-+91-9937148622 |

prerana_bgr@rediffmail.com |

  Monday 13th April 2026 |

| | | |

R.N.I. Regd No. ODIODI/2010/46693

Breaking News

*ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   (12-Apr-2026)       ||      କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   (12-Apr-2026)       ||      *ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   (12-Apr-2026)       ||      ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି    (12-Apr-2026)       ||      ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି    (12-Apr-2026)       ||      ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ    (12-Apr-2026)       ||      ଦକ୍ଷ ସଂଗଠକ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗରେ ଗାନ୍ଧି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା    (12-Apr-2026)       ||      *ପ୍ରମାଣିକ ଚଳଚ୍ଚିତ୍ର ବନ୍ଦେ ମାଗୋ ସୋନପୁର ଲୋକାର୍ପିତ*- *ଉଦ୍ଘାଟନ କଲେ ଜିଲ୍ଲାପାଳ*-   (12-Apr-2026)       ||      ବିକାଶ କାମରେ ଦୁର୍ନୀତିଖୋରଙ୍କୁ ଘୋର ବିରୋଧ କରନ୍ତୁ ଲୋକେ: ନରସିଂହ   (12-Apr-2026)       ||      ଓଡିଆ ପକ୍ଷରେ କଳାକାର ସମ୍ଭର୍ଷିତ   (12-Apr-2026)       ||      ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯକ୍ରମ–୨୦୨୬ ଆଥଲେଟିକ୍ସ ଅନୁଷ୍ଠିତ   (12-Apr-2026)       ||      ସ୍ୱାସ୍ଥ୍ୟ ଶିବିର ପାଇଁ ଯୋଜନା   (12-Apr-2026)       ||      ନିଖିଳ ଓଡିଶା ଆଶା କର୍ମୀ ସଂଘ, ବଲାଙ୍ଗିର ଜିଲ୍ଲା କମିଟିର ବୈଠକ    (11-Apr-2026)       ||      କଣ୍ଟାବାଞ୍ଜି ଠାରେ ଜାତୀୟ ସେଭେନ ବ୍ଲକ ଜାତୀୟ ସ୍ତରୀୟ ରେଫରୀ ପରୀକ୍ଷା ଶିବିର ଉଦଘାଟିତ    (11-Apr-2026)       ||      ପିଏମ୍ ଶ୍ରୀ ମହାରାଜା ଉଚ୍ଚବିଦ୍ୟାଳୟ ର ପଞ୍ଚ ସଖା ଶିକ୍ଷା ସେତୁ ନୂତନ କମିଟି ଗଠନ   (11-Apr-2026)       ||      *ନିସହାୟ ଧନୁ ବରିହାଙ୍କ ଘରେ ପହଞ୍ଚିଲେ ଜିଲ୍ଲାପାଳ*   (11-Apr-2026)       ||      ଭିତ୍ତିଭୂମୀ ନିର୍ମାଣରେ ଇତିହାସ ରଚିଲା ଓଡିଶା,୧୭ଟି ପ୍ରକଲ୍ପକୁ ବିଶ୍ୱକର୍ମା ପୁରସ୍କାର, ବଲାଙ୍ଗୀରର କ୍ୟାନସର ହସପିଟାଲ ଓ ଲୋୟର ସୁକତେଲ ପ୍ରକଲ୍ପ ପୁରସ୍କୃତ   (11-Apr-2026)       ||      ଦାଦନ ଖଟିବାକୁ ଯାଇଥିବା ଯୁବକର ମୃତଦେହ ଘରକୁ ଫେରିଲା   (11-Apr-2026)       ||      ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରେ ଗୋଷ୍ଠୀଗତ ବିବାହ ପାଇଁ ପ୍ରସ୍ତୁତି ବୈଠକ   (11-Apr-2026)       ||      *ବିଶ୍ଵ ହୋମିଓପ୍ୟାଥିକ ଦିବସ ପାଳିତ* *(ଡାକ୍ତର ସି.ଫେଡ୍ରିକ୍.ସାମୁଏଲ୍ ହ୍ୟାନିମାନ୍ ଙ୍କ ୨୭୨ ତମ ଜୟନ୍ତୀ ପାଳିତ)*   (11-Apr-2026)       ||     

HOME   ଜିଲ୍ଲା

ବିନିକା ଶୀତଳଷଷ୍ଠୀ ମହୋତ୍ସବ(ଶିବଙ୍କ ପିତାମାତା ହେଲେ ମୁକେଶ-ମୌସୁମୀ,ପାର୍ବତୀଙ୍କ ପିତାମାତା ଶ୍ୟାମ-ସୀମା)

08-May-2025



ବିନିକା(ହିମାଂଶୁ ଶେଖର ପୁଟେଲ) ଦେବ ଦେବ ମହାଦେବଙ୍କ ଶୀତଳ ଷଷ୍ଠୀ ଯାତ୍ରା ଅର୍ଥାତ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଚଳିତ ବର୍ଷ ମେ ୨୭ ରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ବିନିକା ବିଶେଶ୍ୱର ମନ୍ଦିର ଠାରେ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରଭୁ ଶିବଶମ୍ଭୁ ଓ ପାର୍ବତୀ ଦେବୀଙ୍କ ପିତାମାତା ଚୂଡାନ୍ତ ହୋଇଯାଇଛି l  କ୍ଷୀରୋଦ ଚନ୍ଦ୍ର ସାମନ୍ତରାୟ (ମୁକେଶ ) ଓ ତାଙ୍କ ଧର୍ମପତ୍ନୀ ମୌସୁମୀ ରାଣୀ ମିଶ୍ର  ବିଶେଷ୍ଵର ବାବାଙ୍କ ପିତାମାତା ଦାୟିତ୍ୱ ତୁଲାଉ ଥିବା ବେଳେ ଶ୍ରୀ ଶ୍ୟାମ ସୁନ୍ଦର ମେହେର ଓ ପତ୍ନୀ ସୀମା ମେହେର ମାତା ପାର୍ବତୀ ଙ୍କ ପିତାମାତା ଦାୟିତ୍ୱ ନିର୍ବାହ କରିବେ l ଏହି ଅବସରରେ ପ୍ରଭୁ ଶିବଙ୍କୁ ପୁଅ ରୂପେ ପାଇବା ନେଇ ମୁକେଶ ଓ ମୌସୁମୀ ବେଶ ଖୁସିରେ ଆତ୍ମହରା ହୋଇ କେଉଁ ଜନ୍ମ ର ପୁଣ୍ୟ ବଳେ ଆମ୍ଭେ ପତିପତ୍ନୀ ଦୁହେଁ ଦେବଦେବ ମହାଦେବଙ୍କ ପିତାମାତା ହେବାର ସୁଯୋଗ ପାଇଛୁ l ତେଣୁ ତାଙ୍କର ଅପାର କୃପା ଆମ୍ଭ ପ୍ରତି ରହିବ ବୋଲି ପ୍ରକାଶ କରିଥିଲେ l ସେହିପରି ଭାଗ୍ୟରେ ଥିଲେ ମାଁ ପାର୍ବତୀ ଦେବୀଙ୍କୁ ଝିଅ ପାଇବା ମିଳେ l ଅମର ସୌଭାଗ୍ୟ ଯେ ମାଁ ପାର୍ବତୀ ଙ୍କ ପିତାମାତା ହେବାର ସୁଯୋଗ ମିଳିଛି l ଝିଅ ବାହାଘର ସମସ୍ତ ବନ୍ଧୁବାନ୍ଧବ ଓ ଶ୍ରଦ୍ଧାଳୁ ଭକ୍ତଙ୍କ ଉପସ୍ଥିତ ରେ ବହୁତ ଧୂମଧାମ ରେ ପାଳିତ ହେବ ବୋଲି ଶ୍ୟାମ ସୁନ୍ଦର ଓ ସୀମା କହିଛନ୍ତି l ଆଜିକା ବୈଠକ ରେ ସଭାପତି ପୂର୍ଣଚନ୍ଦ୍ର ମେହେର, ସମ୍ପାଦକ ଚରଣ ମେହେର, ସାହସମ୍ପାଦକ ସମ୍ବିତ ନେପାକ, କୋଷାଧକ୍ଷ ସଞ୍ଜୟ ଦାସ, ଉପଦେଷ୍ଟା ମଣ୍ଡଳୀ ର ମାନଗୋବିନ୍ଦ ମେହେର ଡମ୍ବରୁ ଧର ମେହେର, ହରିଭକ୍ତ ମେହେର, ପୂଜକ ଉମାବଲ୍ଲଵ ଷଢଙ୍ଗୀ, ନାରାୟଣ ପାଢ଼ୀ, ସକ୍ରିୟ ସଦସ୍ୟ ସନ୍ତୋଷ ସାମନ୍ତରା ତ୍ରିନାଥ ସେଠି ଶ୍ରୀକାନ୍ତ ସାହୁ ଗନ୍ଧର୍ବ ମାହାର ମହାବୀର ପ୍ରସାଦ ଅଗ୍ରୱାଲ, ଗୋବିନ୍ଦ ମାହାଣl ଆଲୋକ ହୋତା, ଭୁବନେଶ୍ୱର ପାତ୍ର, ପ୍ରଦୀପ ମେହେର  ଦୀନବନ୍ଧୁ ମେହେର, ଭିବିଷଣ ମେହେର, ପ୍ରମୁଖ ଉପସ୍ଥିତ ଥିଲେ l 


News Comment




Photo in News

Advertisment
Lastest News
  ଜିଲ୍ଲା  
*ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   12-Apr-2026
  ଜିଲ୍ଲା  
କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   12-Apr-2026
  ଜିଲ୍ଲା  
*ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   12-Apr-2026
  ଜିଲ୍ଲା  
ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି   12-Apr-2026
  ଜିଲ୍ଲା  
ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି   12-Apr-2026
  ଜିଲ୍ଲା  
ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ   12-Apr-2026
  ଜିଲ୍ଲା  
ଦକ୍ଷ ସଂଗଠକ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗରେ ଗାନ୍ଧି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା   12-Apr-2026
  ଜିଲ୍ଲା  
*ପ୍ରମାଣିକ ଚଳଚ୍ଚିତ୍ର ବନ୍ଦେ ମାଗୋ ସୋନପୁର ଲୋକାର୍ପିତ*- *ଉଦ୍ଘାଟନ କଲେ ଜିଲ୍ଲାପାଳ*-   12-Apr-2026
  ଜିଲ୍ଲା  
ବିକାଶ କାମରେ ଦୁର୍ନୀତିଖୋରଙ୍କୁ ଘୋର ବିରୋଧ କରନ୍ତୁ ଲୋକେ: ନରସିଂହ   12-Apr-2026
  ଜିଲ୍ଲା  
ଓଡିଆ ପକ୍ଷରେ କଳାକାର ସମ୍ଭର୍ଷିତ   12-Apr-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯକ୍ରମ–୨୦୨୬ ଆଥଲେଟିକ୍ସ ଅନୁଷ୍ଠିତ   12-Apr-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଶିବିର ପାଇଁ ଯୋଜନା   12-Apr-2026

You Might Also Like