-+91-9937148622 |
prerana_bgr@rediffmail.com |
Monday 13th July 2026 |
R.N.I. Regd No. ODIODI/2010/46693
Breaking News
29-Nov-2024
ରୁପ୍ରାରୋଡ (ସଞ୍ଜିବ ଦାସ )
ଶୁକ୍ରବାର ଅପରାହ୍ନ ପାଞ୍ଚ ଘଣ୍ଟା ସମୟରେ ରୁପ୍ରା ରୋଡ଼ ଗ୍ରାମର ପୂର୍ବତନ ସରପଞ୍ଚ ତଥା ବର୍ତମାନ ର ବିଧାୟିକା ମନୋରମା ମହାନ୍ତି ଙ୍କ ଶ୍ଵଶୁର ମାନ ଗୋବିନ୍ଦ ମହାନ୍ତି ଙ୍କ ତାଙ୍କ ପୈତୃକ ଗ୍ରାମ ରୁପ୍ରା ରୋଡ଼ ସ୍ଥିତ ବାସ ଭବନ ରେ ବିୟୋଗ ଘଟିଛି ମୃତ୍ୟୁ ବେଳକୁ ଶ୍ରୀ ମହାନ୍ତି ଙ୍କୁ ୮୫ ବର୍ଷ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଲିଛି ଶ୍ରୀ ମହାନ୍ତି ବାର୍ଦ୍ଧକ୍ୟ ଜନିତ ସମସ୍ୟା ରେ ଦୀର୍ଘ ଦିନ ଧରି ରହି ଆସିଥିଲେ ମୃତ୍ୟୁ ସମୟରେ ଶ୍ରୀ ମହାନ୍ତି ଙ୍କ ପାଖରେ ଝିଅ, ଜ୍ୱାଇଁ, ପୁତ୍ର, ପୁତ୍ରବଧୂ ଓ ପରିବାର ସୌଜନ୍ୟ ଉପସ୍ଥିତ ଥିଲେ