-+91-9937148622 |
prerana_bgr@rediffmail.com |
Friday 29th May 2026 |
R.N.I. Regd No. ODIODI/2010/46693
Breaking News
26-May-2026
ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର,)କୋଷାଗୁମୁଡ଼ା ବ୍ଲକ ର ୨୬ଗୋଟି ପଞ୍ଚାୟତର ସମିତି ସଭ୍ୟ ଓ ସରପଞ୍ଚ, ଚେୟାରମ୍ୟାନ, ଭାଇଶ ଚେୟାରମ୍ୟାନ, ବିଡ଼ିଓ, ନବରଙ୍ଗପୁର ବିଧାୟକ,ମେଡ଼ିକାଲ ଅଫିସର, ଏଇ, ଜେଇ, ଜିପିଡିଓ, ସାଂସଦ ପ୍ରତିନିଧି ,ବିଇଓ ପ୍ରମୁଖଙ୍କ ସହ ବ୍ଲକ ସ୍ତରୀୟ କର୍ମଚାରୀ ଉପସ୍ଥିତ ଥିଲେ । ତେବେ ଏହି ସମିତି ବୈଠକରେ ବ୍ଲକର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକୁନେଇ ବିଜେପି କର୍ମୀ ଓ ବିଜେଡ଼ି କର୍ମୀଙ୍କ ମଧ୍ୟରେ ଯୁକ୍ତି ତର୍କ ଆରମ୍ଭ ହୋଇଥିଲା । ପରେ ସମିତି ବୈଠକରେ ଏହି ଯୁକ୍ତିତର୍କ ହୋ ହାଲା ସହ ତୀଵ୍ର ତର ହୋଇଥିଲା । ଏହି ହୋ ହାଲାକୁ ନେଇ ଉପସ୍ଥିତ ଭଦ୍ର ମଣ୍ଡଳୀ ଓ ଅଧିକାରୀ ମାନେ ଅବାକ ହୋଇଥିଲେ । ଉପଦକ୍ଷଙ୍କ ବୁଝାମଣା ପରେ ବୈଠକ ସ୍ଥିର ହୋଇଥିଲା ।