-+91-9937148622 |

prerana_bgr@rediffmail.com |

  Thursday 5th March 2026 |

| | | |

R.N.I. Regd No. ODIODI/2010/46693

Breaking News

ନା ମିଳୁଛି ପାଣି ନା ହେଉଛି କେନାଲ ମରାମତି   (05-Mar-2026)       ||      ପୁରାତନ ଛାତ୍ରଙ୍କ ପକ୍ଷରୁ ଗୁରୁଙ୍କୁ ସମ୍ବର୍ଦ୍ଧନା   (05-Mar-2026)       ||      ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   (05-Mar-2026)       ||      ହରିହର ଭେଟ ସମ୍ପନ୍ନ   (05-Mar-2026)       ||      ୟୁଜିସି ଆଇନ ସମର୍ଥନରେ ଜିଲ୍ଲା ଓବିସି ଏସ୍ ଟି ଏସ୍ ସି ମଞ୍ଚ ର ଗଣଧାରଣା ଏବଂ ବିକ୍ଷୋଭ   (05-Mar-2026)       ||      ଯୁବୋଦୟ ଛାତ୍ରଛାତ୍ରୀଙ୍କ ପାଇଁ ମାଛଚାଷ ଉପରେ ପ୍ରାୟୋଗିକ ପ୍ରଶିକ୍ଷଣ   (05-Mar-2026)       ||      ଖବର ପ୍ରସାରଣ ପରେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଠାନ♦️ଚେତୁନି ପ୍ରଶାସନ କି ରାଜସ୍ବ ବିଭାଗ    (05-Mar-2026)       ||      ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ  ସଚିବସ୍ତରୀୟ  ସମୀକ୍ଷା ବୈଠକ   (05-Mar-2026)       ||      ଆଗଲପୁରରେ ଦୋଳ ମହୋତ୍ସବ ୨୦୨୬ ପାଳନ   (05-Mar-2026)       ||      ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାରରେ ହୋଲି ଉତ୍ସବ ପାଳିତ   (05-Mar-2026)       ||      ଲିଟିଲ୍ ବଡ୍ଡି ଇଣ୍ଟରନେସନାଲ ପ୍ଲେ ସ୍କୁଲ ଉଦଘାଟିତ   (05-Mar-2026)       ||      *ସ୍ୱଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ହୋଲି ଉତ୍ସବ ଛିନା ଛକା ପାଳନ*- - *ଜିଲ୍ଲାପାଳ ଓ ପୋଲିସ ଅଫିସର ଗୀତ ଗାଇ ଲୋକ ଙ୍କ ମନ ଜିଣିଲେ*-   (05-Mar-2026)       ||      ଶନିଶ୍ଚରମହାଗ୍ରହ ମନ୍ଦିରର ପ୍ରତିଷ୍ଠା ପାଇଁ ଉତ୍ସବମୁଖର ତରଭା ଅଞ୍ଚଳ    (05-Mar-2026)       ||      ବଲାଙ୍ଗୀର : କିଛି ଔଷଧ ବିତରକ ସଂସ୍ଥାରେ ନିମ୍ନମାନର ଏବଂ ସ୍ୱଳ୍ପ ଅବଧି ଥିବା ଔଷଧ ମହଜୁଦ    (04-Mar-2026)       ||      ରାଜାରାଜୁଡା ଅମଳର ଜଳାଶୟ ରାଣୀ ବନ୍ଧର ସୁରକ୍ଷା ଓ ପୁନଃରୁଦ୍ଧାର ପାଇଁ ବ୍ୟାପକ ଅଭିଯାନ, ସରକାରୀ ଅନୁଦାନର ସଠିକ ବିନିଯୋଗ ନହଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଲା ରାଣୀ ବନ୍ଧ ସୁରକ୍ଷା କମିଟି   (04-Mar-2026)       ||      ହୋଲିରେ ଅଘଟଣ: ରଙ୍ଗ ଖେଳ ପରେ ଗାଧୋଇବାକୁ ଯାଇ ଯୁବକ ମୃତ୍ୟୁ   (04-Mar-2026)       ||      ହୃଦୟକୁ ହୃଦୟର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ    (04-Mar-2026)       ||      ଏକ ଭିନ୍ନ ଶିକ୍ଷକ   (04-Mar-2026)       ||      ବରପାଲି ରେ ରାଜ୍ୟ ସ୍ତରୀୟ ସାହିତ୍ୟ ସମ୍ମିଳନୀ ଆଦ୍ୟ ଫଗୁଣ   (04-Mar-2026)       ||      *ଡାବୁଗାଁ ରେ ଧୂମଧାମ ରେ ପାଳିତ ହେଲା ରଙ୍ଗର ପର୍ବ ହୋଲି, ଜନସାଧାରଣ ଙ୍କ ସହ ହୋଲି ଖେଳିଲେ ଡାବୁଗାଁ ବିଧାୟକ*   (04-Mar-2026)       ||     

HOME   ଜିଲ୍ଲା

ଘର ଡିହ ପଟ୍ଟା  ଦାବୀ  ନେଇ ଆସନ୍ତା କାଲି ଠାରୁ ଆମରଣ ଅନଶନ କରିବେ ବିସ୍ଥାପିତ

29-Nov-2024



ଅତାବିରା (ଆକାଶ ମିଶ୍ର):  ବିଶ୍ବର ଦୀର୍ଘତମ ନଦୀବନ୍ଧ  "ହୀରାକୁଦ " ଯାହାର ଦୈର୍ଘ୍ୟ ୭୪୬ ବର୍ଗ କିମି।ଏହି ଜଳଭଣ୍ଡାର ସୃଷ୍ଟିପାଇଁ ଦୁଇ ଲକ୍ଷ ଏକର ଜମି ର ଆବଶ୍ୟକତା ରହିଥିଲା ।ଏଥିରେ ୨୮୫ ଖଣ୍ଡ ଗାଆଁ, ୨୦୦ ମଠ ମନ୍ଦିର ଲୀନ ହୋଇଥିଲା ।ଏହାଦ୍ବାରା ବିସ୍ଥାପିତ ହୋଇଥିବା ୨୬୫୦୧ ପରିବାର ମଧ୍ୟରୁ ଅଧିକାଂଶ ଘରଡିହ ପାଇ ନାହାଁନ୍ତି । ଜଳ ଭଣ୍ଡାର ନିର୍ମାଣ ର ସାତ  ଦଶନ୍ଧି ପରେ ମଧ୍ୟ  ଅଧୁନା ଅଣୁ ବିଭାଜିତ ହୋଇ ବlସଚ୍ୟୁତ ଙ୍କ ସଂଖ୍ୟା  ୯୬୦୦୦ ରେପହଞ୍ଚିଛି । ଏମାନଙ୍କୁ ୧୦ ଡିସିମିଲ ଲେଖାଏଁ ଯାଗା ଦେବାକୁ ଓଡ଼ିଶା ସରକାର ରାଜସ୍ବ  ବିଭାଗ ପତ୍ର ସଂଖ୍ୟା ୫୫୩୧ , ତା ୩୦_୦୧_୨୦୦୨, ପଟେ ସଂଖ୍ୟା ୪୧୫୫୦ / ୨୫- ୧୦ -୨୦୦୪ ଏବଂ ମାର୍ଗଦର୍ଶିକା ପତ୍ର ସଂଖ୍ୟା ୧୭୩୪ , ତା ୨୨-୧-୨୦୧୪ ରେ ଜାରି କରିଥିଲେ ।୨୨ ବର୍ଷ ପରେ  ମାତ୍ର ୪୪୫୦ ପରିବାର ଙ୍କୁ ଘର ଡିହ ପଟ୍ଟା ଦିଆଯାଇ ଥିବା  ଅବଶିଷ୍ଟ ବିସ୍ଥାପିତ ପରିବାର ଆଜି ଯାଏଁ ଯାଯାବର ଭାବରେ ରହିଛନ୍ତି । ବରଗଡ ଜିଲ୍ଲାରୁ ୧୧୨ ଟି ପରିବାରଙ୍କୁ ପଟ୍ଟା ମିଳିଥିବା  ରାଷ୍ଟ୍ରୀୟ ମାନବାଧିକାର କମିଶନ ଙ୍କୁ ଜଣାଇଛନ୍ତି । ଅନ୍ୟ ବିସ୍ଥାପିତ ପରିବାର ମଧ୍ୟରୁ ଅତାବିରା ତହସିଲ ରେ ୧୩୦୦ ଆବେଦନ  ବିଚାରଧୀନ ରହିଥିବା ସଂଘ୍ର ସଭାପତି ପ୍ରକାଶ କରିଛନ୍ତି ।ଅତାବିରା  ପୂର୍ବତନ ତହସିଲଦାର  ମାର୍ଗଦର୍ଶିକା ପତ୍ର ସଂଖ୍ୟା ୧୭୩୪  ତା ୨୨-୧-୨୦୧୪ କୁ ଭୁଲ୍ ରୂପାନ୍ତର କରି ବାଟବଣା  କରି ସମସ୍ୟାକୁ ଜଟିଳ କରୁଛି  ବୋଲି ବିସ୍ଥାପିତ କଲ୍ୟାଣ ସମିତି  ଅଭିଯିକ କରିଥିବା ବେଳେ ମାନ୍ୟବର ରାଜସ୍ବ ମନ୍ତ୍ରୀ  ଏମାନଙ୍କୁ ଡିସେମ୍ବର ଶେଷ ସୁଦ୍ଧା ଜମି ଯୋଗାଇ ଦେବେ ବୋଲି ଗଣ ମାଧ୍ୟମ କୁ ସୂଚନା  ଦେଇଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିସ୍ଥାପିତ ପରିବାର କୁ ଜମି ଦେବାପାଇଁ ବାଧ୍ୟ ପରିକର ଥିବା ବେଳେ ଅତାବିରା ତହସିଲଦାର ଏମାନଙ୍କ ପ୍ରତି ବିମୁଖ ରହିଥିବା ତଥା  ଗତ ତା ୧୨-୩-୨୪ ରେ  ପତ୍ର ସଂଖ୍ୟା ୮୦୭ ର ପାଳନ ଆଜି ଯାଏଁ ହୋଇ ନଥିବା ନେଇ ଆସନ୍ତା କାଲି ଠାରୁ   ତହସିଲ କାର୍ଯ୍ୟାଳୟ ସମ୍ମୁଖରେ  ଆମରଣ ଅନଶନ କରାଯିବ   ବୋଲି ସମିତି  ସଭାପତି ଲୋକନାଥ ସାହୁ ସୂଚନା ଦେଇଛନ୍ତି । ଦାବୀ  ପୁରଣ ନ ହେବା  ପର୍ଯ୍ୟନ୍ତ  ଅନଶନ  ଜାରି ରହିବ ବୋଲି ସମିତି ପକ୍ଷରୁ ସୂଚନା ରହିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନା ମିଳୁଛି ପାଣି ନା ହେଉଛି କେନାଲ ମରାମତି   05-Mar-2026
  ଜିଲ୍ଲା  
ପୁରାତନ ଛାତ୍ରଙ୍କ ପକ୍ଷରୁ ଗୁରୁଙ୍କୁ ସମ୍ବର୍ଦ୍ଧନା   05-Mar-2026
  ଜିଲ୍ଲା  
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   05-Mar-2026
  ଜିଲ୍ଲା  
ହରିହର ଭେଟ ସମ୍ପନ୍ନ   05-Mar-2026
  ଜିଲ୍ଲା  
ୟୁଜିସି ଆଇନ ସମର୍ଥନରେ ଜିଲ୍ଲା ଓବିସି ଏସ୍ ଟି ଏସ୍ ସି ମଞ୍ଚ ର ଗଣଧାରଣା ଏବଂ ବିକ୍ଷୋଭ   05-Mar-2026
  ଜିଲ୍ଲା  
ଯୁବୋଦୟ ଛାତ୍ରଛାତ୍ରୀଙ୍କ ପାଇଁ ମାଛଚାଷ ଉପରେ ପ୍ରାୟୋଗିକ ପ୍ରଶିକ୍ଷଣ   05-Mar-2026
  ଜିଲ୍ଲା  
ଖବର ପ୍ରସାରଣ ପରେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଠାନ♦️ଚେତୁନି ପ୍ରଶାସନ କି ରାଜସ୍ବ ବିଭାଗ   05-Mar-2026
  ଜିଲ୍ଲା  
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ  ସଚିବସ୍ତରୀୟ  ସମୀକ୍ଷା ବୈଠକ   05-Mar-2026
  ଜିଲ୍ଲା  
ଆଗଲପୁରରେ ଦୋଳ ମହୋତ୍ସବ ୨୦୨୬ ପାଳନ   05-Mar-2026
  ଜିଲ୍ଲା  
ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାରରେ ହୋଲି ଉତ୍ସବ ପାଳିତ   05-Mar-2026
  ଜିଲ୍ଲା  
ଲିଟିଲ୍ ବଡ୍ଡି ଇଣ୍ଟରନେସନାଲ ପ୍ଲେ ସ୍କୁଲ ଉଦଘାଟିତ   05-Mar-2026
  ଜିଲ୍ଲା  
*ସ୍ୱଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ହୋଲି ଉତ୍ସବ ଛିନା ଛକା ପାଳନ*- - *ଜିଲ୍ଲାପାଳ ଓ ପୋଲିସ ଅଫିସର ଗୀତ ଗାଇ ଲୋକ ଙ୍କ ମନ ଜିଣିଲେ*-   05-Mar-2026

You Might Also Like