-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||     

HOME   ରାଜନୀତି

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତରେ ବଲାଙ୍ଗୀର ବିଧାୟକଙ୍କୁ ଅଣଦେଖା

16-Jun-2025



ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିର ବିଧାୟକ ତଥା ବିଜେଡିର ବରିଷ୍ଠ ନେତା କଳିକେଶ ନାରାୟଣ ସିଂହଦେଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବଲାଙ୍ଗିର ଗସ୍ତକୁ ନେଇ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ସେ ଏକ ଖୋଲା ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସୂଚିତ କରିଛନ୍ତି ଯେ, ନିଜ ନିର୍ବାଚିତ ମଣ୍ଡଳୀକୁ ମୁଖ୍ୟମନ୍ତ୍ରୀଙ୍କ ସରକାରି ଗସ୍ତ ହୋଇଥିବା ସତ୍ତ୍ୱେ ତାଙ୍କୁ କୌଣସି ସୂଚନା ଦିଆଯାଇନାହିଁ, ଯାହା ଗଣତନ୍ତ୍ରିକ ସମ୍ବିଧାନିକ ବ୍ଯବସ୍ଥା ଉପରେ ଏକ ଗଭୀର ଅସମ୍ମାନ। ବିଧାୟକ କଳିକେଶ ଲେଖିଛନ୍ତି ଯେ, “ମୁଁ ବଲାଙ୍ଗିରର ନିର୍ବାଚିତ ପ୍ରତିନିଧି ଭାବରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥାନ୍ତି ଓ ଆମ ଅଞ୍ଚଳର ଲୋକଙ୍କ ସମସ୍ୟା ଉପରେ ଚର୍ଚ୍ଚା କରିଥାନ୍ତି। କିନ୍ତୁ ମୋତେ ସୂଚିତ କରାଯାଇନଥିବା ଏକ ଗଣତନ୍ତ୍ରିକ ପଦ୍ଧତି ପ୍ରତି ଅସମ୍ମାନ କରାଯାଉଛି l ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ସମୟରେ କୃଷି ବିଭାଗ ଦ୍ୱାରା ଆୟୋଜିତ କୃଷକ ସମାବେଶ କୁ ଉପହାସ କରି ବିଧାୟକ କହିଛନ୍ତି ଯେ, ସେଠାରେ କେବଳ ଚୟିତ ବ୍ୟକ୍ତିଙ୍କୁ ଡାକି ଏକ “ନାଟକିୟ ଦୃଶ୍ୟ” ସୃଷ୍ଟି କରା ଯାଉଛି।“ ଏହି ଧରଣର ଏକ ପ୍ରତୀକାତ୍ମକ ରାଜନୈତିକ ଚାଲ ଏବେ ବଲାଙ୍ଗିରରେ ସାଧାରଣ ଘଟଣା ହୋଇଯାଇଛି। ଶାସକ ଦଳର କାର୍ଯ୍ୟକର୍ତ୍ତା ମାନେ ମଞ୍ଚରେ ଥାଆନ୍ତି, କିନ୍ତୁ ଜନତାର ଅସଲ ସମସ୍ୟା ନେଇ କୌଣସି ଅନୁଭବ ନଥାଏ ବୋଲି ବିଧାୟକ ଅଭିଯୋଗ କରିଛିନ୍ତି l

 ଏହି ଅବସରରେ ବିଧାୟକ ବଲାଙ୍ଗିର ପାଇଁ ସାତ ଦଫା ବିକାଶ ଦାବୀ କରିଛନ୍ତି l ତାଙ୍କ ଚିଠିରେ ବିଧାୟକ କଳିକେଶ ନିମ୍ନଲିଖିତ ଦୀର୍ଘଦିନ ଧରି ଅପେକ୍ଷିତ ଓ ଗୁରୁତ୍ୱପୂର୍ଣ୍ଣ ବିକାଶ ଦାବୀ ଗୁଡ଼ିକ ପ୍ରସ୍ତୁତ କରିଛନ୍ତି l ବଲାଙ୍ଗିରରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା, ଦେଓଗାଁ ଚିନି ମିଲର ପୁନଃରୁଦ୍ଧାର, ଅର୍ବାନ ଡ୍ରେନେଜ ପାଇଁ ମାଷ୍ଟରପ୍ଲାନ ଅନୁଯାୟୀ ଅର୍ଥ ମଞ୍ଜୁର ,ବଲାଙ୍ଗିର ମୁନିସିପାଲିଟିର ୧୭ ଗୋଟି ଜଳାଶୟର ପୁନରୁଦ୍ଧାର, ମହାରାଣୀ ସାଗର ପ୍ରକଳ୍ପ ପାଇଁ ବିଲ୍ ମଞ୍ଜୁରୀ । ତୁଷୁରା ବିମାନବନ୍ଦର ପ୍ରକଳ୍ପର ଦୃତ କାର୍ଯ୍ଯ ସମ୍ପାଦନ (₹୬୫ କୋଟି ଅନୁମୋଦିତ)। ଆଇ ଏସ୍ଏସ୍ଓ ଓ ଅନ୍ୟାନ୍ୟ ଜଳସେଚନ ପ୍ରକଳ୍ପ ଗୁଡ଼ିକର ଦ୍ରୁତ କାର୍ଯ୍ୟାନ୍ବୟନ ,ସମଲେଶ୍ୱରୀ ମନ୍ଦିର, ଲକ୍ଷ୍ମୀନାରାୟଣ ଓ ଗୋପାଳଜୀ ମନ୍ଦିର ପରିସରରେ ପୂର୍ତ୍ତ ବିଭାଗ ଦ୍ୱାରା ଗୃହନିର୍ମାଣ କାମ ତ୍ୱରାନ୍ୱିତ କରିବା ଇତ୍ୟାଦି ରହିଛି l
“ ବଲାଙ୍ଗିରକୁ ଅଣଦେଖା କରିବା ଚାଲିବ ନାହିଁ ” ବୋଲି ବିଧାୟକ କହି ଓଡ଼ିଶା ଇତିହାସରେ ବଲାଙ୍ଗିର ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି। ଏହି ଦାବୀଗୁଡ଼ିକ  ଜନତାଙ୍କର ଆଶା। ଏହାକୁ ରାଜନୈତିକ ଭେଦଭାବରୁ ବାହାର କରି ସତ୍ୟ ସ୍ନେହଭାବରେ ଦେଖିବା ଦରକାର,” ବୋଲି ବିଧାୟକ କଳିକେଶ ମୁଖ୍ୟମନ୍ତ୍ରୀ ଙ୍କୁ ଲେଖିଛନ୍ତି lବିଧାୟକଙ୍କ ଏହି ଖୋଲା ଚିଠି ଜିଲ୍ଲା ରାଜନୀତିରେ ଚାଞ୍ଚଲ୍ଯ ସୃଷ୍ଟି କରିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   18-Oct-2026
  ଜିଲ୍ଲା  
*ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026
  ଜିଲ୍ଲା  
ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   17-Oct-2026
  ରାଜ୍ୟ  
ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   17-Oct-2026
  ଜିଲ୍ଲା  
ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ   17-Oct-2026
  ଜିଲ୍ଲା  
ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା   17-Oct-2026

You Might Also Like