-+91-9937148622 |

prerana_bgr@rediffmail.com |

  Thursday 14th November 2024 |

| | | |

R.N.I. Regd No. ODIODI/2010/46693

Breaking News

ଅତାବିରା ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ    (13-Nov-2024)       ||      *ଆୟାପ୍ପା ସ୍ଵାମୀ ଭକ୍ତ ଙ୍କ ଦୀକ୍ଷା ଗ୍ରହଣ*   (13-Nov-2024)       ||      ପଦ୍ମପୁର ପ୍ରିଣ୍ଟ ମିଡିଆ ସଂଘ ଗଠିତ : ସଭାପତି ଭାବରେ କିରଟି ସାହୁ ଓ ସମ୍ପାଦକ ଭାବେ ଡିଲେଶ୍ୱର ବାଗ ଚୟନ   (13-Nov-2024)       ||      କିଶୋରୀ ସ୍ବାସ୍ଥ୍ୟ ,ବାଲ୍ୟବିବାହ ଓ ବିପର୍ଯ୍ୟୟ ସୁପରିଚାଳନା ସଚେତନତା ସଭା    (13-Nov-2024)       ||      ସୁବଳୟା ପଞ୍ଚାୟତ ସ୍ତରୀୟ ସଂଘର ସପ୍ତମ ଜନ୍ମ ବାର୍ଷିକ ଉତ୍ସବ   (13-Nov-2024)       ||      ନିଖିଳ ଓଡିଶା ବିଦ୍ୟୁତ୍ ମଜଦୁର ମହାସଂଘ ର ବରଗଡ଼ ସାଂସଦଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ   (13-Nov-2024)       ||      ସଂସ୍କୃତ ମହାବିଦ୍ୟାଳୟରେ ରେଡ୍‌କ୍ରସର ଫାଷ୍ଟଏଡ୍ ତାଲିମ କାର୍ଯ୍ୟକ୍ରମ   (13-Nov-2024)       ||      ଗ୍ରାମଉଥାନ୍ ଦ୍ଵାରା ଯୁବ ବିକାଶ କାର୍ଯକ୍ରମ ଉଦଘାଟିତ   (13-Nov-2024)       ||      ପ୍ରତିଭା କପ୍ ୬୨ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ   (13-Nov-2024)       ||      ପତିଆଲପଡା ଗ୍ରାମରେ ଦ୍ବୀତୀୟ ତମ ଶ୍ରୀ ଶ୍ରୀ କାର୍ତ୍ତିକ ପୂଜନୋତ୍ସବ ପାଳିତ,   (13-Nov-2024)       ||      ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ ବଲାଙ୍ଗୀର ଷ୍ଟେସନଠାରେ ମିଳିତ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ   (13-Nov-2024)       ||      ଶିଶୁ ଶ୍ରମିକ(ନାବାଳିକା)ଙ୍କୁ କମ ମୂଲ୍ୟ ଦେଇ କାର୍ଯ୍ୟରେ ନିୟୋଜିତ କରି ମାଲେମାଲ ହେଉଛନ୍ତି ଠିକାଦାର   (13-Nov-2024)       ||      ସମ୍ପର୍କୀୟ ନାତୁଣୀ କୁ ଦୁଷ୍କର୍ମ ଉଦ୍ୟମ କରିବା ପଡିଲା ମହଙ୍ଗା, ଅଜା ଗିରଫ   (13-Nov-2024)       ||      ଅବ୍ୟବସ୍ଥା ଘେରରେ ସୋନପୁରର ସ୍ମାର୍ଟ ପାର୍କ   (13-Nov-2024)       ||      ଜିଲ୍ଲା ଖାଦ୍ୟ ସୁରକ୍ଷା ପକ୍ଷରୁ ଚଢାଉ   (13-Nov-2024)       ||      ଓମ୍ ପୋଲିଟ୍ରି ଫାର୍ମ ଉଦଘାଟିତ   (13-Nov-2024)       ||      କାଳୀ ପୂଜା ଅବସରରେ ମଝିପଡ଼ା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ   (13-Nov-2024)       ||      ଚିକିତ୍ସାରେ ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ   (13-Nov-2024)       ||      ଡାବୁଗାଁ ବିଧାୟକ ନିଜ ଜମିରେ ଧାନ କାଟିଲେ ଓ ଚାଷୀ ମାନଙ୍କୁ ଧାନ କାଟିବାକୁ ଦାଆ (ଇଲା)ବାଣ୍ଟିଲେ l   (13-Nov-2024)       ||      ବେଲପୁଟି ଅଂଚଳରେ ପୁଣି ସକ୍ରିୟ ହେଲେଣି ବାଲି ମାଫିଆ   (13-Nov-2024)       ||     

HOME   ଜିଲ୍ଲା

ସାମ୍ବାଦିକ ଭବନର କମ୍ୟୁନିଟି ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ 

01-Mar-2024



ବଲାଙ୍ଗିର(ଚିତ୍ରସେନ ବେହେରା):  ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଭବନ ଠାରେ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବଲାଙ୍ଗିର ରାଜ୍ୟସଭା ସଂସଦ ନିରଞ୍ଜନ ବିଶି । ଶୁକ୍ରବାର ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିଳାନ୍ୟାସ କରିଥିଲେ । କମ୍ୟୁନିଟି ସେଣ୍ଟରର ବ୍ୟୟ ଅଟକଳ ୧୦ ଲକ୍ଷ ଟଙ୍କା ରହିଥିବାବେଳେ ସାଂସଦ ପାଣ୍ଠିରୁ ଏହା ପ୍ରଦାନ କରାଯିବ । ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଶିବ ପ୍ରସାଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ହାଉସିଂ ବୋର୍ଡ ଚେୟାରମେନ କଳିକେଶ ନାରାୟଣ ସିଂଦେଓ, ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ ଯୋଗ ଦେଇଥିଲେ । କାର୍ଯକ୍ରମରେ ଜିଲ୍ଲା ସାମ୍ବାଦିକ ସଂଘର ସମ୍ପାଦକ ଶିଶିରକାନ୍ତ ଶତପଥୀ, ସାଙ୍ଗଠନିକ ସମ୍ପାଦକ ଶରତ ଚନ୍ଦ୍ର ମିଶ୍ର, ବରିଷ୍ଠ ସାମ୍ବାଦିକ ନବୀନ ପଶାୟତ, ଗୋପବନ୍ଧୁ ଶତପଥୀ, ରଞ୍ଜିତ ବେହେରା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପ୍ରଦୀପ୍ତ ମିଶ୍ର, ସଚିତାନନ୍ଦ ବଗର୍ତ୍ତୀ, ଅଭିଳାଷ ହୋତା, ତରୁଣ ସାହୁ, ସନ୍ଦୀପ କୁଅଁର, ମୁକେଶ ବହିଦାର, ଚନ୍ଦ୍ରଭାନୁ ମୋଲଣା ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାଗରିକ କମିଟି ସଭାପତି ଶ୍ରୀକର ମିଶ୍ର, ରେଳ ଉପଭୋକ୍ତା ସଂଘ ସଭାପତି ତରୁଣ ମିଶ୍ର, ପ୍ରଭାକର ମିଶ୍ର, ଦିବାକର ହୋତା ପ୍ରମୁଖ ଉପସ୍ଥିତ ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଅତାବିରା ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ   13-Nov-2024
  ଜିଲ୍ଲା  
*ଆୟାପ୍ପା ସ୍ଵାମୀ ଭକ୍ତ ଙ୍କ ଦୀକ୍ଷା ଗ୍ରହଣ*   13-Nov-2024
  ଜିଲ୍ଲା  
ପଦ୍ମପୁର ପ୍ରିଣ୍ଟ ମିଡିଆ ସଂଘ ଗଠିତ : ସଭାପତି ଭାବରେ କିରଟି ସାହୁ ଓ ସମ୍ପାଦକ ଭାବେ ଡିଲେଶ୍ୱର ବାଗ ଚୟନ   13-Nov-2024
  ଜିଲ୍ଲା  
କିଶୋରୀ ସ୍ବାସ୍ଥ୍ୟ ,ବାଲ୍ୟବିବାହ ଓ ବିପର୍ଯ୍ୟୟ ସୁପରିଚାଳନା ସଚେତନତା ସଭା   13-Nov-2024
  ଜିଲ୍ଲା  
ସୁବଳୟା ପଞ୍ଚାୟତ ସ୍ତରୀୟ ସଂଘର ସପ୍ତମ ଜନ୍ମ ବାର୍ଷିକ ଉତ୍ସବ   13-Nov-2024
  ଜିଲ୍ଲା  
ନିଖିଳ ଓଡିଶା ବିଦ୍ୟୁତ୍ ମଜଦୁର ମହାସଂଘ ର ବରଗଡ଼ ସାଂସଦଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ   13-Nov-2024
  ଜିଲ୍ଲା  
ସଂସ୍କୃତ ମହାବିଦ୍ୟାଳୟରେ ରେଡ୍‌କ୍ରସର ଫାଷ୍ଟଏଡ୍ ତାଲିମ କାର୍ଯ୍ୟକ୍ରମ   13-Nov-2024
  ଜିଲ୍ଲା  
ଗ୍ରାମଉଥାନ୍ ଦ୍ଵାରା ଯୁବ ବିକାଶ କାର୍ଯକ୍ରମ ଉଦଘାଟିତ   13-Nov-2024
  ଜିଲ୍ଲା  
ପ୍ରତିଭା କପ୍ ୬୨ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ   13-Nov-2024
  ଜିଲ୍ଲା  
ପତିଆଲପଡା ଗ୍ରାମରେ ଦ୍ବୀତୀୟ ତମ ଶ୍ରୀ ଶ୍ରୀ କାର୍ତ୍ତିକ ପୂଜନୋତ୍ସବ ପାଳିତ,   13-Nov-2024
  ଜିଲ୍ଲା  
ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ ବଲାଙ୍ଗୀର ଷ୍ଟେସନଠାରେ ମିଳିତ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ   13-Nov-2024
  ଜିଲ୍ଲା  
ଶିଶୁ ଶ୍ରମିକ(ନାବାଳିକା)ଙ୍କୁ କମ ମୂଲ୍ୟ ଦେଇ କାର୍ଯ୍ୟରେ ନିୟୋଜିତ କରି ମାଲେମାଲ ହେଉଛନ୍ତି ଠିକାଦାର   13-Nov-2024

You Might Also Like