-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||     

HOME   ଜିଲ୍ଲା

ଖରା ତାତି ଓ ସାବିତ୍ରୀ ମାନଙ୍କ ତାତିରେ ସତ୍ୟବାନ ମାନେ ଅଂଶୁଘାତରେ ପୀଡିତ-

18-May-2023



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ):  ସମ୍ପ୍ରତି ପଶ୍ଚିମ ଓଡିଶା ଏବେ ପ୍ରଚଣ୍ଡ ରୌଦ୍ର ତାପ ରେ ଜଳି ପୋଡି ଯାଉଥିବା ବେଳେ ସାବିତ୍ରୀ ଅମାବାସ୍ୟା ପୂଜା ପାଇଁ ସୁବର୍ଣ୍ଣପୁର ସହର ଚଳ ଚଞ୍ଚଳ ହୋଇ ଉଠିଛି l ସେପଟେ ସାବିତ୍ରୀ ମାନଙ୍କ ପୂଜା ଓ ଲୁଗା ସାମଗ୍ରୀ ସଂଗ୍ରହ ପାଇଁ ବିଶେଷ କରି ସାବିତ୍ରୀ ମାନଙ୍କ ଅର୍ଡର ଓ ତାତି ରେ ସତ୍ୟବାନ ମାନେ ବେହାଲ ହୋଇ ପଡିଛନ୍ତି l ୪୭ ଡିଗ୍ରୀ  ଖରା ଓ ଗୁଳୁଗୁଳି ରେ ୧୦୮ ପ୍ରକାର ଫଳ ମୂଳ ସଂଗ୍ରହ ଓ ଲୁଗା ସାମଗ୍ରୀ ସଂଗ୍ରହ ରେ  ଶ୍ରୀ ଗୁଣ୍ଡିଚା ମନ୍ଦିର  ବଡ଼ ବଜାର ଠାରୁ ଗ୍ରୀଡ଼କୋ କଲୋନୀ ମାର୍କେଟ ଯାଏ ପ୍ରଚଣ୍ଡ ଖରାରେ ଦମ୍ପତି ମାନେ ଦୋକାନ ଦୋକାନ ବୁଲି ମୂଳ ଚାଲ କରିବା ବେଳେ ୧୦୮ ଆମ୍ବୁଲାନ୍ସ ଖୋଜା ପଡୁଛି l  ପୁଣି  ମହିଳା ମାନେ ମାଳ ମାଳ ସୁନା ଗହଣା ପିନ୍ଧି ବଜାରରେ ପ୍ରବଳ ଭିଡ଼ ଜମାଉ ଥିବାରୁ ପୋଲିସ ପ୍ରଶାସନ ମଧ୍ୟ ସୁରକ୍ଷା ଚିନ୍ତା ରେ ପଡିଛି l ଖରା ତାତି ନିଆଁକୁ  ସାବିତ୍ରୀଙ୍କ ନିଆଁରେ ଅଗ୍ନିଶମ  ବାହିନୀ ବି ପ୍ରସ୍ତୁତ ରହିଛନ୍ତି l ଫଳ ମୂଳ ବେପାରୀ ମାନେ ଦିବା ରାତ୍ର ପସରା ମେଳାଇ ଦେଇଛନ୍ତି l  ଜାଗା ପାଇଁ  ବେପାରୀଙ୍କ ମାଡ ଗୋଳ l ଏଣେ ବେପାରୀ ଭାଇ ମାନଙ୍କ ପୁଷ ମାସ ପରି ସବୁ ଜିନିଷ ମୂଲ୍ୟ ର ଡାହାଣ ପଟେ ମାତ୍ର ଗୋଟାଏ ଗୋଟାଏ ଶୂନ ବସାଇ ସାବିତ୍ରୀ ବଜାରକୁ ଦଖଲ କରି ନେଇଛନ୍ତି l ଏଣେ ଅଣନିଶ୍ୱାସୀ ସତ୍ୟବାନ ମାନେ ସାବିତ୍ରୀ ମାନଙ୍କ ଇଚ୍ଛା ପୂରଣ କରିବା ପାଇଁ ମୁହଁ ରେ ଚଷମା

ମୁଣ୍ଡରେ ଗାମୁଛା ଭିଡି ଅଂଶୁଘାତକୁ ଖାତିରି ନ କରି କିଣାବିକା ରେ ପୁରାପୁରି ଫୁଲଦମରେ ଲାଗି ପଡିଛନ୍ତି l ଏଠି ପ୍ରଶ୍ନ ଉଠେ ଯେ ସେଇ ପୂରା଼ଣ ଯୁଗର ସାବିତ୍ରୀ ମାନେ କଣ ସତ୍ୟବାନ ମାନଙ୍କୁ ଏତେ ଚାପ ଏତେ କଷ୍ଟ ଦେଇଥିବେ ? ତାଙ୍କରି ନିଷ୍ଠା, ତ୍ୟାଗ, ସତୀତ୍ୱ, ସର୍ବୋପରି ସମର୍ପିତ ମନୋଭାବ ହିଁ ସତ୍ୟବାନଙ୍କୁ ଯମରାଜଙ୍କ ମୁହଁରୁ ଫେରାଇ ଆଣିଥିଲା l ଏଣୁ ବର୍ତ୍ତମାନର ସାବିତ୍ରୀ ମାନେ ସେହି ଆଦର୍ଶରେ ଅନୁପ୍ରାଣିତ ହୋଇ ଚାକଚକ୍ୟ ଓ ଔପଚାରିକତାରୁ ଦୁରେଇ ରହିଲେ ଭାରତର ସେହି ମହାନ ସଂସ୍କୃତି ଉଜ୍ଜୀବିତ ହୋଇ ରହି ପାରିବ ନିଶ୍ଚିତ l ଏବଂ ଏହି ବେପାରୀ ଭାଇ ମାନଙ୍କ ଦୌରାତ୍ମ୍ୟ ମଧ୍ୟ କମିଯିବ l  ପ୍ରତ୍ୟେକ ପରିବାରରେ ଅଶାନ୍ତି ଦୂର ହେବ  ଓ ନାରୀ ମାନଙ୍କ ସେହି ପୂର୍ବ ମର୍ଯ୍ୟାଦା ପ୍ରତିଷ୍ଠା ହେବ ବଜାୟ ରହିବ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026
  ଜିଲ୍ଲା  
ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   17-Oct-2026
  ରାଜ୍ୟ  
ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   17-Oct-2026
  ଜିଲ୍ଲା  
ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ   17-Oct-2026
  ଜିଲ୍ଲା  
ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା   17-Oct-2026
  ଜିଲ୍ଲା  
୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି   17-Oct-2026
  ଜିଲ୍ଲା  
ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ   17-Oct-2026

You Might Also Like

  ଜିଲ୍ଲା  

ଗଣିତ ଗବେଷଣା