-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||     

HOME   ଜିଲ୍ଲା

ପ୍ରଦ୍ୟୁମ୍ନ ଦାଶ ହେଲେ ଓଡିଶା ଆଦର୍ଶ ବିଦ୍ୟାଳୟ ର ଜ଼ିଲ୍ଲା ଟପ୍ପର ଓ ଟପ ଟେନ ଅଫ ଓଡିଶା

18-May-2023



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ)-  ଓଡିଶା ଆଦର୍ଶ ବିଦ୍ୟାଳୟ  ଜମକାନୀ ତରଭା ର ମେଧା ଛାତ୍ର ପ୍ରଦ୍ୟୁମ୍ନ ଦାଶ   ଆଦର୍ଶ ବିଦ୍ୟାଳୟସ୍ତରୀୟ ଜ଼ିଲ୍ଲା ଟପ୍ପର ଏବଂ  ଟପ ଟେନ ଅଫ ଓଡିଶାରେ ସ୍ଥାନ ପାଇ  ସୁବର୍ଣ୍ଣପୁର ଜ଼ିଲ୍ଲାର  ଗୌରବ ବଢ଼ାଇଛନ୍ତି l  ଏ ଖବର ପାଇବା ପରେ ତରଭା ଟାଉନ ସମେତ ସମଗ୍ର ଜ଼ିଲ୍ଲାର ବହୁ ବିଶିଷ୍ଠ ବ୍ୟକ୍ତି ଓ ଅନୁଷ୍ଠାନ ପକ୍ଷ ରୁ ଶ୍ରୀମାନ ଦାଶ ଙ୍କୁ ସ୍ୱାଗତ ଶୁଭେଚ୍ଛା ଜ୍ଞାପନ କରାଯାଇଛି l ଶ୍ରୀମାନ ଦାଶ  ଓଡିଶା ଆଦର୍ଶ ବିଦ୍ୟାଳୟ ମାଟ୍ରିକ ପରୀକ୍ଷାରେ ୯୭.୦୨ ଶତକଡା  ମାର୍କ ରଖି ସାମଗ୍ର ଜ଼ିଲ୍ଲା ରେ ଟପ୍ପର  ଓ  ଓଡିଶା ଟପ ଟେନ ତାଲିକାରେ  ସ୍ଥାନ ପାଇ  ଜମକନୀ ତରଭା  ଆଦର୍ଶ ବିଦ୍ୟାଳୟ ସମେତ ସୁବର୍ଣ୍ଣପୁର ଜ଼ିଲ୍ଲାର

ଗୌରବ ବଢ଼ାଇ ଛନ୍ତି l  ଶ୍ରୀମାନ ଦାଶ  ଷ୍ଟାଣ୍ଡାର୍ଡ ୧ ରୁ ୫ ଯାଏ ତରଭା ଶ୍ରୀହରି ଇଂରାଜୀ ସ୍କୁଲ ରେ ଟପ୍ପର ହୋଇ ଆସିଥିବା ବେଳେ ଷ୍ଟାଣ୍ଡାର୍ଡ ୬ ରୁ ୧୦ ଯାଏ ଆଦର୍ଶ ବିଦ୍ୟାଳୟରେ ଲଗାତାର ଭାବେ ଟପ୍ପର ସ୍ଥାନ ଅଧିକାର କରିଆସିଛନ୍ତି l ଯାହାକି ସେ ତାଙ୍କ ପିତା କୃଷ୍ଣ ଚନ୍ଦ୍ର ଦାଶ ଓ ମାତା ଶିକ୍ଷୟତ୍ରୀ ସନ୍ତୋଷିନୀ ମାହlଣାଙ୍କ ସମେତ ସ୍କୁଲର ସମସ୍ତ ଟିଚର ଙ୍କୁ ଏ ସଫଳତାର ଶ୍ରେୟ ଦେଇଛନ୍ତି l ଶ୍ରୀମାନ ଦାଶ ସ୍କୁଲ ର ପ୍ରତ୍ୟକ ଡିବେଟ, ଡ୍ରଇଂ  ପ୍ରତିଯୋଗିତା  ରେ ବ୍ଳକ ଓ ଜ଼ିଲ୍ଲାସ୍ତରରେ ଅନେକ କୃତିତ୍ବ ହାସଲ କରିଥିବା ବେଳେ ସାଇନ୍ସ ସେମିନାର ରେ ମଧ୍ୟ ଜ଼ିଲ୍ଲାରୁ ରାଜ୍ୟସ୍ତରକୁ ମନୋନୀତ ହୋଇଥିବା  ଆଉ ଏକ ସଫଳତାର ଖବର ମିଳିଛି l ଗ୍ରାମାଞ୍ଚଳ ତଥା ବ୍ଳକ ସ୍ତର ରେ ଏଭଳି ଅନେକ ମେଧା ଛାତ୍ରଛାତ୍ରୀ ବା  ପ୍ରତିଭା ବେଳେ ବେଳେ ଲୁଚି ରହି ଯାଉଥିବା ଦେଖିବାକୁ ମିଳୁଛି,  କିଛିଟା ବିଳମ୍ବ  ହେଲେବି ବଣ ମଲ୍ଲୀର ମହଣ ସାଜି ଆଜି ଶ୍ରୀମାନ ଦାଶ ସାରା ଜ଼ିଲ୍ଲା ତଥା ରାଜ୍ୟରେ ମହାକାଇ ଦେଇଛନ୍ତି l ଏଭଳି ପ୍ରତ୍ୟକ  ପ୍ରତିଭା ବା  ମହକକୁ ଲୋକ ଲୋଚନକୁ ଆଣିବା ପ୍ରୋତ୍ସାସନ ଦେବା ପ୍ରତ୍ୟେକ ମିଡ଼ିଆ ବା ସୋସିଆଲ ମିଡ଼ିଆ ସମସ୍ତଙ୍କ ଦାୟିତ୍ୱ ବା କର୍ତ୍ତବ୍ୟ ହେବା ଉଚିତ ବୋଲି ବୁଦ୍ଧିଜୀବୀଙ୍କ ମତ ପାଇଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   18-Oct-2026
  ଜିଲ୍ଲା  
*ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026
  ଜିଲ୍ଲା  
ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   17-Oct-2026
  ରାଜ୍ୟ  
ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   17-Oct-2026
  ଜିଲ୍ଲା  
ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ   17-Oct-2026
  ଜିଲ୍ଲା  
ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା   17-Oct-2026

You Might Also Like

           
  ଜିଲ୍ଲା  

ଗଣିତ ଗବେଷଣା