-+91-9937148622 |

prerana_bgr@rediffmail.com |

  Monday 20th July 2026 |

| | | |

R.N.I. Regd No. ODIODI/2010/46693

Breaking News

କଣ୍ଟାବାଞ୍ଜି ଅଞ୍ଚଳ ରେ ଗୋ ବ୍ୟବସାୟୀ ପଛରେ କିଏ ?♦️ କାହିଁକି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ପୋଲିସ ନିରବ   (19-Jul-2026)       ||      ଜିଲ୍ଲା ଲେଖକ ପରିଷଦ, ପକ୍ଷରୁ "ଭାବର ଭୂଇଁ ଗନ୍ଧମାର୍ଦ୍ଦନ ଆଲୋଚନାଚକ୍ର ଅନୁଷ୍ଠିତ   (19-Jul-2026)       ||      ଡାକ୍ତର ଭଗବାନ ଙ୍କ ଦ୍ୱିତୀୟ ଅବତାର: ଗୌତମ ରାୟ ♦️୫ ବରିଷ୍ଠ ଡାକ୍ତରଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନ ♦️୭୧ ଡାକ୍ତରଙ୍କୁ ସ୍ବତନ୍ତ୍ର ସମ୍ମାନ   (19-Jul-2026)       ||      ଏନ ଏଚ ବାଇପାସ ପାଇଁ ଲଖପାଲି ରାସ୍ତା କାଦୁଅମୟ: ଅତିରିକ୍ତ ଜିଲ୍ଲାପାଳଙ୍କୁ BMM ଓ ଗ୍ରାମବାସୀଙ୍କ ଦାବିପତ୍ର   (19-Jul-2026)       ||      ୟନେକ୍ସ - ସନରାଇଜ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଘାଟିତ♦️ ଯୋଗ ଦେଲେ ୨୫୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ   (19-Jul-2026)       ||      ସ୍ୱର୍ଗତ ସୁଶୀଲ ଭୁଏଙ୍କ ପରିବାରକୁ ଓଷ୍ଟା ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ,ସଂଘର ସାମାଜିକ ବଦାନ୍ୟତାକୁ ସବୁଠି ପ୍ରଶଂସା   (19-Jul-2026)       ||      ମାନବ ସେବା ହିଁ ମାଧବ ସେବା " ଅତାବିରାରେ ସ୍କାଉଟ-ଗାଇଡ୍ ଓ ରେଡକ୍ରସର ରଥଯାତ୍ରା ସେବା ଶିବିର ଉଦ୍‌ଘାଟିତ   (19-Jul-2026)       ||      *କୋଶୋଲି ବରନ ବୋଧ ପାଣ୍ଡୁଲିପି ର ଉନ୍ମୋଚନ*-   (19-Jul-2026)       ||      ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ସାଂଗଠାନିକ ବୈଠକ ଅନୁଷ୍ଠିତ।   (19-Jul-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ସଫଳତା ପାଇଁ କୁନି ପ୍ରତିଭା ନିଖିଲଙ୍କୁ ଭବ୍ୟ ସମ୍ବର୍ଦ୍ଧନା   (19-Jul-2026)       ||      ଜେଏସ୍ ଏମ କଲେଜ ଅଫ୍ କମର୍ସରେ ଷଷ୍ଠ ତମ ଗ୍ରାଜୁଏସନ୍ ଦିବସ ପାଳିତ   (19-Jul-2026)       ||      ନବଭାରତୀ ରେ ନୂତନ ବିଦ୍ଯାଳୟ ପରିଚାଳନା କମିଟି ଗଠନ,   (19-Jul-2026)       ||      ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଏକ ପ୍ରୟାସ   (19-Jul-2026)       ||      ଚୋରା ଚାଲାଣ ବେଳେ ୮୩ ମହିଷି ଉଦ୍ଧାର   (18-Jul-2026)       ||      କବୟତ୍ରୀ ସରସ୍ବତୀ ମିଶ୍ର ଙ୍କ " ଛନେ ଆ" କୋସଲି କବିତା ବହି ମୁକୁଲାନ    (18-Jul-2026)       ||      ପ୍ରଦୂଷଣ ନିୟମ ଉଲ୍ଲଂଘନ : ଅଗ୍ରସେନ ସ୍ପଞ୍ଜକୁ ସିଲ୍ କଲା ଏସପିସିବି   (18-Jul-2026)       ||      ଚାଷୀଙ୍କ ଜମିରେ ରାସ୍ତା ! କ୍ଷତିପୁରଣ ଦାବୀ ନେଇ ରାସ୍ତାରେ କଂଟାବାଡ ରୋଗୀ ନେଇ ଆସୁଥୁବା ଆମ୍ବୁଲାନ୍ସ ଫେରିଗଲା, ତଦନ୍ତ ଜାରି   (18-Jul-2026)       ||      ବରପାଲି ରେ ପଞ୍ଚାୟତ ସମିତି ବୈଠକ   (18-Jul-2026)       ||      *ଚୋରା ଚାଲାଣ ବେଳେ ୮୩ ମହିଷି ଉଦ୍ଧାର*   (18-Jul-2026)       ||      *ସର୍ବଭାରତୀୟ ନିଟ ୟୁଜି ପରୀକ୍ଷାରେ ଆଶିର୍ବାଦ ଙ୍କ କମାଲ*   (18-Jul-2026)       ||     

HOME   ଜିଲ୍ଲା

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ପାର୍କରେ ଚାଲିଛି ଅଗଲା ପ୍ରେମ ଓ ନିଶା କାରବାର

08-May-2025



ଜଗତ୍ସିଂହପୁର ରୁ ଚିନ୍ମୟ ବିଶ୍ଵାଳଙ୍କ ରିପୋର୍ଟ 

 

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ପାର୍କରେ ଚାଲିଛି ଅଗଲା ପ୍ରେମ ଓ  ନିଶା କାରବାର |
 ସକାଳ ହେଲାମାନେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଲାଗିଥିବା ପାର୍କରେ ଲାଗୁଛି କଲେଜ ଛାତ୍ର ଛାତ୍ରୀ ଓ ପ୍ରେମୀଯୁଗଳଙ୍କ ଭିଡ

ସ୍ଥାନ କାଳ ପାତ୍ର ଭୁଲି ମଜଲୁସ ହେଉଛନ୍ତି ଯୁବକ ଯୁବତୀ ଓ ବିବାହିତ ମହିଳା| ଜିଲ୍ଲା ପ୍ରଶାସନର ମୁଖ୍ୟ କାର୍ଯ୍ୟାଳୟକୁ କାର୍ଯ୍ୟ ନିମନ୍ତେ ଯେଉଁ ବ୍ୟକ୍ତି ବିଶେଷ ଯାଉଛନ୍ତି, ସେମାନେ ଏହି ପାର୍କରେ ଅଗଲା ପ୍ରେମ ଦେଖି ଲଜ୍ୟା ଅନୁଭବ କରୁଛନ୍ତି |ଶିଶୁ ଉଦ୍ୟାନ ହୋଇଛି ଶିଶୁମାନଙ୍କ ପାଇଁ। ଆଜିର ଶିଶୁ କାଲିର ଭବିଷ୍ୟତ । କିନ୍ତୁ ଏହି ଉଦ୍ୟାନ ବର୍ତ୍ତମାନ ନିଶାଡି, ଅପରାଧୀ, ଓ ପ୍ରେମୀ ଯୁଗଳଙ୍କ କବଜାରେ । ଶିଶୁଟି ବୁଲିବା ପାଇଁ ହେଉ କି  ଖେଳନା ସାମଗ୍ରୀ ପ୍ରତି ଆକୃଷ୍ଟ ହୋଇ ଆସୁ , ତା  ମାନସିକ ଉପରେ କି ପ୍ରଭାବ  ପଡ଼ିବ । ତାକୁ ଆଣିଥିବା ବାପା, ମା ହୁଅନ୍ତୁ କି ଅବିଭାବକ ସେମାନେ ଆଉ ଆଣିବେ ତ ? ବେଶୀ ଦେଖିବାକୁ ମିଳୁଛି ସ୍କୁଲ୍, କଲେଜର ଛାତ୍ରଛାତ୍ରୀମାନଙ୍କୁ

କିଏ ସିଗାରେଟ୍ ଟାଣୁଛି ତ  ଆଉ କିଏ ବସି ରୋମାନ୍ସ କରୁଛି l  କାହିଁକି  ଯୁବପିଢୀ ବର୍ତ୍ତମାନ ଏପରି ବିପଥଗାମୀ ? ତାଙ୍କର ପରବର୍ତ୍ତୀ ପିଢ଼ି ଉପରେ କି ପ୍ରଭାବ ପଡୁଛି  ? କିଛି ସ୍ଥାନୀୟ ବୁଦ୍ଧିଜୀବୀ ଏହି ଦୃଶ୍ୟକୁ ଦେଖି ବାରଣ କରିବାରୁ ଗାଳି ଗୁଲଜ୍ ଶୁଣିବାକୁ ପଡ଼ିଥିଲା । ସବୁଠାରୁ ବଡ଼ କଥା ହେଲା ୨ ଅତିରିକ୍ତ ଜିଲ୍ଲାପାଳ, ଓ ଉପଜିଲ୍ଲାପାଳ ଅନ୍ୟ  ଅଫିସ ର କର୍ମଚାରୀ, ଅଧିକାରୀ ମାନେ ପାର୍କ ପାଖରେ ଥିବା କ୍ୱାଟରରେ ପରିବାର ନେଇ ରହୁଛନ୍ତି । ସେମାନଙ୍କ ପିଲାଙ୍କ ଉପରେ କୁପ୍ରଭାବ ନିଶ୍ଚିତ ପଡୁଛି ।ଏ ଦୃଶ୍ୟକୁ ଦେଖି ଜିଲ୍ଲାପାଳଙ୍କ  ଅଫିସ୍ ରେ  କର୍ମଚାରୀ ହୁଅନ୍ତୁ କି ଅଧିକାରୀଙ୍କୁ ମଧ୍ୟ ହଟହଟା ହେବାକୁ ପଡ଼ିଛି। ଉକ୍ତ ଅଫିସକୁ ସଂଲଗ୍ନ କରିଥିବା ରାସ୍ତା ମଧ୍ୟରେ  ଗାଡ଼ି ରଖି ଅସାମାଜିକ କାର୍ଯ୍ୟରେ ଲିପ୍ତ ରୁହନ୍ତି। କର୍ମଚାରୀ ହୁଅନ୍ତୁ କି ଅଧିକାରୀ ଏହାକୁ ଦେଖି  ନ ଦେଖିଲା ପରି ଓ ନିଜ ଇଜ୍ଜତକୁ ଜାକି ଚାଲିଯାଆନ୍ତି ଯାହା ଫଳରେ  ଅଫିସରଙ୍କ ଗାଡ଼ି  ଯିବା ଆସିବା ପାଇଁ ବାଧା ସୃଷ୍ଟି ହୁଏ । ଖାଲି ସେତିକି ନୁହେଁ, ଏହି ଶିଶୁ ଉଦ୍ୟାନ ପାର୍କକୁ ଲାଗି ପୂର୍ତ୍ତ ଓ ଗୃହ ନିର୍ମାଣର ଅଧିକ୍ଷଣ ଯନ୍ତ୍ରୀଙ୍କ ଅଫିସ୍ ମଧ୍ୟ ଅଛି । ଏହି ଅଫିସ୍ ଏଭଳି କାର୍ଯ୍ୟକୁ ଦେଖି ଦେଖି ଅସମ୍ଭାଳ ହୋଇ  ବାଧ୍ୟରେ ପାର୍କ ଚାରିପଟେ କାନ୍ଥ ନିର୍ମାଣ କରୁଛି । ଆଉ ମଧ୍ୟ

ପୋଲିସ କ୍ୱାଟର ବି ପାଖରେ ଅଛି। ଜଗତସିଂହପୁର ଜିଲ୍ଲାର ଗୁରୁତ୍ତୋପୂର୍ଣ୍ଣ, ଜନଗହଳି ସ୍ଥାନରେ ଦିନଦ୍ଵିପ୍ରହରରେ ଏହି ପାର୍କରେ ଏଭଳି ଦୃଶ୍ୟ ଦେଖିଲେ ସାଧାରଣ ଲୋକ ସଂକୋଚ ପ୍ରକାଶ କରୁଛନ୍ତି | ସବୁ ସୀମା ଉଲଂଘନ କରି ଏହି ପାର୍କ ଯୁବପିଢ଼ି ଏମିତି ହେଲେ ସମାଜକୁ କି ବାର୍ତ୍ତା ପ୍ରଦାନ ହେଉଛି ବୋଲି ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି |ଏହାକୁ କଡ଼ାକଡ଼ି ଭାବେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଘୋର ନିନ୍ଦା କରିଛନ୍ତି ।ଦେଖାଯାଉ ପ୍ରଶାସନ ଏହା ଉପରେ କଣ କାର୍ଯ୍ୟାନୁଷ୍ଠାନ ନେଉଛି |


News Comment




Photo in News

Advertisment
Lastest News
  ଜିଲ୍ଲା  
କଣ୍ଟାବାଞ୍ଜି ଅଞ୍ଚଳ ରେ ଗୋ ବ୍ୟବସାୟୀ ପଛରେ କିଏ ?♦️ କାହିଁକି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ପୋଲିସ ନିରବ   19-Jul-2026
  ଜିଲ୍ଲା  
ଜିଲ୍ଲା ଲେଖକ ପରିଷଦ, ପକ୍ଷରୁ "ଭାବର ଭୂଇଁ ଗନ୍ଧମାର୍ଦ୍ଦନ ଆଲୋଚନାଚକ୍ର ଅନୁଷ୍ଠିତ   19-Jul-2026
  ଜିଲ୍ଲା  
ଡାକ୍ତର ଭଗବାନ ଙ୍କ ଦ୍ୱିତୀୟ ଅବତାର: ଗୌତମ ରାୟ ♦️୫ ବରିଷ୍ଠ ଡାକ୍ତରଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନ ♦️୭୧ ଡାକ୍ତରଙ୍କୁ ସ୍ବତନ୍ତ୍ର ସମ୍ମାନ   19-Jul-2026
  ଜିଲ୍ଲା  
ଏନ ଏଚ ବାଇପାସ ପାଇଁ ଲଖପାଲି ରାସ୍ତା କାଦୁଅମୟ: ଅତିରିକ୍ତ ଜିଲ୍ଲାପାଳଙ୍କୁ BMM ଓ ଗ୍ରାମବାସୀଙ୍କ ଦାବିପତ୍ର   19-Jul-2026
  ଜିଲ୍ଲା  
ୟନେକ୍ସ - ସନରାଇଜ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଘାଟିତ♦️ ଯୋଗ ଦେଲେ ୨୫୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ   19-Jul-2026
  ଜିଲ୍ଲା  
ସ୍ୱର୍ଗତ ସୁଶୀଲ ଭୁଏଙ୍କ ପରିବାରକୁ ଓଷ୍ଟା ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ,ସଂଘର ସାମାଜିକ ବଦାନ୍ୟତାକୁ ସବୁଠି ପ୍ରଶଂସା   19-Jul-2026
  ଜିଲ୍ଲା  
ମାନବ ସେବା ହିଁ ମାଧବ ସେବା " ଅତାବିରାରେ ସ୍କାଉଟ-ଗାଇଡ୍ ଓ ରେଡକ୍ରସର ରଥଯାତ୍ରା ସେବା ଶିବିର ଉଦ୍‌ଘାଟିତ   19-Jul-2026
  ଜିଲ୍ଲା  
*କୋଶୋଲି ବରନ ବୋଧ ପାଣ୍ଡୁଲିପି ର ଉନ୍ମୋଚନ*-   19-Jul-2026
  ଜିଲ୍ଲା  
ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ସାଂଗଠାନିକ ବୈଠକ ଅନୁଷ୍ଠିତ।   19-Jul-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ସଫଳତା ପାଇଁ କୁନି ପ୍ରତିଭା ନିଖିଲଙ୍କୁ ଭବ୍ୟ ସମ୍ବର୍ଦ୍ଧନା   19-Jul-2026
  ଜିଲ୍ଲା  
ଜେଏସ୍ ଏମ କଲେଜ ଅଫ୍ କମର୍ସରେ ଷଷ୍ଠ ତମ ଗ୍ରାଜୁଏସନ୍ ଦିବସ ପାଳିତ   19-Jul-2026
  ଜିଲ୍ଲା  
ନବଭାରତୀ ରେ ନୂତନ ବିଦ୍ଯାଳୟ ପରିଚାଳନା କମିଟି ଗଠନ,   19-Jul-2026

You Might Also Like