-+91-9937148622 |

prerana_bgr@rediffmail.com |

  Monday 13th July 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   (12-Jul-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   (12-Jul-2026)       ||      କୋମନାରେ ଜିଲ୍ଲା ଯାଦବ ସମାଜର କାର୍ଯ୍ୟକାରିଣୀ ବୈଠକ   (12-Jul-2026)       ||      ସୁବର୍ଣ୍ଣପୁର ରେ ଓଡ଼ିଶା ସାମ୍ୱାଦିକ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ଓ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ   (12-Jul-2026)       ||      ଯୋଗ ର ଉପକାରିତା ଉପରେ ଏକ ଆଲୋଚନା ଚକ୍ର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ    (12-Jul-2026)       ||      ପ୍ରାସଙ୍ଗିକ ଓ ମାଟିମନସ୍କ ହୁଅନ୍ତୁ ଯୁବ ଲେଖକ    (12-Jul-2026)       ||      ରେଟାମୁଣ୍ଡାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭାର ନୂତନ କାର୍ଯ୍ୟକାରି କମିଟି ଗଠିତ ,   (12-Jul-2026)       ||      ଗୋପାଳପୁର ଆଶ୍ରମ ସ୍କୁଲରେ ୭୭ ତମ ବନ ମହୋତ୍ସବ ପାଳିତ   (12-Jul-2026)       ||      ଆକାଶବାଣୀ ବଲାଙ୍ଗୀରର ସାମୟିକ ଉଦଘୋଷକ ଶରତ କୁମାର ନନ୍ଦ ଙ୍କୁ ଅବସର ସମ୍ବର୍ଦ୍ଧନା    (12-Jul-2026)       ||      ଆଗଲପୁର ଠାରେ ବିଜେପିର ବିଏଲଓ ବୈଠକ   (12-Jul-2026)       ||      ରାଜ୍ୟ ସ୍ତରୀୟ ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ପାଇଁ ପ୍ରସ୍ତୁତି ବୈଠକ ।   (12-Jul-2026)       ||      ସୁରେନ୍ଦ୍ର ପଟେଲଙ୍କ କୋଶଲୀ ରାମାୟଣ ଲୋକାର୍ପଣ ଏବଂ ତହଁକ୍ କୁଟୁମ୍ ର ଝକେର୍ କବିତା ଆସର୍    (12-Jul-2026)       ||      ବୁଦ୍ଧିଜୀବୀ ମାନଙ୍କର ଶାସକ ଗୋଷ୍ଠୀର ଜୟଗାନ ମନୋବୃତ୍ତି ସମାଜ କୁ ଆହୁରି ଅଧୋପତନ ଆଡକୁ ନେଇ ଯାଉଛି    (12-Jul-2026)       ||      ବୃକ୍ଷରୋପଣ ଆମରି ପଣ   (12-Jul-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପ୍ରଶ୍ନୋତ୍ତର ପ୍ରତିଯୋଗିତା    (12-Jul-2026)       ||      *ଗାଁ ମୁହାଁ ଜଙ୍ଗଲୀ ଭାଲୁ.... ବୋରିପଦର ଗ୍ରାମରେ ଭାଲୁର ଆତଙ୍କ*   (12-Jul-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ ଙ୍କ 53 ତମ ଜନ୍ମଦିବସ ବୁର୍ଡ଼l ଡାକ ବଙ୍ଗଳା ଠାରେ ମହା ସମାରୋହରେ ପାଳିତ    (12-Jul-2026)       ||      କୁଟୁମ୍ବଡୋଲା କ୍ଲଷ୍ଟର ପକ୍ଷରୁ ସିଆଲବାହାଲି ଠାରେ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ସଭା   (12-Jul-2026)       ||      ଅଲେଖ ଧର୍ମ ବଳାମ୍ବି ସ୍ବର୍ଗତ ବିନ୍ଦୁ ବାରିକ ଙ୍କ ଅକାଳ ବିୟୋଗ, ଅଂଚଳ ରେ ଶୋକର ଛାୟା   (12-Jul-2026)       ||      ଯୁବକଙ୍କୁ ହତ୍ୟା, ପୁଲିସର ତଦନ୍ତ ଜାରି   (11-Jul-2026)       ||     

HOME   ରାଜ୍ୟ

ସଦରବ୍ଲକ ବିଡିଓ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ବରିଷ୍ଠ କିରାଣୀ ଙ୍କ ବିରୁଦ୍ଧରେ ପୋଲିସରେ ରିପୋର୍ଟ ଦୁର୍ନୀତିଖୋର ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗୁହାରି

02-Jul-2026



ବଲାଙ୍ଗିର(ପ୍ରେରଣା ଖବର)- ୨୦୨୪ ମସିହା ପୂର୍ବରୁ ସଦାଇପାଲି-ପାଟଣାଗଡ ବାଇପାସ ରାସ୍ତାରୁ ନରସିଂହ ନଗର ପର୍ଯ୍ୟନ୍ତ ମାଟିକାମ ରାସ୍ତା ନିର୍ମାଣ ପାଇଁ ୫ଲକ୍ଷ ଅନୁଦାନ, କେସ ରେଡର୍କ ସଂଖ୍ୟା ୯୨୯/୨୦୨୩-୨୪ ଫକିର ମୋହନ ଥାଟିଙ୍କ ନାଁ ରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା କିନ୍ତୁ ଏହି ରାସ୍ତା କାମ ନ କରି ଅଭିଯୁକ୍ତମାନେ ଷଡଯନ୍ତ୍ର କରି ଅସାଧୁ ଉପାୟରେ ଅର୍ଥ ଆତ୍ମସାତ କରିଛନ୍ତି ବୋଲି ଅଭିଯୁକ୍ତ ଶ୍ରୀ ଥାଟି ବଲାଙ୍ଗିର ସଦର ବ୍ଲକ ବିଡିଓ ହୃଷିକେଶ ଗଣ୍ଡ, ସହକାରୀ ଯନ୍ତ୍ରୀ ନେନସିରାଣୀ ପୁର୍ତ୍ତି , କନିଷ୍ଠ ଯନ୍ତ୍ରୀ ରଶ୍ମିତା ମହାନ୍ତି ଏବଂ ଉନ୍ନୟନ ଶାଖାର ବରିଷ୍ଠ କିରାଣୀ କିଶୋର ଚନ୍ଦ୍ର ବରିହାଙ୍କ ନାମରେ ବଲାଙ୍ଗିର ସଦରଥାନା ରେ ରିପୋର୍ଟ ପ୍ରଦାନ କରିଛନ୍ତି ।  ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ଥାଟି ସୂଚନା ଅଧିକାର ଆଇନ ବଳରେ ଏହି କାର୍ଯ୍ୟର ମାପ ଓ ଚେକ, ମାପ ବୁକ୍‌, ବିଲ, ଭାଉଚର, ୟୁଟିଲାଇଜେସନ ସାର୍ଟିଫିକେଟ ସହ ଅନ୍ୟାନ୍ୟ ସରକାରୀ ନକଲର ରେକର୍ଡ ମାଗିଥିଲେ କିନ୍ତୁ ସଂପୃକ୍ତ କର୍ତ୍ତୃପକ୍ଷ କୌଣସି ରେକର୍ଡ କାର୍ଯ୍ୟାଳୟରେ ନାହିଁ ବୋଲି ଉତ୍ତର ରଖିଥିଲେ । ଆଶ୍ଚର୍ଯ୍ୟ ଲାଗେ ସରକାରୀ ଉନ୍ନୟନ ରେକର୍ଡ ନ ଥିବା ଏ ଅସ୍ୱାଭାବିକ ଘଟଣା। ଏଥିରୁ ସ୍ପଷ୍ଟ ପ୍ରତିତ ହେଉଛି ଯେ ଅଭିଯୁକ୍ତମାନେ ଏହି କାର୍ଯ୍ୟ ସମ୍ବନ୍ଧୀୟ ରେକର୍ଡ ଗୁଡିକୁ ଲୁଚାଇଛନ୍ତି, ଚୋରୀ କରିଛନ୍ତି, ନଷ୍ଟ କରିଛନ୍ତି କିମ୍ବା ଅପରାଧର ପ୍ରମାଣ ନଷ୍ଟ କରିବା ପାଇଁ କୁତ୍ରିମ ଭାବରେ ଅଦୃଶ୍ୟ କରିଦେଇଛନ୍ତି ବୋଲିି ଶ୍ରୀ ଥାଟି ଜଣାଇଛନ୍ତି । ଆହୁରି ମଧ୍ୟ ଅଭିଯୁକ୍ତମାନେ ସରକାରୀ କର୍ମଚାରୀ ହୋଇ ଜନସାଧାରଣଙ୍କ ଅର୍ଥ ଓ ସମସ୍ତ ରେକର୍ଡ ରକ୍ଷଣାବେକ୍ଷଣ ଦାୟିତ୍ୱରେ ନିଜ ପଦବି ଅପବ୍ୟବହାର କରି ଅର୍ଥ ଆତ୍ମସାତ ଓ ଷଡଯନ୍ତ୍ର ଭଳି ଅପରାଧ କରିଛନ୍ତି । ଏହା ଭାରତୀୟ ନ୍ୟାୟ ସଂହିତା ୨୦୨୩ ର ସଂପୃକ୍ତ ଧାରା ଅନୁଯାୟୀ ଦଣ୍ଡନିୟ ଏବଂ ସଂଗୀନ ଅପରାଧ ଅଟେ । ଏହି ମର୍ମରେ ଅଭିଯୋଗକାରୀ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ପୋଲିସର ଦ୍ୱାରସ୍ଥ ହେବା ସହ କାର୍ଯ୍ୟାସ୍ଥଳ ପରିଦର୍ଶନ, ସରକାରୀ କାର୍ଯ୍ୟାଳୟରୁ ରେକର୍ଡ ଜବତ ସହ ଅଭିଯୋଗକାରୀ ମାନଙ୍କୁ ପଚାରାଉଚୁରା କରାଯାଉ ବୋଲି ଅନୁରୋଧ କରିଛନ୍ତି । ତା ସହ ଆତ୍ମସାତ ହୋଇଥିବା ସରକାରୀ ଅର୍ଥ ପାଇଁ ଆଇନଗତ ପଦକ୍ଷେପ ପାଇଁ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ତୁରନ୍ତ ଏଫ୍‌ଆଇଆର ରୁଜୁ ସହ କେସ ସମ୍ବନ୍ଧୀୟ ସମସ୍ତ ରେକର୍ଡ, ଆର୍ଥିକ ଟ୍ରା ନଜେସନ ଏବଂ କାର୍ଯ୍ୟାଦେଶ ସମ୍ବନ୍ଧୀୟ ସମସ୍ତ ଫାଇଲ ପୋଲିସ ତରଫରୁ ଜବତ କରାଯାଉ ବୋଲି ଶ୍ରୀ ଥାଟି ପ୍ରାର୍ଥନା କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   12-Jul-2026
  ରାଜ୍ୟ  
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   12-Jul-2026
  ଜିଲ୍ଲା  
କୋମନାରେ ଜିଲ୍ଲା ଯାଦବ ସମାଜର କାର୍ଯ୍ୟକାରିଣୀ ବୈଠକ   12-Jul-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ଓଡ଼ିଶା ସାମ୍ୱାଦିକ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ଓ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ   12-Jul-2026
  ଜିଲ୍ଲା  
ଯୋଗ ର ଉପକାରିତା ଉପରେ ଏକ ଆଲୋଚନା ଚକ୍ର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   12-Jul-2026
  ଜିଲ୍ଲା  
ପ୍ରାସଙ୍ଗିକ ଓ ମାଟିମନସ୍କ ହୁଅନ୍ତୁ ଯୁବ ଲେଖକ   12-Jul-2026
  ଜିଲ୍ଲା  
ରେଟାମୁଣ୍ଡାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭାର ନୂତନ କାର୍ଯ୍ୟକାରି କମିଟି ଗଠିତ ,   12-Jul-2026
  ଜିଲ୍ଲା  
ଗୋପାଳପୁର ଆଶ୍ରମ ସ୍କୁଲରେ ୭୭ ତମ ବନ ମହୋତ୍ସବ ପାଳିତ   12-Jul-2026
  ଜିଲ୍ଲା  
ଆକାଶବାଣୀ ବଲାଙ୍ଗୀରର ସାମୟିକ ଉଦଘୋଷକ ଶରତ କୁମାର ନନ୍ଦ ଙ୍କୁ ଅବସର ସମ୍ବର୍ଦ୍ଧନା   12-Jul-2026
  ଜିଲ୍ଲା  
ଆଗଲପୁର ଠାରେ ବିଜେପିର ବିଏଲଓ ବୈଠକ   12-Jul-2026
  ଜିଲ୍ଲା  
ରାଜ୍ୟ ସ୍ତରୀୟ ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ପାଇଁ ପ୍ରସ୍ତୁତି ବୈଠକ ।   12-Jul-2026
  ଜିଲ୍ଲା  
ସୁରେନ୍ଦ୍ର ପଟେଲଙ୍କ କୋଶଲୀ ରାମାୟଣ ଲୋକାର୍ପଣ ଏବଂ ତହଁକ୍ କୁଟୁମ୍ ର ଝକେର୍ କବିତା ଆସର୍   12-Jul-2026

You Might Also Like