-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
12-May-2025
ଯାଜପୁର ଜିଲ୍ଲାର ବରୀ ବ୍ଲକ ବାଲିବିଲ ପଞ୍ଚାୟତ କୋରଡ଼ା ପିପଲ ଗାଁର ଗୋଚର ଜମି ଓ ବାଇଁସିରିଆ ଠାରେ ପଥର ଗୁଣ୍ଡ ଗଚ୍ଛିତକୁ ବିରୋଧ । ତହସିଲ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗୋଚର ଜମିରେ କେବଳ ଗୃହପାଳିତ ପ୍ରାଣୀ ମାନଙ୍କ ବିଚରଣ ପାଇଁ ଉଦ୍ଧିଷ୍ଟ ଅଟେ। କିନ୍ତୁ ଏହି ଅଞ୍ଚଳର ବିଭିନ୍ନ ବିଭାଗର ରାସ୍ତାକାର୍ଯ୍ୟ ପାଇଁ ବଜୁରି, ପଥର ଗୁଣ୍ଡ ଗଚ୍ଛିତ ରହିବା ଯୋଗୁଁ ଗୃହପାଳିତ ପଶୁମାନଙ୍କ ଚରିବାକୁ ସମସ୍ଯା ସୃଷ୍ଟି ହେଉଛି