-+91-9937148622 |
prerana_bgr@rediffmail.com |
Monday 23rd November 2026 |
R.N.I. Regd No. ODIODI/2010/46693
Breaking News
27-Dec-2024
ବଲାଙ୍ଗୀର: ଆସନ୍ତା ୨୦ ଜାନୁଆରୀରୁ ୨୨ ଜାନୁୟାରୀ ୨୦୨୫ ଦ୍ବାବିଂଶତମ ବଲାଙ୍ଗିର ଲୋକଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଅଞ୍ଚଳର ଲୋକ ସାହିତ୍ଯ, କଳା,ସଂସ୍କୃତି,ପରଂପରା, ନୃତ୍ଯଗୀତ,ଲୋକନାଟକ, ଇତିହାସ ତଥା ଜୀବନଧାରା ଆଧାରିତ ହୋଇ ଗବେଷଣାତ୍ମକ ଲେଖା ଗୁଡିକୁ ନେଇ ଏକ ମନୋଜ୍ଞ ସ୍ମରଣିକା ପ୍ରକାଶିତ ହେବ।ଏଥିପାଇଁ ଗବେଷକ,ପ୍ରାବନ୍ଧିକ ଭାବରେ ଆପଣଙ୍କ ଠାରୁ ଲେଖା ଆହ୍ବାନ କରାଯାଉଛି।ଲେଖା କମ୍ପ୍ୟୁଟରରେ ପେଜମେକରରେ ଟାଇପ ହୋଇ ଇ-ମେଲ ମାଧ୍ୟମରେ ଆମ ନିକଟରେ ୦୭ ଜାନୁୟାରୀ ମଧ୍ଯରେ ପହଞ୍ଚିବା ଆବଶ୍ୟକ।
ଲେଖା ପଠାଇବାକୁ
sandip_kuanr@rediffmail.com ମେଲ କରିବାକୁ ଦ୍ବାବିଂଶତମ ବଲାଙ୍ଗିର ଲୋକ ଉତ୍ସବର ସ୍ମରଣିକା ସମିତି ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ଅନୁରୋଧ କରିଛନ୍ତି।