-+91-9937148622 |

prerana_bgr@rediffmail.com |

  Thursday 7th November 2024 |

| | | |

R.N.I. Regd No. ODIODI/2010/46693

Breaking News

ରାମାୟଣ ନବାହ ପାରାୟଣ ଆରମ୍ଭ   (07-Nov-2024)       ||      ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା, ରାଜ୍ୟ ରାଜନୀତି ସରଗରମ, ବିଚାର ବିଭାଗୀୟ ତଦନ୍ତ ଦାବିକଲେ ବ୍ରଜ କିଶୋର ତ୍ରିପାଠୀ   (07-Nov-2024)       ||      ଅତାବିରା ନୋଡାଲ ଉଚ୍ଚ ବାଳିକା ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   (07-Nov-2024)       ||      ତାରାତାରିଣୀ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ମହା ବିଦ୍ୟାଳୟ ଭଲିବଲ ଟୁନାମେଣ୍ଟ ଅନୁଷ୍ଠିତ    (07-Nov-2024)       ||      ନୂଆପଡ଼ା ଜିଲ୍ଲା ନ୍ୟାସନାଲ ହାଇସ୍କୁଲ ପରିସର ମଧ୍ୟରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି - ୨୦୨୪ ପାଳିତ   (07-Nov-2024)       ||      ବିରଳ ପକ୍ଷୀ ଉଦ୍ଧାର   (07-Nov-2024)       ||      ବଲାଙ୍ଗୀର: ପି ପି ଏକାଡେମୀ ୮୯ ମେଟ୍ରିକ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଓ ଡ଼ାଇମଣ୍ଡ ଜୁବଲି ପାଇଁ ପ୍ରସ୍ତୁତି ବୈଠକ    (07-Nov-2024)       ||      ବୌଦ୍ଧ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ କମିସନର ଅଫ ସେପ୍ଟି   (07-Nov-2024)       ||      ରାଜବୋଡାସମ୍ବର ଫଟୋଗ୍ରାଫର୍ ଆସୋସିଏସନ ଭୁବନେଶ୍ୱରରେ ସମ୍ବର୍ଦ୍ଧିତ   (07-Nov-2024)       ||      ଧନ୍ୟବାଦ ଗାଇସିଲେଟ ପ୍ରଶାସନ ତୁମର ଏକି ଲୀଳା ! ଯୁବାଖୋଲରୁ ଜମରତଲା ରାସ୍ତା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ   (07-Nov-2024)       ||      ଡାକ୍ତରଙ୍କ ଦାଦାଗିରି ରୋଗୀଙ୍କୁ ଦୁର୍ବ୍ୟବହାର ସହିତ ଆକ୍ରମଣ ଉଦ୍ୟମ    (07-Nov-2024)       ||      ରାଣା ପ୍ରତାପ ସ୍କୁଲରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ   (07-Nov-2024)       ||      ଶିକାରୀ ଜାଲରେ ଲାଗିଥିବା ବିରଳ ପକ୍ଷୀକୁ ଉଦ୍ଧାର କଲେ ସ୍ବେଛାସେବୀ    (07-Nov-2024)       ||      କଣ୍ଟାମାଳ ନିର୍ବାଚନମଣ୍ଡଳୀ ବିଜେପି ପକ୍ଷରୁ ଘୁଚାଙ୍ଗି ଗ୍ରାମରେ ସଭ୍ୟ ସଦସ୍ୟତା ଅଭିଯାନ। ଯୋଗ ଦେଲେ କଣ୍ଟାମାଳ ବିଧାୟକ   (07-Nov-2024)       ||      ନୂଆପଡ଼ା ଜିଲ୍ଲା କୁ ଦୁଇ ଦିନିଆ ଗସ୍ତ ରେ ମହିଳା ଓ ବାଲ ବିକାଶ ମନ୍ତ୍ରୀ ଶ୍ରୀମତୀ ସାବିତ୍ରୀ ଠାକୁର ଆସି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦାନ   (07-Nov-2024)       ||      ଇନସ୍ପେକ୍ଟର୍ ସ୍ତରରେ ବଡ଼ ଅଦଳବଦଳ   (07-Nov-2024)       ||      ନିଖିଳ ଓଡିଶା ଗ୍ରାମ ପଞ୍ଚାୟତ ଶ୍ରମିକ ସଂଘର ଦେଓଗାଁ ବ୍ଲକ କମିଟୀ ଗଠିତ    (07-Nov-2024)       ||      ଡୁଙ୍ଗୁରିପାଲିରେ ଭୀମ ଭୋଇ ଭିନ୍ନକ୍ଷମ ସମଥ୍ୟ ଶିବିର ଅନୁଷ୍ଠିତ   (07-Nov-2024)       ||      ଅନ୍ତଃ ବିଶ୍ୱବିଦ୍ୟାଳୟ ଅସିଚାଳନା ପାଇଁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରୁ ଯୋଗ ଦେବେ ଆକାଶ ମାଝୀ    (07-Nov-2024)       ||      ଖତ ଖାଉଛି ଲକ୍ଷାଧିକ ଟଙ୍କାର ବିଦ୍ୟାଳୟ ଷ୍ଟାଫ କ୍ୱାର୍ଟର.... ଜଣେ ଶିକ୍ଷକରେ ଚାଲିଛି ଆଶ୍ରମ ବିଦ୍ୟାଳୟ   (07-Nov-2024)       ||     

HOME   ଜିଲ୍ଲା

ବଲାଙ୍ଗିର ରାମ ଚରିତ ମାନସ ମନ୍ଦିର ମହାଦେବ ମନ୍ଦିରରେ ଗଙ୍ଗା ଜଳାଶାୟୀ

27-Jul-2024



ବଲାଙ୍ଗିର(ପ୍ରେରଣା ଖବର): ସ୍ଥାନୀୟ ରାମ ଚରିତ ମାନସ ମନ୍ଦିର ସ୍ଥିତ ମହାଦେବ ମନ୍ଦିରରେ ଆଜି ଶ୍ରାବଣ ଧାର୍ମିକ ମାସ ଉପଲକ୍ଷେ ଗଙ୍ଗା ଜଳଶାୟୀ ଅନୁଷ୍ଠିତ ହୋଇଥିଲା। ସକାଳ ୧୧ ଘଣ୍ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟବସାୟୀ ପୁରନମଲ ଅଗ୍ରୱାଲଙ୍କ ପରିବାର ପକ୍ଷରୁ ଉତ୍ତରପ୍ରଦେଶ ଆଲାହାବାଦରୁ ଟେଙ୍କର ଯୋଗେ ପାଣି ଅଣାଯାଇ ଶ୍ରାବଣ 

ମାସର ଶିବଙ୍କ ପୂଜା ଉପଲକ୍ଷେ ଏହା କରାଯାଇଥିଲା। ଗତ କିଛବର୍ଷ ହେଲା ନିୟମିତ ପୁରଣ ବାବୁଙ୍କ ପରିବାର ଏହା ଆୟୋଜିତ କରୁଥିବା ବେଳେ ଶ୍ରୀରାମ ମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ଉତ୍କଳ 

ପ୍ରାଦେଶିକ ମାରୱାଡ଼ି ସମ୍ବେଲନ, ମହିଳା ସମ୍ମିଳନୀ ସଦସ୍ୟ ମାନେ ସହଯୋଗ କରି ଆସୁଛନ୍ତି। ଦିନ ଗୋଟାଏରେ ଭକ୍ତ ମାନଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ନଗର ମଧ୍ୟରେ ଥିବା ଶ୍ରଦ୍ଧାଳୁ ପୁରୁଷ ଓ ମହିଳା ମନେ କଳସରେ ଗଙ୍ଗା ଜଳ ନେଇ ଧାଡ଼ି ବାନ୍ଧି ଜଳ ଲଗାଇ ପୂଣ୍ୟ ଅର୍ଜନ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାମାୟଣ ନବାହ ପାରାୟଣ ଆରମ୍ଭ   07-Nov-2024
  ଜିଲ୍ଲା  
ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା, ରାଜ୍ୟ ରାଜନୀତି ସରଗରମ, ବିଚାର ବିଭାଗୀୟ ତଦନ୍ତ ଦାବିକଲେ ବ୍ରଜ କିଶୋର ତ୍ରିପାଠୀ   07-Nov-2024
  ଜିଲ୍ଲା  
ଅତାବିରା ନୋଡାଲ ଉଚ୍ଚ ବାଳିକା ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   07-Nov-2024
  ଜିଲ୍ଲା  
ତାରାତାରିଣୀ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ମହା ବିଦ୍ୟାଳୟ ଭଲିବଲ ଟୁନାମେଣ୍ଟ ଅନୁଷ୍ଠିତ   07-Nov-2024
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ନ୍ୟାସନାଲ ହାଇସ୍କୁଲ ପରିସର ମଧ୍ୟରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି - ୨୦୨୪ ପାଳିତ   07-Nov-2024
  ଜିଲ୍ଲା  
ବିରଳ ପକ୍ଷୀ ଉଦ୍ଧାର   07-Nov-2024
  ଜିଲ୍ଲା  
ବଲାଙ୍ଗୀର: ପି ପି ଏକାଡେମୀ ୮୯ ମେଟ୍ରିକ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଓ ଡ଼ାଇମଣ୍ଡ ଜୁବଲି ପାଇଁ ପ୍ରସ୍ତୁତି ବୈଠକ   07-Nov-2024
  ଜିଲ୍ଲା  
ବୌଦ୍ଧ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ କମିସନର ଅଫ ସେପ୍ଟି   07-Nov-2024
  ଜିଲ୍ଲା  
ରାଜବୋଡାସମ୍ବର ଫଟୋଗ୍ରାଫର୍ ଆସୋସିଏସନ ଭୁବନେଶ୍ୱରରେ ସମ୍ବର୍ଦ୍ଧିତ   07-Nov-2024
  ଜିଲ୍ଲା  
ଧନ୍ୟବାଦ ଗାଇସିଲେଟ ପ୍ରଶାସନ ତୁମର ଏକି ଲୀଳା ! ଯୁବାଖୋଲରୁ ଜମରତଲା ରାସ୍ତା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ   07-Nov-2024
  ଜିଲ୍ଲା  
ଡାକ୍ତରଙ୍କ ଦାଦାଗିରି ରୋଗୀଙ୍କୁ ଦୁର୍ବ୍ୟବହାର ସହିତ ଆକ୍ରମଣ ଉଦ୍ୟମ   07-Nov-2024
  ଜିଲ୍ଲା  
ରାଣା ପ୍ରତାପ ସ୍କୁଲରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ   07-Nov-2024

You Might Also Like