ୍ଧାରଣ କରନ୍ତା ତ ଭଲ ହୁଅନ୍ତା।"ଏ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଯାଞ୍ଚ କରାଯାଇନାହିଁ। ସାଧାରଣ ଲୋକେ ଯୋଗାଣ ବିଭାଗକୁ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଚତୁର୍ଥ ଦିବସ   17-Nov-2026
  ଜିଲ୍ଲା  
ଦଶମ ଶ୍ରେଣୀ ମେଧାବୀ ଛାତ୍ରୀଙ୍କୁ ଶିକ୍ଷାବିତ୍ ପୀତବାସ ପଣ୍ଡାଙ୍କ ଦିଗଦର୍ଶନ   17-Nov-2026
  ଜିଲ୍ଲା  
ବେଲପଡ଼ାରେ ଶିଶୁଙ୍କ ପ୍ରତିଭାର ମହାମଞ୍ଚ ‘ପତାଙ୍ଗୀ-୨୦୨୬’ ଉଦ୍‌ଘାଟିତ   17-Nov-2026
  ଜିଲ୍ଲା  
ଦେବଗିରି ବାର୍ତ୍ତା ସମ୍ମାନରେ ସମ୍ମାନୀତ ହେବେ ଯୁବ ସାମ୍ବାଦିକ ତୁଳାରାମ ବେହେରା   17-Nov-2026
  ଜିଲ୍ଲା  
ପୂର୍ବତନ ଖେଳାଳି ଫୁଟବଲ୍ ପ୍ରତିଯୋଗିତା   17-Nov-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ସନ୍ତରଣ ଚାମ୍ପିୟନସିପ୍‌-୨୦୨୬ ଅନୁଷ୍ଠିତ   17-Nov-2026
  ଜିଲ୍ଲା  
ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ୧୦ମ ଆନ୍ତଃବିଦ୍ୟାଳୟ କଳା, ହସ୍ତଶିଳ୍ପ ଓ ବିଜ୍ଞାନ ପ୍ରଦର୍ଶନୀ ଉଦ୍‌ଯାପିତ   17-Nov-2026
  ଜିଲ୍ଲା  
ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଉପରେ ଦିଗଦର୍ଶନ କାର୍ଯ୍ୟକ୍ରମ   17-Nov-2026
  ଜିଲ୍ଲା  
ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଉପରେ ଦିଗଦର୍ଶନ କାର୍ଯ୍ୟକ୍ରମ   17-Nov-2026
  ଜିଲ୍ଲା  
ମନରେଗା ଅର୍ଥ କାରବାର ରେ ବଡ଼ ଅନିୟମିତତା ଅଭିଯୋଗ   17-Nov-2026
  ଜିଲ୍ଲା  
*କାର୍ତ୍ତିକ ମାସରେ ଡାବୁଗାଁରେ ପରିବା ଦର ଆକାଶ ଛୁଆଁ , ସାଧାରଣ ଲୋକେ ହନ୍ତସନ୍ତ,ନିରବ ପ୍ରଶାସନ*   17-Nov-2026
  ଜିଲ୍ଲା  
କୁମ୍ଭାରୀ ରେ ବ୍ରଜେଶ୍ୱରୀ ଦେବୀଙ୍କ ସ୍ନାନ ଉତ୍ସବ   17-Nov-2026

You Might Also Like