-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
12-Jul-2026
ଲୋଇସିଂହା, (ପ୍ରେରଣା ଖବର) ଲୋଇସିଂହା ବ୍ଲକ ହୀରାପୁର ପଂଚାୟତ ଅନ୍ତର୍ଗତ ବାରଡୋଳ ଗ୍ରାମ ର ସ୍ବର୍ଗତ ବିନ୍ଦୁ ବାରିକ ଙ୍କ 76 ବର୍ଷ ବୟସ ରେ ତାଙ୍କ ର ଅକାଳ ବିୟୋଗ ରେ ଅଂଚଳ ରେ ଶୋକ ର ଛାୟା ଖେଳିଯାଇଛି l ସ୍ବର୍ଗତ ବିନ୍ଦୁ ବାରିକ ଜଣେ ଅବସର ପ୍ରାପ୍ତ ରେଲୱେ କର୍ମଚାରୀ ହେବାସହ ଅଲେଖ ଧର୍ମ ବଳାମ୍ବି ଓ ଧର୍ମ ପରାୟଣ ବ୍ୟକ୍ତି ଥିଲେ l ପ୍ରତ୍ୟକ ବର୍ଷ ମାଘ ମାସରେ ତାଙ୍କ ଘରୋଇ ମଠ ରେ ଧୂପ ଦୀପ ପ୍ରଜ୍ବଳନ କରି ଶୂନ୍ୟବ୍ରହ୍ମ ଅଲେଖ ମହିମା କୁ ଅର୍ପଣ କରୁଥିଲେ l ଏହି ଦୁଖଃଦ ଘଟଣା ରେ ତାଙ୍କ ସ୍ତ୍ରୀ ତୁଳ ବାରିକ ସମେତ ପୁଅ, ଝିଅ, ନାତି ନାତୁଣୀ ଦୁଃଖ ରେ ଭାଙ୍ଗି ପଡିବା ସହ ଅଂଚଳ ରେ ଶୋକ ର ଛାୟା ଖେଳିଯାଇଛି l