-+91-9937148622 |

prerana_bgr@rediffmail.com |

  Saturday 28th November 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୁର୍ଗାପାଲି ଠାରେ ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ଅନୁଷ୍ଠିତ   (28-Nov-2026)       ||      ଟିଟିଲାଗଡ ଡିଏଭି ପବ୍ଲିକ ସ୍କୁଲ ପରିସରରେ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ    (28-Nov-2026)       ||      ସିନାପାଲି କୁସୁମଜୋର ଗ୍ରାମ ପଞ୍ଚାୟତରେ ‘ନୂଆପଡ଼ା ଉନ୍ମେଷ’ କାର୍ଯ୍ୟକ୍ରମ : ଶ୍ରମ ବିଭାଗ ପକ୍ଷରୁ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ   (28-Nov-2026)       ||      *ବିରିଶୋଲା ଆଶ୍ରମ ର ମୂଖ୍ୟ ଅନାଦି ବାବାଙ୍କୁ ଧମକ, ଥାନାରେ ଦିଆଗଲା ଏତଲା*   (28-Nov-2026)       ||      ନୂଆପଡ଼ା,ବଲାଙ୍ଗୀର ଜିଲ୍ଲା ସୀମାନ୍ତରେ ସଡ଼କ ଦୁର୍ଘଟଣା, ଦୁର୍ଘଟଣା ରେ ଅଳ୍ପକେ ବାର୍ତ୍ତିଲେ ଜିଲ୍ଲା ପରିଷଦ ସଭ୍ୟ ଭାନୁପ୍ରତାପ ସିଂ ମାଝୀ   (28-Nov-2026)       ||      ପରିବେଶ ସୁରକ୍ଷାରେ କଲମର ଶକ୍ତି, ନୂଆଦିଲ୍ଲୀରେ ଜାତୀୟ ସମ୍ମିଳନୀ, ସମ୍ମାନିତ ହେଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ   (28-Nov-2026)       ||      ବିନିକାରେ ଆରମ୍ଭ ହେଲା ୨୪୩ତମ ଗୋକୁଲାଷ୍ଟମି ମହୋତ୍ସବ, ୮ ଦିନ ଧରି ଚାଲିବ ବିଭିନ୍ନ ଲୀଳା   (28-Nov-2026)       ||      ପଡ଼ିଆବାହାଲ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ କଂସ ମହାରାଜଙ୍କୁ ବରଣ, ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ କମ୍ପିଲା ପଡ଼ିଆବାହାଲ   (28-Nov-2026)       ||      କୁଟ୍ରୁମାଳି ଖଣି ଲିଜ୍‌କୁ ନେଇ ଜନଜାତି ଆୟୋଗରେ ଶୁଣାଣି, ବାତିଲ ଦାବି କଲେ ନିରଞ୍ଜନ ବିଶି♦️ଗ୍ରାମସଭା ନାହିଁ, ଆଦିବାସୀଙ୍କ ସମ୍ମତି ନାହିଁ; କେଉଁ ଆଧାରରେ ଖଣି ଲିଜ୍‌   (28-Nov-2026)       ||      ନାରୀ ସେବା ସଂଘର ପରିବାର ପରାମର୍ଶ କେନ୍ଦ୍ରର ସଫଳତା   (28-Nov-2026)       ||      ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା (୨୦୨୬-୨୭) ଅଧୀନରେ ଆଜି ସମ୍ବଲପୁରଠାରୁ ହରିଦ୍ୱାର ଓ ଋଷିକେଶ ଅଭିମୁଖେ ଯାତ୍ରା   (27-Nov-2026)       ||      ବିଜ୍ଞାନକୁ କେବଳ ପଢ଼ିବା ନୁହେଁ, ନିଜେ ଉଦ୍ଭାବନ କରିବାର ମନୋଭାବ ଗଢ଼ନ୍ତୁ ଯୁଯୁମୁରା ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ   (27-Nov-2026)       ||      ପଟୁଆବାହାଲରେ ନୂତନ ଧାନ ମଣ୍ଡି ଖୋଲିବାକୁ ଅନୁମତି, ପ୍ରସନ୍ନ ଆଚାର୍ଯ୍ୟଙ୍କୁ କୃତଜ୍ଞତା I   (27-Nov-2026)       ||      ସମ୍ବଲପୁର ନାଟ୍ୟକଳା ପରିଷଦ ପକ୍ଷରୁ ନାଟ୍ୟକଳା ଉତ୍ସବ-୨୦୨୬ ll "ଏଭର ସମ୍ବଲପୁରୀ ନାଟକ ଥି ଲୋକ ଉପାଦାନ " ଶୀର୍ଷକ ଆଲୋଚନାଚକ୍ର ll ଲୋକ ଉପାଦନ ବିନା ସମ୍ବଲପୁରୀ ନାଟକ ର ଚିନ୍ତା କରାଯାଇନପରେ ବୋଲି ବକ୍ତା ଙ୍କ ମତ ll   (27-Nov-2026)       ||      ବଲାଙ୍ଗୀର ବ୍ଲକସ୍ତରୀୟ ପ୍ରଧାନ ଶିକ୍ଷକଙ୍କ ପ୍ରଥମ ମାସିକ ଅଂଶୀଦାରିତା ବୈଠକ ଅନୁଷ୍ଠିତ   (27-Nov-2026)       ||      ଦେବାଳୟ ଐତିହ୍ୟ ସୁରକ୍ଷା କମିଟିକୁ ଜିଲ୍ଲାପାଳଙ୍କ ନିର୍ଭର ପ୍ରତିଶୃତି   (27-Nov-2026)       ||      ବରିଷ୍ଠ ସାମ୍ବାଦିକ ଭବାନୀ ମହାପାତ୍ରଙ୍କୁ ବାର୍ତ୍ତାବହ ସମ୍ମାନ    (27-Nov-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର କାର୍ଯ୍ୟକ୍ରମ    (27-Nov-2026)       ||      ଠିକ୍ ସମୟରେ ହେବ ବଲାଙ୍ଗିର ଲୋକ ଉତ୍ସବ♦️ ଦେବାଳୟ ଐତିହ୍ୟ ସୁରକ୍ଷା କମିଟିକୁ ଜିଲ୍ଲାପାଳଙ୍କ ନିର୍ଭର ପ୍ରତିଶୃତି   (27-Nov-2026)       ||      ୩୨ କ୍ଵିଣ୍ଟାଲ ମହୁଲ ଫୁଲ ଜବତ ଜଣେ ଗିରଫ    (27-Nov-2026)       ||     

HOME   ଜିଲ୍ଲା

ରାସ୍ତା କାମ ର ମନ୍ଥରତା ଯୋଗୁଁ ଉଡୁଛି ଧୂଳି, ଲୋକେ ହାତସନ୍ତ ତଥାପି ନିରବଦ୍ରଷ୍ଟା ସାଜିଛି ପ୍ରଶାସନ :

22-Nov-2023



ସମ୍ବଲପୁର (ସଂଜୀବ ପାଣିଗ୍ରାହୀ )
ସମ୍ବଲପୁର ସହରର ମୁଖଦ୍ୱାର ଧନୁପାଲି ଛକ ରୁ ଜେଲ ଛକ ଯାଏ ରାସ୍ତା ର ଦୁଇଥାକିଆ ପ୍ରଶାସ୍ତିକରଣ କାର୍ଯ୍ୟ ଅନେକ ଦିନ ହେଲା ଆରମ୍ଭ ହେଲାଣି ହେଲେ ସରିବାର ନାଁ ନେଉନି l ତାରି ଭିତରେ ରାସ୍ତା ର ଦୁଇ ପାର୍ଶ୍ଵ ର ଜମି ଅଧିଗ୍ରହଣ କାର୍ଯ୍ୟ ମଧ୍ୟ ସରିବାର ନାଁ ନେଉନି l ବାରମ୍ବାର ରାସ୍ତା ର ଡିଜାଇନ ରେ ପରିବର୍ତ୍ତନ ହେଉଥିବାର ଦୃଶ୍ୟ ନଜର କୁ ଆସୁଛି l ଘର ମାନଙ୍କରେ ଏବଂ ରାସ୍ତା ଉପରେ ଦିଆଯାଉଥିବା ଚି଼ହ୍ନ ମଧ୍ୟ ବାରମ୍ବାର ପରିବର୍ତ୍ତନ ହେଉଥିବା ଯୋଗୁଁ ଲୋକଙ୍କ ମଧ୍ୟରେ ନାନା ପ୍ରକାର ବିଷୟ ଚର୍ଚ୍ଚା ହେଉଛି ବୋଲି ବିଜେପି ବରିଷ୍ଠ ନେତା ସୂର୍ଯ୍ୟ ପାଣିଗ୍ରାହୀ ଏକ ପ୍ରେସ ବିବୃତି ରେ ପ୍ରକାଶ କରିଛନ୍ତି l ନବ ନିର୍ମିତ ରାସ୍ତା ର ପ୍ରଶସ୍ତିକରଣ ଏକ ସମାନ୍ତରାଳ ଭାବରେ ହେବା କଥା, ହେଲେ କେଉଁଠି ବି ଭାଗ ମାପ ଠିକ ହେଉନଥିବା ଆଶ୍ଚର୍ଯ୍ୟ ଜନକ ବିଷୟ ବୋଲି ଶ୍ରୀ ପାଣିଗ୍ରାହୀ ଉଦବେଗ ପ୍ରକାଶ କରିଛନ୍ତି l
କେବଳ ସେତିକି ନୁହେଁ ରାସ୍ତା ନିର୍ମାଣ ର ମନ୍ଥରତା ଯୋଗୁଁ ସହରବାସୀ ଧୂଳି ର ଆସ୍ତରଣ ରେ ନିୟମିତ ଗାଧୋଉଥିବା ବେଳେ, ପୂର୍ତ୍ତ ବିଭାଗ, ସମ୍ବଲପୁର ମହାନଗର ନିଗମ ତଥା ଜିଲ୍ଲା ପ୍ରଶାସନ ସବୁ ଦେଖି ଜାଣି ଚୁପ ରହୁଥିବା ଦୁର୍ଭାଗ୍ୟ ର ବିଷୟ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି l ଏହି ଧୂଳି ଉଡ଼ା କୁ ନିୟନ୍ତ୍ରଣ କରିବା ପାଇଁ ପାଣି ମୁନ୍ଦେ ବି ପକା ଯାଉନାହିଁ l ଏହାଦ୍ୱାରା ସହରବାସୀ ରୋଗାଗ୍ରସ୍ତ ମଧ୍ୟ ହେବାର ଘୋର ସମ୍ଭାବନା ରହିଛି l ତେଣୁ, ଏହି ଭୟଙ୍କର ପାରିସ୍ଥିତି କୁ ଏଡାଇବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବରିଷ୍ଠ ବିଜେପି ନେତା ଶ୍ରୀ ପାଣିଗ୍ରାହୀ ପ୍ରଶାସନ ପାଖରେ ଦାବୀ ଉପସ୍ଥାପନ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୁର୍ଗାପାଲି ଠାରେ ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ଅନୁଷ୍ଠିତ   28-Nov-2026
  ଜିଲ୍ଲା  
ଟିଟିଲାଗଡ ଡିଏଭି ପବ୍ଲିକ ସ୍କୁଲ ପରିସରରେ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ   28-Nov-2026
  ଜିଲ୍ଲା  
ସିନାପାଲି କୁସୁମଜୋର ଗ୍ରାମ ପଞ୍ଚାୟତରେ ‘ନୂଆପଡ଼ା ଉନ୍ମେଷ’ କାର୍ଯ୍ୟକ୍ରମ : ଶ୍ରମ ବିଭାଗ ପକ୍ଷରୁ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ   28-Nov-2026
  ଜିଲ୍ଲା  
*ବିରିଶୋଲା ଆଶ୍ରମ ର ମୂଖ୍ୟ ଅନାଦି ବାବାଙ୍କୁ ଧମକ, ଥାନାରେ ଦିଆଗଲା ଏତଲା*   28-Nov-2026
  ଜିଲ୍ଲା  
ନୂଆପଡ଼ା,ବଲାଙ୍ଗୀର ଜିଲ୍ଲା ସୀମାନ୍ତରେ ସଡ଼କ ଦୁର୍ଘଟଣା, ଦୁର୍ଘଟଣା ରେ ଅଳ୍ପକେ ବାର୍ତ୍ତିଲେ ଜିଲ୍ଲା ପରିଷଦ ସଭ୍ୟ ଭାନୁପ୍ରତାପ ସିଂ ମାଝୀ   28-Nov-2026
  ଜିଲ୍ଲା  
ପରିବେଶ ସୁରକ୍ଷାରେ କଲମର ଶକ୍ତି, ନୂଆଦିଲ୍ଲୀରେ ଜାତୀୟ ସମ୍ମିଳନୀ, ସମ୍ମାନିତ ହେଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ   28-Nov-2026
  ଜିଲ୍ଲା  
ବିନିକାରେ ଆରମ୍ଭ ହେଲା ୨୪୩ତମ ଗୋକୁଲାଷ୍ଟମି ମହୋତ୍ସବ, ୮ ଦିନ ଧରି ଚାଲିବ ବିଭିନ୍ନ ଲୀଳା   28-Nov-2026
  ଜିଲ୍ଲା  
ପଡ଼ିଆବାହାଲ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ କଂସ ମହାରାଜଙ୍କୁ ବରଣ, ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ କମ୍ପିଲା ପଡ଼ିଆବାହାଲ   28-Nov-2026
  ଜିଲ୍ଲା  
କୁଟ୍ରୁମାଳି ଖଣି ଲିଜ୍‌କୁ ନେଇ ଜନଜାତି ଆୟୋଗରେ ଶୁଣାଣି, ବାତିଲ ଦାବି କଲେ ନିରଞ୍ଜନ ବିଶି♦️ଗ୍ରାମସଭା ନାହିଁ, ଆଦିବାସୀଙ୍କ ସମ୍ମତି ନାହିଁ; କେଉଁ ଆଧାରରେ ଖଣି ଲିଜ୍‌   28-Nov-2026
  ଜିଲ୍ଲା  
ନାରୀ ସେବା ସଂଘର ପରିବାର ପରାମର୍ଶ କେନ୍ଦ୍ରର ସଫଳତା   28-Nov-2026
  ଜିଲ୍ଲା  
ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା (୨୦୨୬-୨୭) ଅଧୀନରେ ଆଜି ସମ୍ବଲପୁରଠାରୁ ହରିଦ୍ୱାର ଓ ଋଷିକେଶ ଅଭିମୁଖେ ଯାତ୍ରା   27-Nov-2026
  ଜିଲ୍ଲା  
ବିଜ୍ଞାନକୁ କେବଳ ପଢ଼ିବା ନୁହେଁ, ନିଜେ ଉଦ୍ଭାବନ କରିବାର ମନୋଭାବ ଗଢ଼ନ୍ତୁ ଯୁଯୁମୁରା ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ   27-Nov-2026

You Might Also Like