-+91-9937148622 |
prerana_bgr@rediffmail.com |
Monday 13th April 2026 |
R.N.I. Regd No. ODIODI/2010/46693
Breaking News
09-Oct-2024
ନବରଙ୍ଗପୁର(ମିହିର ଶଙ୍କର ପାତ୍ର)
ଡାବୁଗାଁ ଠାରେ ଆଜି ମାଁ ଦୂର୍ଗା ପୂଜା ଅବସରରେ ବିଲ୍ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ସଂପୂର୍ଣ୍ଣ ଧାର୍ମିକ ରୀତିନୀତି ରେ ମାଁ ଠାକୁରାଣୀ ମନ୍ଦିର ରୁ ପବିତ୍ର କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଡାବୁଗାଁ ଦୂର୍ଗାପୂଜା କମିଟି ତରଫରୁ ଆୟୋଜିତ ଏହି କଳସ ଯାତ୍ରା ସଂପୂର୍ଣ୍ଣ ପବିତ୍ରତା ର ସହିତ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସଂପୂର୍ଣ୍ଣ ଧାର୍ମିକ ନିୟମ କୁ ଅନୁକରଣ କରା ଯାଇଛି।କଳସ ଯାତ୍ରା ପରେ ଆଜି ଠାରୁ ମା ଦୁର୍ଗାଙ୍କ ପୂଜା ସମ୍ପୂର୍ଣ୍ଣ ରୀତିନୀତିରେ ବହୁ ଆଡମ୍ବର ସହ କାରେ ପାଳିତ ହେବ ଗ୍ରାମବାସି ଏବଂ ପୂଜା କମିଟିର ସଦର୍ଶ ମାନଙ୍କ ଉଦ୍ୟମରେ ପୂଜା ଧୂମଧାମରେ ଅନୁଷ୍ଠିତ ହେଉଛି।ଏବର୍ଷର ମୁଖ୍ୟ ଆକର୍ଷଣ ହେବ ଡାବୁଗାଁରେ ରାବଣ ପୋଡି ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମେଲଡି କାର୍ଯ୍ୟକ୍ରମ ଧୁମ ଧାମ ରେ ପାଳନ କରା ଯିବ.