-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||     

HOME   ଜିଲ୍ଲା

ଗୋ ସୁରକ୍ଷା ଅଭିଯାନରେ ତିନି କି. ମି. ଯାଏ ଗାଈ ଘଉଡ଼ାଇଲେ ଏଡ଼ିଏମ, ସବ କଲେକ୍ଟର, ଏମ ଭି ଆଇ ଓ ପୌର ଅଧିକାରୀ: ସହଯୋଗ କଲେ ସ୍ବେଛାସେବୀ

21-Aug-2021



ସୋନପୁର (ମନୋରଞ୍ଜନ ତ୍ରିପାଠୀ) : ଗତକାଲି ସୁବର୍ଣ୍ଣପୁର ଏଡ଼ିଏମ, ସବକଲେକ୍ଟର, ଏମ ଭି ଆଇ, ପୌର ଅଧିକାରୀ ଓ  ପ୍ରାଣୀ  ଚିକିତ୍ସାଧିକାରୀ ପ୍ରମୁଖ ପ୍ରଶାସନିକ ଅଧିକାରୀ ମାନେ  ବ୍ଲକ ଛକ ଠାରୁ ବୀର ସୁରେନ୍ଦ୍ର ସାଏ ଛକ ଦେଇ ପଟାଭାଡ଼ି କୋଲପଡା କାଞ୍ଜି ହାଉସ ଯାଏ  ଦୀର୍ଘ ତିନି କିଲୋମିଟର ପଦ ଯାତ୍ରା କରି ସହରର  ବୁଲା ଗାଈଗୋରୁଙ୍କୁ ଘଉଡ଼ାଇ ଉତ୍ସାହିତ କରିଥିଲେ ପୌର କର୍ମଚାରୀ ଓ ସ୍ବେଛାସେବୀଙ୍କୁ l ଗତ  16 ତାରିଖ ରୁ ମାଁ ସୁରେଶ୍ୱରୀଙ୍କ ମନ୍ଦିର ସାମ୍ନାରୁ ଶୁଭାରମ୍ଭ ହୋଇଥିବା ଏହି ଅଭିଯାନରେ ଆଜି ଯାଏ ପ୍ରଶାସନକୁ  ସେମିତି କିଛି ଆଖିଦୃଶିଆ ବା ବଡ଼ଧରଣର  ସଫଳତା ମିଳି ନ ଥିଲେ ବି ଗାଈ ଗୋରୁ ଧରିବାରେ ପ୍ରତିଦିନର ଭୁଲ ତ୍ରୁଟିକୁ କିନ୍ତୁ  ସୁଧାରି ଏ କଠିନ କାର୍ଯ୍ୟ ର ପରୀକ୍ଷା ନିରୀକ୍ଷା କରାଯାଉଥିବା ଜଣା ପଡିଛି l ବାରମ୍ବାର  ସମୀକ୍ଷା କରାଯାଇ  ଅଭିଯାନ ସଫଳତା ଲାଗି  ନୁଆଁ ନୁଆଁ  ରଣ କୌଶଳ ଆପଣlଇବା ପାଇଁ ଆଜି ପ୍ରଶାସନ ର ଯୋଜନା ପ୍ରସ୍ତୁତି ହେଇଥିବା ଜଣା ପଡିଛି l ଗତ କାଲି ବଜରଙ୍ଗ ଦଳ, ଆର ଏସ ଏସ, ରକ୍ତ ଦାତା ସଂଘ, ବୁଢା ରାଜା କ୍ଲବ, ୟୁଥ ଫର ଏକ୍ସନ, ସ୍ୱଚ୍ଛ  ଭାରତ, ପ୍ରମୁଖ ସ୍ବେଛାସେବୀ ସଂଗଠନ କର୍ମକର୍ତ୍ତା ପ୍ରଶାସନ ଓ ପୋଲିସ, ପୌର କର୍ମଚାରୀ ଙ୍କ ସହ 100  ରୁ ଉର୍ଦ୍ଧ୍ୱ  ବୁଲା ଗାଈ ଗୋରୁଙ୍କୁ କାଞ୍ଜି ହାଉସ ଅଭିମୁଖେ ଘଉଡ଼ାଇନେଇଥିଲେ l ହେଲେ ଖୁବ  ଦୁର,  ଅନ୍ଧାରିଆ ରାସ୍ତା, ଓ ବର୍ଷା କାଦୁଅ ଯୋଗୁଁ ଶେଷ ମୁହୂର୍ତ୍ତରେ ଗାଈ ଗୋରୁଙ୍କୁ ଆୟତ୍ତ କରିବା ସମ୍ଭବ ହୋଇ ପାରିଲା ନାହିଁ l ଅଳ୍ପକେ ବଡ଼ ସଫଳତା ରୁ ବଞ୍ଚିତ ହେଲା  ଗତ କାଲି ର ମିଶନ ଗୋ ସୁରକ୍ଷା l ହେଲେ ଏ ପ୍ରୟାସ ଟି ସାଧାରଣ ଜନତାଙ୍କୁ  ଖୁବ ସଚେତନ କରିଛି   ଏବଂ ଧର୍ଯ୍ୟ, ବାରମ୍ବାର ପ୍ରୟାସ, ଅସଫଳତା,  ଓ 

ଏଭଳି ପରୀକ୍ଷା ନିରୀକ୍ଷା , ଏ କାର୍ଯ୍ୟ ରେ ଅଭିଜ୍ଞ ବ୍ୟକ୍ତି  ଙ୍କ ପରାମର୍ଶ  ହିଁ  ନିଶ୍ଚୟ ସଫଳତା ର ବାଟ ଦେଖାଇବ   ବୋଲି ଶେଷରେ ଏଡ଼ିଏମ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ ପୌର କର୍ମଚାରୀ ଓ ସ୍ବେଛାସେବୀ ଙ୍କୁ ବୁଝାଇ ଉତ୍ସାହିତ କରିଥିଲେ l ଏଡ଼ିଏମ ଶ୍ରୀ ଦାଶ ଙ୍କ ତତ୍ୱାବଧାନରେ ଓ  ପୌର ପରିଷଦ ନିର୍ବାହୀ ଅଧିକାରୀ ଶୁଭ୍ରାଂଶୁ ରୁଟ, ସୂଚନା ଅଧିକାରୀ ଶିବ ପ୍ରସାଦ ସାହୁ, ନୋଡାଲ ଅଫିସର ଅଜିତ ନାଏକଙ୍କ  ସଂଯୋଜନାରେ ଏ ଅଭିଯାନ ଚାଲୁ ରହିଛି l ଆଜି ଶନିବାର ସନ୍ଧ୍ୟା ରେ ପୁଣି ପଟାଭାଡି ଛକ ରୁ ଏ ଅଭିଯାନ ଆରମ୍ଭ ହୋଇଥିବା ଏବେ ସୂଚନା ମିଳିଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026
  ଜିଲ୍ଲା  
ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   17-Oct-2026
  ରାଜ୍ୟ  
ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   17-Oct-2026
  ଜିଲ୍ଲା  
ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ   17-Oct-2026
  ଜିଲ୍ଲା  
ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା   17-Oct-2026
  ଜିଲ୍ଲା  
୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି   17-Oct-2026
  ଜିଲ୍ଲା  
ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ   17-Oct-2026

You Might Also Like

  ଜିଲ୍ଲା  

ଗଣିତ ଗବେଷଣା