-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||      ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   (09-Sep-2026)       ||      ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବ ଆୟୋଜିତ   (09-Sep-2026)       ||      *CRG ଚୟନରେ ପାରଦର୍ଶିତା ନେଇ ପ୍ରଶ୍ନ: ସିଆରସି ର ଏକ ପାଖିଆ ନିଷ୍ପର୍ତ୍ତି ରେ ଯୋଗ୍ୟତା ଓ ଅଭିଜ୍ଞତାକୁ ଗୁରୁତ୍ୱ ନାହିଁ*   (09-Sep-2026)       ||     

HOME   ଜିଲ୍ଲା

ସାହିତ୍ଯ ପତ୍ରିକା ଉଚ୍ଚାଙ୍ଗ ସାହିତ୍ଯର ସ୍ବର "ସ୍ରୋତସ୍ବତୀ"  ର ଖରା ସଂଖ୍ୟା  ଲୋକାର୍ପିତ 

11-May-2025



'ଏକ ସ୍ବୟଂସିଦ୍ଧ କଳା ହେଉଛି କବିତା। ଧାଡିଟିଏ ଭିତରେ, ଧାଡିଟିଏ ପାଇଁ  ଯୁଗ ଟିଏ ଅପେକ୍ଷିବାକୁ ପଡିଥାଏ। କବିତାର କଲ୍ଲୋଳ ସେତେବେଳେ ପ୍ରବାହିତ ହୁଏ,ଯେତେବେଳେ ଅନୁଭବର ଅନନ୍ୟତାରେ କବିପ୍ରାଣ ଆପ୍ଳୁତ ହୁଏ।ଆଜି ଅନୁଭବର ଅଭାବ ହିଁ କବିତାକୁ, ସାହିତ୍ୟକୁ ପାଠକ ଠାରୁ  ଦୁରେଇ ଦେଇଛି'

 ବଲାଙ୍ଗୀର ସାମ୍ବାଦିକ ଭବନ ଠାରେ ସାପ୍ତାହିକ "ଆଞ୍ଚଳିକ ସମ୍ବାଦ"ର ପ୍ରାୟୋଜନରେ ସ୍ରୋତସ୍ବତୀ ପ୍ରକାଶନୀର ସାହିତ୍ଯ ପତ୍ରିକା ଉଚ୍ଚାଙ୍ଗ ସାହିତ୍ଯର ସ୍ବର ସ୍ରୋତସ୍ବତୀର ଖରା ସଂଖ୍ୟା ପୁନଃ ପାଠକାର୍ପଣ ଅବସରରେ ମତ ପ୍ରକାଶ ପାଇଛି। ନିଦାଘର ଉଷ୍ମତା ଭିତରେ ଆୟୋଜିତ ଏହି ସାରସ୍ବତ ସମାରୋହ "ନିର୍ଲିପ୍ତ ନିଦାଘ " ର ପ୍ରଥମ ଅଧିବେଶନରେ  ପତ୍ରିକା ର ମୁଖ୍ଯ ସଂପାଦକ ସନ୍ଦୀପ କୁମାର କୁଅଁର ସଭାପତିତ୍ବ କରିଥିବା ବେଳେ  ସଂପାଦକ ଡକ୍ଟର ସଂଜୟ କୁମାର ମିଶ୍ରଙ୍କ  ସହ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ନାଟ୍ୟକାର ନିର୍ଦ୍ଦେଶକ ଅଧ୍ୟାପକ ଡକ୍ଟର ପୁରୁଷୋତ୍ତମ ମିଶ୍ର, କବୟତ୍ରୀ ଡାକ୍ତର ଜ୍ୟୋତିର୍ମୟୀ ସାହୁ,ଡକ୍ଟର ଗୋବର୍ଦ୍ଧନ ନାୟକ  ବରେଣ୍ଯ ଅତିଥି ଭବରେ ଯୋଗଦେଇ ସାହିତ୍ଯ ସୃଜନ ଏକ ତପସ୍ୟା ପରି,

 

ପରି,ଏଥିପାଇଁ ଅନୁଭବର ତୀବ୍ରତା ଜରୁରୀ ଓ  ବଲାଙ୍ଗୀର ର ଉଜ୍ବଳ ସାରସ୍ବତ ପରଂପରାକୁ ଆଗେଇ ନେବାକୁ ପ୍ରକାଶିତ ହୋଇଥିବା ସାହିତ୍ଯ ପତ୍ରିକା ସ୍ରୋତସ୍ବତୀ  ଅତୀତରେ ବହୁ ନୂତନ ପ୍ରତିଭାଙ୍କୁ ଆଗକୁ ଆଣିଥିବା ବେଳେ ଆଗାମୀ ସମୟରେ ନବ ନବପ୍ରତିଭାଙ୍କ ସ୍ଫୁରଣର ମାଧ୍ୟମ ହେଉ ବୋଲି କହିଥିଲେ। ପ୍ରାରମ୍ଭରେ ସାହିତ୍ଯ ପତ୍ରିକା ଉଚ୍ଚାଙ୍ଗ ସାହିତ୍ଯ ର ସ୍ବର ସ୍ରୋତସ୍ବତୀ   ର ଖରା ସଂଖ୍ୟା କୁ ପାଠକାର୍ପଣ ପରେ ମୁଖ୍ଯ ସଂପାଦକ ସନ୍ଦୀପ କୁମାର କୁଅଁର  ଓ ସଂପାଦକ ପତ୍ରିକା ର ଅତୀତ ଓ ବର୍ତ୍ତମାନ ର ଅଭିବ୍ୟକ୍ତି  ଉପସ୍ଥାପନ କରିଥିଲେ। ଡକ୍ଟର ଲକ୍ଷ୍ମଣ କୁମାର ମେହେର  ସ୍ବାଗତ ବକ୍ତବ୍ଯ ଦେଇଥିବା ବେଳେ  କବୟତ୍ରୀ ସବିତା ମେହେରା ସଂପାଦନା ମଣ୍ଡଳୀ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ।
ଡକ୍ଟର ସଂଜୟ କୁମାର ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ନିର୍ଲିପ୍ତ ନିଦାଘର ବହୁଭାଷୀ କବିତା ପାଠୋତ୍ସବ। କବୟତ୍ରୀ ଅଧ୍ୟାପିକା ବନ୍ଦନା କର ଓ  ଝରଣା   ସାହୁ। କବି ହୃଷୀକେଶ ପୁରୋହିତ, ରଶ୍ମୀ ପାତ୍ର, କସ୍ତୁରୀ ରଥ,ଶୁଭ୍ରାଂଶୁ ଶେଖର ପଣ୍ଡା,ବ୍ରହ୍ମାନନ୍ଦ ବନଛୋର,  ଜ୍ଯୋତିରାଣୀ ମିଶ୍ର, ଅଶୋକ କୁମାର ସେଠୀ, ଡକ୍ଟର ପୁରୁଷୋତ୍ତମ ମିଶ୍ର,  ସଂଯୁକ୍ତା ପରିଛା,ଭକ୍ତ ଚରଣ ନାଏକ,ସନ୍ଦୀପ କୁମାର କୁଅଁର, ପୁସ୍ତକ ଜୁଆଡି,ଗଣେଶ ବାରିକ,ସବିତା ମେହେରା, ଭାଗବତ ଗାଥା ର କବି ତରୁଣ କୁମାର ପରିଚ୍ଛା,ଡକ୍ଟର ଲକ୍ଷ୍ମଣ କୁମାର ମେହେର, ଲୋକେଶ୍ୱର ପାଣ୍ଡେ,ମୃଗେଶ ବୈଷ୍ଣବ ପାଣିଗ୍ରାହୀ,ଭାଗ୍ୟବନ୍ତ ମହାଲିଙ୍ଗ  ପ୍ରମୁଖ ଅର୍ଧଶତାଧିକ କବି ସ୍ବରଚିତ କବିତାମାନ  ପାଠ କରିଥିଲେ।


News Comment




Photo in News

Advertisment
Lastest News
ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   10-Sep-2026
  ଜିଲ୍ଲା  
ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   09-Sep-2026
  ଜିଲ୍ଲା  
ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା   09-Sep-2026
  ଜିଲ୍ଲା  
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   09-Sep-2026
  ଜିଲ୍ଲା  
ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   09-Sep-2026
  ଜିଲ୍ଲା  
ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    09-Sep-2026
  ରାଜ୍ୟ  
ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି   09-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   09-Sep-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   09-Sep-2026
  ଜିଲ୍ଲା  
ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   09-Sep-2026
  ଜିଲ୍ଲା  
ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   09-Sep-2026
  ଜିଲ୍ଲା  
କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   09-Sep-2026

You Might Also Like