-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
12-Jul-2026
ଲୋଇସିଂହା, (ପ୍ରେରଣା ଖବର) ଆଜି ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁର୍ଡ଼lସ୍ଥିତ ଡାକ ବଙ୍ଗଳା ଠାରେ ବୁର୍ଡl ସରପଞ୍ଚ ସୁଦିପ ସା ଙ୍କ ତତ୍ୱାବଧାନ ରେ ଲୋଇସିଂହା ବିଧାୟକ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ ଙ୍କ 53 ତମ ଜନ୍ମଦିନ ମହା ସମାରୋହରେ ପାଳନ କରାଗଲା l ଏହି ଜନ୍ମଦିନ ଅବସର ରେ ଲୋଇସିଂହା ସରପଞ୍ଚ ନବକିଶୋର ନାଏକ, ସମାଜସେବୀ ରାଜ ସ୍ୱାଇଁ, ନେହେରୁ ବାଗ, ଝାରମୁଣ୍ଡା ସରପଞ୍ଚ ଙ୍କ ପ୍ରତିନିଧି ଆନନ୍ଦ ମେହେର, ଭୁତନାଥ ନାଏକ, ଶଙ୍କର ସାହୁ, ବାହାଦୁର ନନ୍ଦ ତଥା ବହୁ ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ ଜନ୍ମଦିନ ର ଶୁଭେଚ୍ଛା ଜଣାଇଵା ସହ ଦୀର୍ଘାୟୁ କାମନା କରିଥିଲେ l