-+91-9937148622 |
prerana_bgr@rediffmail.com |
Sunday 25th January 2026 |
R.N.I. Regd No. ODIODI/2010/46693
Breaking News
12-Dec-2025
(ପ୍ରିୟଦର୍ଶିନୀ ପାତ୍ର)
ନବରଙ୍ଗପୁର ତୃପ୍ତି ଲର୍ଜ ସଭ୍ୟ ଗୃହ ରେ ନବକଳେବର ଜିଲ୍ଲା କ୍ଷତ୍ରିୟ ଧାକଡ ସମାଜ ର ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ମଣ୍ଡେଇ ପ୍ରଥମ ଦିନ ର ଶୁଭ ଅବସର ଏହି ବୈଠକରେ ଜିଲ୍ଲା ସଭାପତି ଚକ୍ରଧର ସିଂହ, ସାଧାରଣ ସଂଗଠନ ସଂପାଦକ ସୂର୍ଯ୍ୟବଂଶୀ ଜୟନ୍ତ ପାତ୍ର, କାର୍ଯକାରୀ ସଭାପତି ଧନେଶ୍ଵର ସିଂ, ଜିଲ୍ଲା ଉପସଭାପତି ସୁରେନ୍ଦ୍ର ନାୟକ, କାର୍ତ୍ତିକ ଦାସ, ହରି ଧାକଡ, ବରିଷ୍ଠ ସଦସ୍ୟ ଟିବୁ ନାୟକ,ପଦମନ ନାୟକ, ପଦମ ସିଂ, କୋଷାଧ୍ୟକ୍ଷ ଭିକାରୀ ଚରଣ ନାୟକ, ସଂଯୋଜକ ବଳିରାମ ସିଂ, ଦେବ ଚନ୍ଦ୍ର ଧାକଡ, ତ୍ରୀନାଥ ସିଂ, ଲମନ ଭୁକ୍ତା, ବିଭୂତି ନାୟକ, ନରସିଂହ ଦିୱାନ, ଦଶମୁ ପାତ୍ର, କୈଳାସ ପାତ୍ର, ରମେଶ ପାତ୍ର ତଥା ଜିଲ୍ଲା ର ଅଧିକାଂଶ ପଦାଧିକାରୀ ଉପସ୍ଥିତ ଥିଲେ। ସଂଗଠନ ଓ ଆସନ୍ତା ଡ଼ିସେମ୍ବର ଶେଷ ସପ୍ତାହରେ ଆଉଁରୀ ରେ ଅନୁଷ୍ଠିତ ହେବାକୁ ଥିବା ମାସିକ ମହା ଅଧିବେଶନ ଉପରେ ଆଲୋଚନା ହୋଇଥିଲା।